Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ତ୍ୱଚା ତେଲିଆ ହେଉଥିଲେ କରନ୍ତୁ ଏହି ସବୁ ଉପଚାର

ଭୁବନେଶ୍ୱର: ବର୍ଷାଦିନେ ତେଲିଆ ତ୍ୱଚାର ବ୍ୟକ୍ତିମାନଙ୍କର ବହୁତ ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କଣ କଲେ ଦୂରହୋଇ ପାରିବ ଏହି ସବୁ ସମସ୍ୟା ତ୍ୱଚାର ଲୋମଛିଦ୍ରକୁ ସର୍ବଦା ତୈଳମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ମୁହଁକୁ ସଫା କରିବା ପାଇଁ ଆଷ୍ଟ୍ରିଜେଣ୍ଟ୍ ଟୋନର ବ୍ୟବହାର…

ନିୟମିତ ଖାଆନ୍ତୁ ଅଖରୋଟ, ନିୟନ୍ତ୍ରଣରେ ରହିବ ଏହିସବୁ ସମସ୍ୟା

ଭୁବନେଶ୍ବର: ନିୟମିତ ଅଖରୋଟ ଖାଇଲେ ଏହା ଆମ ଶରୀରରେ ଅନେକ ଉପକାର କରିଥାଏ । ଅଖରୋଟରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଅଖରୋଟରେ ରହିଛି ଓମେଗା-୩ ଫ୍ୟାଟି ଏସିଡ୍‌। ଏହା ଖରାପ କୋଲେଷ୍ଟରଲକୁ ନଷ୍ଟ କରିବାରେ…

ଜ୍ୱର କମୁ ନାହିଁ କି, ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ଷା ଋତୁରେ ଜ୍ୱର, ଥଣ୍ଡା ଆଦି ରୋଗ ଅଧିକ ହେଉଥିବା ଦେଖିବାକୁ ମିଳିଥାଏ । ବିନା ଔଷଧରେ ଆପଣଙ୍କ ଜ୍ୱର ଭଲ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର । ତୁଳସୀ ପତ୍ର: ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ। ଯାହାଫଳରେ ଏହା ବାକ୍ଟେରିଆ ଆଦିରୁ…

ମୁହଁରୁ ଦୂର ହୋଇଯିବ ସବୁ ଦାଗ, ଜାଣନ୍ତୁ କେମିତି !

ଭୁବନେଶ୍ୱର: ପୁଦିନା ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାରେ ଥିବା ଦାଗ ଦୂର କରିବାରେ ରାମବାଣ ସଦୃଶ କାମକରିଥାଏ। ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର…

ଅନେକ ରୋଗରୁ ଉପଶମ ଦିଏ ଲବଙ୍ଗ

ଲବଙ୍ଗରେ ବହୁ ଉପକାରିତା ଗୁଣ ରହିଥାଏ, ଯହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ... ୧.ଏକ କପ୍‍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ। ୨. ଲବଙ୍ଗ ଓ ରସୁଣ କୋଲା କୁ ନେଇ ଏକ ପେଷ୍ଟ…

ଗ୍ୟାସ ସମସ୍ୟା ଥିଲେ ଦୁରେଇ ରୁହନ୍ତୁ ଏହି ଖାଦ୍ୟଠାରୁ

ଆଜିକାଲି ଲୋକମାନେ ଠିକ ସମୟରେ ଖାଇବା ଶୋଇବା ନକରିବା କାରଣରୁ ଗ୍ୟାସଷ୍ଟ୍ରିକ୍ ସମସ୍ୟାଏ ଶିକାର ହେଉଛନ୍ତି । ସମସ୍ତଙ୍କ ପାଖରେ ଏଭଳି ସମସ୍ୟା ଦେଖା ଯାଉଥିବା ବେଳେ ଲୋକେ ସମସ୍ୟାର କାରଣ ନ ଜାଣି ଔଷଧ ଖାଇବାରେ ଲାଗିଛନ୍ତି । ଆଜି ଆମେ ଗ୍ୟାସଷ୍ଟ୍ରିକ୍ ସମସ୍ୟା କାରଣ ବିଷୟରେ ଜଣାଇବୁ ।…

କେଶ ପାଚୁଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିର ସମୟରେ ବିଭିନ୍ନ ରସାୟନିକ ପଦାର୍ଥ, ଚିନ୍ତା ଓ ବାୟୁ ପ୍ରଦୂଷଣ ଆଦି କାରଣରୁ କେଶ ଆସ୍ତେ ଆସ୍ତେ କଳାରୁ ଧଳା ହୋଇଯିବାରେ ଲାଗୁଛି । -: ବାଦାମରେ କପର ଓ ଭିଟାମିନ୍‌ ’ଇ’ ରହିଥାଏ । ଏହା କେଶ ପାଇଁ ଅଧିକ ଲାଭଦାୟକ ହୋଇଥାଏ । -: ମସ୍‌ରୁମରେ ମଧ୍ୟ ଅଧିକ ମାତ୍ରାରେ କପର ଥାଏ, ଯାହା…

ପ୍ରତିଦିନ ମୁଣ୍ଡ ବିନ୍ଧୁଥିଲେ ହୋଇ ଯାଆନ୍ତୁ ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଭୁବନେଶ୍ୱର: ଏବେ ପ୍ରାୟତଃ ପିଲା ଠୁ ବୃଦ୍ଧ ଯାଏଁ ସମସ୍ତଙ୍କର ମୁଣ୍ଡବିନ୍ଧା ହୋଇଥାଏ । କାମରେ ବ୍ୟସ୍ତ ରହି ମୁଣ୍ଡବିନ୍ଧାକୁ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରାୟତଃ ଲୋକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି । କାମ ପ୍ରେସର, ଥଣ୍ଡା, ଚିନ୍ତା କରିବା ଦ୍ୱାରା ,ଏପରି ବିଭିନ୍ନ କାରଣ…

ସମ୍ ହସ୍ପିଟାଲରେ ‘ଗ୍ରହଣ ଖଣ୍ଡିଆ’ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ସୁଯୋଗ

ଭୁବନେଶ୍ୱର: ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ଥିଲେ ସେମାନଙ୍କୁ ସାଧାରଣ କରିବା ଲାଗି ଆସିଛି ଏକ ବଡ଼ ସୁଯୋଗ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭର୍ସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏବଂ ସମ୍ ହସ୍ପିଟାଲରେ ‘ଫ୍ୟୁଚର୍ ଅଫ୍…

ଚର୍ମରୋଗ ପାଇଁ ଚିନ୍ତିତ ଥିଲେ , ଆପଣନ୍ତୁ ଏହି ଘରୋଇ ଉପଚାର

ବେଳେବେଳେ ଅନେକ ଔଷଧ ଖାଇବା ପରେ ମଧ୍ୟ ଚର୍ମ ରୋଗ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳେ ନାହିଁ। ତେବେ କିଛି ଘରୋଇ ଆପଣାଇବା ଦ୍ବାରା ଏସବୁ ଚର୍ମରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ। ଜାଣନ୍ତୁ କଣ ସବୁ ଏହି ଘରୋଇ ଉପଚାର ହଳଦୀ- ହଳଦୀ କେବଳ କାଛୁ କୁଣ୍ଡିଆ ନୁହଁ ଏହା ସହ ତ୍ବଚା…