Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ସ୍ତନ କର୍କଟ ରୋଗକୁ ନେଇ ମହିଳାମାନେ ସଙ୍କୋଚ କରିବା ଅନୁଚିତ: ଡାକ୍ତର ପ୍ରିୟା ନାୟକ

ଭୁବନେଶ୍ୱର: କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗ ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଅର୍ଥାତ୍ ବ୍ରେଷ୍ଟ କ୍ୟାନ୍ସର ଭଳି ବ୍ୟାଧି ଅଧିକ ମାତ୍ରାରେ ମାଡିଚାଲିଛି । ତେବେ ଏଭଳି ରୋଗକୁ ପ୍ରତିରୋଧ କରିବା ପାଇଁ ମହିଳାମାନଙ୍କ କ୍ଷେତ୍ରରେ…

ବାରିପଦା ‘ବାହ୍ୟ ମଳତ୍ୟାଗ ମୁକ୍ତ’ ସହର ଭାବେ ଘୋଷିତ

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ବାହ୍ୟ ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ବାରିପଦା ସହରରେ ଥିବା ସମସ୍ତ ୨୮ଟି ୱାର୍ଡ଼ ବାହ୍ୟ ମଳତ୍ୟାଗ ମୁକ୍ତ ଭାବେ ପରିଗଣିତ ହେବା ପରେ ସମଗ୍ର ସହର ବାହ୍ୟ ମଳତ୍ୟାଗ ସହର ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।…

ଚା’ ପିଇବା ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଭୁବନେଶ୍ୱର : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଚା ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ଆଉ କେତେକ ବ୍ୟକ୍ତି ଚା ବଦଳରେ କଫି ପିଇବାକୁ ବେଶୀ ଭଲ ପାଇଥାନ୍ତି । କହିବାକୁ ଗଲେ ଏମିତି କିଛି ଚା’ ପ୍ରେମୀ ଅଛନ୍ତି, ଯେଉଁମାନଙ୍କର ସକାଳ ଚା’ ପିଇବାରୁ…

ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ବିଳମ୍ବ ଲାଗି ରାଜ୍ୟ ସରକାର ଦାୟୀ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପୂର୍ବରୁ ଢେଙ୍କାନାଳ ଓ…

ଓଡ଼ିଶାର ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳର ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ

ଭୁବନେଶ୍ୱର: ରାଜ୍ୟର ପଶୁ ସମ୍ପଦ ବିଭାଗ ଦ୍ୱାରା ବାର୍ଡ ଫ୍ଲୁ ନ ବ୍ୟାପିବା ଲାଗି ଆଶୁ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଏହା ଯଦିଓ ନିୟନ୍ତ୍ରଣାଧୀନ ରହିଛି କିନ୍ତୁ ରାଜ୍ୟର କେତେକ ସ୍ଥାନରେ ପାରା ଓ କାଉ ମୃତ୍ୟୁ ଘଟଣା ନଜରକୁ ଆସିଛି । ଇତିମଧ୍ୟରେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର…

ଅହମ୍ମଦାବାଦ ଅସ୍ପିଟାଲରେ ଚିକିତ୍ସାଧିନ ପିଲାମାନଙ୍କୁ ଭେଟିଲେ ନବୀନ

ଅହମ୍ମଦାବାଦ: ଗୁଜରାଟ ଗସ୍ତରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଅହମ୍ମଦାବାଦସ୍ଥିତ ଶ୍ରୀସତ୍ୟସାଇ ହାର୍ଟ ହସ୍ପିଟାଲରେ ପହଞ୍ଚି ସେଠାରେ ଚିକିତ୍ସାଧିନ ଥିବା ଓଡ଼ିଆ ପିଲାମାନଙ୍କୁ ଭେଟିଛନ୍ତି । ଏହି ହସ୍ପିଟାଲରେ ପାଖାପାଖି ୧୫୦ ଜଣ ପିଲା ହୃଦରୋଗ ଲାଗି ବିନା…

ପୁରୀ ବାର୍ଡ ଫ୍ଲୁ ଘଟଣା: କୃଷ୍ଣପ୍ରସାଦ ବ୍ଳକରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ

ବ୍ରହ୍ମଗିରି: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକରେ ବାର୍ଡ ଫ୍ଲୁ ମଡ଼କ ନେଇ ଭୋପାଳସ୍ଥିତ ଜାତୀୟ ପଶୁ ରୋଗ ସୁରକ୍ଷା ପ୍ରତିଷ୍ଠାନର ସ୍ପଷ୍ଟ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ମାଲୁଦ ଗ୍ରାମରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ, ରାଜ୍ୟ ପଶୁ…

ପୁରୀ ଜିଲ୍ଲାରେ ବଢିଲା ବାର୍ଡ ଫ୍ଲୁ ଆତଙ୍କ !

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ବହୁ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼ିବା ପରେ ମୃତ କୁକୁଡ଼ାଙ୍କ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ପଜିଟିଭ୍ ବୋଲି ଚିହ୍ନଟ ସୂଚନା ମିଳିଛି । ଏହା…

ଭୀମସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ, ଛୁଟିରେ ଯିବାକୁ ନିର୍ଦ୍ଦେଶ

ସମ୍ବଲପୁର: ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କୁ ଓଡ଼ିଶା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି, ଏହାସହିତ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ…

ଆଜି ବିଶ୍ୱ ଏଡସ୍ ଦିବସ, ସଚେତନତା ହିଁ ଏକମାତ୍ର ଉପାୟ

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି ।କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞଙ୍କ ମତ । ୧୯୮୮ ମସିହା ଡିସେମ୍ବର ୧ ତାରିଖରୁ ‘ବିଶ୍ୱ ଏଡସ୍ ଦିବସ’…