Latest Odisha News
Browsing Category

ସ୍ୱାସ୍ଥ୍ୟ

ଓଡିଶାର ଲିଚୁ ନିରାପଦ, କ’ଣ କହୁଛି ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁ ବିଷାକ୍ତ ନୁହେଁ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଖାଇବା ଯୋଗ୍ୟ । ଏହାର ନମୁନା ପରୀକ୍ଷା କରି ଏଥିରେ କୌଣସି ପ୍ରକାରର ବିଷାକ୍ତ କେମିକାଲ୍ ନଥିବା ଭୁବନେଶ୍ୱରସ୍ଥିତ ଷ୍ଟେଟ ପବ୍ଲିକ ହେଲଥ ଲାବୋରେଟୋରୀ ରିପୋର୍ଟ ଦେଇଛି । କ’ଣ କହୁଛି…

ଜାଣନ୍ତୁ କ’ଣ ରହିଛି ଆମ୍ବର ଉପକାରିତା..

ଭୁବନେଶ୍ୱର: ଫଳର ରାଜା ଆମ୍ବ । ପିଲା ଠାରୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଭୋଜନ ସହ ହେଉ ବା ଖାଲିରେ ହେଉ । ଖାଲି ପାଟିକୁ ସୁଆଦିଆ ନୁହେଁ,ଶରୀରର ଅନେକ ସମସ୍ୟା ମଧ୍ୟ ଏହା ଦୂର କରିଥାଏ । ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନରେ ଭରପୁର ଥିବା ଆମ୍ବର ସଠିକ ସେବନ ଦ୍ୱାରା ଛୋଟ ଛୋଟ…

ଜାଣନ୍ତୁ, କ’ଣ ରହିଛି ପୁଦିନାର ଉପକାରୀ ଗୁଣ…

ପ୍ରାୟତଃ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ । ପୁଦିନାର ଅନେକ ଉପକାରୀ ଗୁଣ ରହିଛି । ଏହା ଖାଦ୍ୟର ସ୍ୱାଦ ବଢେଇବା ସହ ଶରୀରପ୍ରତି ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଖାଦ୍ୟ ରୂପେ ବ୍ୟବହାର କଲେ ଆମକୁ ଅନାବଶ୍ୟକୀୟ ଔଷଧର ବ୍ୟବହାର କରିବାକୁ ପଡିବ ନାହିଁ । ଆସନ୍ତୁ ଜାଣିବା ଏହାର…

ମମତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରେସକ୍ରିପସନ୍: ଡ଼ାକ୍ତରଙ୍କୁ ମାଡ଼ମାରିଥିବା ଅଭିଯୁକ୍ତଙ୍କୁ ଦଣ୍ଡଦିଅ

ନୂଆଦିଲ୍ଲୀ: ଡ଼ାକ୍ତରମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ…

ଜାଣନ୍ତୁ, ଗୁଜୁରାତିରେ ରହିଛି କେଉଁସବୁ ଔଷଧୀୟ ଗୁଣ…

ଭୁବନେଶ୍ୱର : ସାଧାରଣତଃ ଆମେ ଗୁଜୁରାତିକୁ ଖାଦ୍ୟର ସ୍ୱାଦ ବଢାଇବା ତଥା ସୁଗନ୍ଧିତ କରିବାକୁ ବ୍ୟବହାର କରିଥାଉ । ଏପରିକି ମାଉଥ୍ ଫ୍ରେସନର ଭାବେ ମଧ୍ୟ ଗୁଜୁରାତିର ବ୍ୟବହାର କରାଯାଇଥାଏ । ଏହାବ୍ୟତୀତ ଗୁଜୁରାତି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ । ଜାଣନ୍ତୁ, ଏହାର ଔଷଧୀୟ ଗୁଣ…

ପଶ୍ଚିମବଙ୍ଗରେ ତେଜିଲା ଆନ୍ଦୋଳନ, ମମତାଙ୍କ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ କନିଷ୍ଠ ଡ଼ାକ୍ତର

କୋଲକାତା: ମାଡ଼ମରାକୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ଗତ ୫ ଦିନ ଧରି ଡ଼ାକ୍ତରମାନଙ୍କ ସମୂହ ଆନ୍ଦୋଳନ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପଶ୍ଚିମବଙ୍ଗରୁ ଡ଼ାକ୍ତରମାନଙ୍କ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବାରେ ଲାଗିଛି । କ୍ରମଶଃ ଏହି ଆନ୍ଦୋଳନ ପଶ୍ଚିମବଙ୍ଗର ସସସ୍ତ ପଡ଼ୋଶୀ…

କେରଳରେ ଚାଞ୍ଚଲ୍ୟ: ଯୁବକଙ୍କ ଶରୀରରେ ମରଣାନ୍ତକ ପଜିଟିଭ୍ ‘ନିପା’ ଭାଇରସ୍

ନୂଆଦିଲ୍ଲୀ: କେରଳର ଏର୍ଣ୍ଣାକୁଲମସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ୨୩ ବର୍ଷୀୟ ଯୁବକଙ୍କ ପରୀକ୍ଷାରୁ ତାଙ୍କ ଶରୀରରେ ମରଣାନ୍ତକ ନିପା ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି । ଗତବର୍ଷ ଏହି ଭୟାନକ ରୋଗ ଯୋଗୁଁ ୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ପ୍ରକାଶ ପାଇଛି…

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ନର୍ସଙ୍କ ଧାରଣା, ଚିକିତ୍ସା ସେବା ବାଧାପ୍ରାପ୍ତ

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସାମ୍ନାରେ ସଂଘବଦ୍ଧ ହୋଇ ନର୍ସମାନେ ଧାରଣା ଦେବା ଯୋଗୁଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସା ସେବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି । ଏଠାରେ ୫ ଦିନ ପୂର୍ବରୁ ଜଣେ ରୋଗୀଙ୍କ…

ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଶୁଭ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଯାଇଛି । ନବନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ୍ ପରିସରରେ ଏହି ଶୁଭ ଅନୁକୂଳ ପୂଜାର ଆୟୋଜନ କରାଯାଇଥିଲା । ପୂର୍ବ ଭାରତରେ ଉଚ୍ଚ ଶିକ୍ଷା ଓ ସ୍ୱାସ୍ଥ୍ୟସେବା…

ଚିକିତ୍ସା ଅବହେଳା: ପୁରୀ ହସ୍ପିଟାଲ ସମ୍ମୁଖରେ ମହିଳାଙ୍କ ସନ୍ତାନ ପ୍ରସବ

ପୁରୀ: ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚରମ ଚିକିତ୍ସା ଅବହେଳା ଯୋଗୁଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜଣେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଶନିବାର ରାତିରେ ଜନୈକା ଗର୍ଭବତୀ ମହିଳା ଏକ ୧୦୨ ନଂ ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୁଖ୍ୟ…