Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଦେଖନ୍ତୁ ଭିଡ଼ିଓ: ଇନଷ୍ଟାଗ୍ରାମରେ ଭାଇରାଲ୍ ହେଉଛି ବିଦେଶୀ ତରୁଣୀଙ୍କ ଏହି କଷ୍ଟସାଧ୍ୟ ଯୋଗାସନ !

ନୂଆଦିଲ୍ଲୀ: ମହାନ ଭାରତୀୟ ସଂସ୍କୃତି ଓ ହିନ୍ଦୁ ପରମ୍ପରାରେ ଯୋଗକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି ।  ଯୋଗମୁଦ୍ରା ଓ ଆସନକୁ ନେଇ ସମଗ୍ର ବିଶ୍ୱରେ ଏବେ ଗବେଷଣା ଚାଲିଥିବା ବେଳେ ସୋସିଆଲ୍ ମିଡ଼ିଆରେ ଜଣେ ବିଦେଶୀ ତରୁଣୀଙ୍କ କଷ୍ଟସାଧ୍ୟ ଯୋଗାସନ ଏବେ ଭାଇରାଲ୍ ହେବାରେ ଲାଗିଛି ।…

ଜାଣନ୍ତୁ, କର୍ପୂର ତେଲର ଅଦ୍ଭୂତ ଔଷଧିୟ ଗୁଣ ସମ୍ପର୍କରେ…

ଭୁବନେଶ୍ୱର: ପ୍ରାୟତଃ ପୂଜାପର୍ବରେ କର୍ପୂର ତେଲ ବ୍ୟବହାର ହେଉଥିବା ଆମେ ଦେଖିଥିବା । କିନ୍ତୁ ଏହି ତେଲରେ ଥିବା ଔଷଧିୟ ଗୁଣ ସମ୍ପର୍କରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ତେଲରେ ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ରହିଥାଏ, ଯାହା ସୁନ୍ଦରତା ସମସ୍ୟା ସହ ଜଡିତ ସମସ୍ୟା ସମାଧାନ…

୭ ବର୍ଷ ଝିଅର ଶରୀର ଗଛର ଛାଲ ପରି ହେଉଯାଉଛି !

ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ ଲାଗିଛି । ସ୍ୱାଭାବିକ ଭାବେ ରାଜେଶ୍ୱରୀ ଆଉ ଚଳପ୍ରଚଳ କରିପାରୁ…

ଭୋକ ହେଉନଥିଲେ ଆପଣାନ୍ତୁ ଏହିସବୁ ସରଳ ଉପଚାର !

ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟରେ ଅନିୟମିତତା ଆମ ଶରୀର ସହ ଆଭ୍ୟସ୍ଥ ହୋଇ ଗଲାଣି । ଅନେକ ସମୟରେ ଭୋକ ନହେବା ଏକ ମୁଖ୍ୟ ସମସ୍ୟା ହୋଇ ଆଗକୁ ଆସିଲାଣି । ଏହାଦ୍ୱାରା ଶରୀର ଗଠନ ମଧ୍ୟ ଖରାପ ହେବାରେ ଲାଗିଛି । କିଛି ଲୋକ ନିଜ ପତଳାପଣ ଯୋଗୁଁ ମଧ୍ୟ ଚିନ୍ତାରେ ଥାଆନ୍ତି । ଆବଶ୍ୟକ ଠାରୁ…

ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ; ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଏୟାର ଫ୍ରେସନର !

ଭୁବନେଶ୍ୱର: ଘର କିମ୍ବା କାରର ଦୁର୍ଗନ୍ଧ ଦୂର କରିବା ପାଇଁ ଆମେମାନେ ପ୍ରାୟତଃ ଏୟାର ଫ୍ରେସନର ବ୍ୟବହାର କରିଥାଉ। ଏକ ସର୍ଭେରେ ଜଣାପଡିଛି ଏହାର ବହୁଳ ବ୍ୟବହାର ଆମ ଶରୀର ପାଇଁ ଅନେକ କ୍ଷତି ଘଟାଏ । ନିମିଶକ ମଧ୍ୟରର ଦୁର୍ଗନ୍ଧ ଦୂର କରି ସୁଗନ୍ଧ ଭରି ଦେଉଥିବା ଏୟାର ଫ୍ରେସନର ଆମ ଶରୀର…

ସମ୍ ଅଲ୍ଟିମେଟ୍ ମେଡିକେୟାର୍‌ରେ ବିଶ୍ୱ କର୍କଟ ଦିବସ ପାଳନ

ଭୁବନେଶ୍ୱର: କର୍କଟକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି…

ବିଶ୍ୱ କ୍ୟାନସର ଦିବସ: ଓଡିଶାରୁ ମିଳିଲା କ୍ୟାନସର ନାଶକାରୀ ଗଛ !

ଭୁବନେଶ୍ୱର: ସାରବିଶ୍ୱରେ ଆଜି ପାଳନ କରୁଛି କ୍ୟାନସର ଦିବସ । ଏହି ମାରାତ୍ମକବ ରୋଗ ପ୍ରତି ଲୋକଙ୍କ ସଚେତନତାକୁ ବୃଦ୍ଧି କରିବା ନିମନ୍ତେ ଏହି ଦିନର ସୃଷ୍ଟି । ବୈଜ୍ଞାନିକଙ୍କ ମତରେ ଆଜି ପର୍ଯ୍ୟନ୍ତ ଏହି ମାରାତ୍ମକ କ୍ୟାନସର ରୋଗକୁ ଭଲ କରିବା ନିମନ୍ତେ କୌଣସି ଔଷଧର ଆବିଷ୍କାର ହୋଇନାହିଁ…

ବିଶ୍ୱ କ୍ୟାନସର ଦିବସ: କିପରି ନେବେ ନିଜ କିଡନୀର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଏ । ତେବେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା କରାଇବା ପାଇଁ ଏହି ଦିନର ସୃଷ୍ଟି । କ୍ୟାନସର ବିଭିନ୍ନ ରକମର ହୋଇଥାଏ । ତେବେ କିଡନୀ ବା କଲୋନ କ୍ୟାନସର ଅତ୍ୟନ୍ତ ମାରାତ୍ମକ ହୋଇଥାଏ ।…

କେଶ ଝଡୁଥିଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ, ସପ୍ତାହକ ମଧ୍ୟରେ ଦେଖିବେ ଫରକ !

ଭୁବନେଶ୍ୱର: କେଶ ଝଡ଼ିବା ଏବେ ସବୁଠୁ ବଡ଼ ସମସ୍ୟା ରୂପେ ଦେଖାଦେଲାଣି । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା କେଶ ଝଡା ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବା ସହିତ ଆପଣଙ୍କୁ ସୁସ୍ଥ କେଶ ପ୍ରଦାନ କରିବ । ଏହା କେବଳ କେଶ ନୁହେଁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାରେ…

ଫଳ ଓ ପନିପରିବା ସତେଜ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ !

ଭୁବନେଶ୍ୱର: ଫଳ ହେଉ ଅବା ପନିପରିବା ଏଗୁଡ଼ିକୁ ଘରେ ବେଶି ଦିନ ସାଇତି ରଖିବା ସମ୍ଭବପର ନୁହେଁ। ଫ୍ରିଜ୍‌ରେ ରଖିଲେ ମଧ୍ୟ ଏହା ବେଶି ଦିନ ରୁହେ ନାହିଁ, ଶୀଘ୍ର ନଷ୍ଟ ହୋଇଯାଏ। ତେବେ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ ଜଣାଇବୁ କିଛି ଟିପ୍ସ ... ଟମାଟରକୁ ଫ୍ରଜି୍‌ରେ…