Latest Odisha News

BREAKING NEWS

Browsing Category

ବ୍ୟାଡ଼ମିଣ୍ଟନ୍‌

ପାରା ଅଲିମ୍ପିକ୍ସରେ ଡବଲ ଗୋଲ୍ଡ ଲକ୍ଷ୍ୟରେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ପାଇଁ ଡବଲ ଗୋଲ୍ଡ ହାସଲ ଲକ୍ଷ୍ୟରେ ରହିଛନ୍ତି ଓଡିଶାର ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ । ୩୩ ବର୍ଷୀୟ ପାରା ଶଟଲର ଏସୀୟ ଏବଂ ବିଶ୍ୱ ଚାମ୍ପିୟନରେ ପ୍ରଭାବିତ କରିଥିବା ବେଳେ ପାରା ଅଲିମ୍ପିକ୍ସ ଉପରେ ଏଥର ତାଙ୍କର ନଜର ରହିଛି । ପୁରୁଷ…

୨୦ କମ୍ପାନୀ ବିରୋଧରେ କୋର୍ଟର ଆଶୟ ନେବେ ପିଭି ସିନ୍ଧୁ !

ନୂଆଦିଲ୍ଲୀ: ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ଏହା ଦ୍ୱିତୀୟ ପଦକ । ତାଙ୍କର ଏହି ସଫଳତାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ଏହାର ଫାଇଦା ଉଠାଇ କେତେକ କମ୍ପାନୀ ଓ ବ୍ରାଣ୍ଡ ସିନ୍ଧୁଙ୍କ ନାମ ଏବଂ…

ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ…

ଟୋକିଓ ଅଲିମ୍ପିକ୍ସ: ବ୍ୟାଡମିଂଟନରେ ସିନ୍ଧୁଙ୍କ ଉପରେ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଥର ଟୋକିଓ ଅଲିମ୍ପିକ୍ସ ଯାଇପାରିବେ ନାହିଁ । ସେମାନେ ଶେଷ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରି ନ ଥିଲେ । ଏଥର ୪ଜଣ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ…

ଟୋକିଓ ଅଲିମ୍ପିକ୍ସ ଖେଳି ପାରିବେନି ସାଇନା, ଶ୍ରୀକାନ୍ତ !

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ଆଉ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଏହା ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ବୁଧବାର ସିଙ୍ଗାପୁର ଓପନ ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି…

ମାଲେସିଆ ଓପନ ବ୍ୟାଡମିଂଟନରେ ଅଂଶଗ୍ରହଣ କରିପାରିବ ନାହିଁ ଭାରତୀୟ ଟିମ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଂଟନ ଖେଳାଳିଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । କୋଭିଡ୧୯ କଟକଣା ଯୋଗୁ ଏବେ ଭାରତୀୟ ବିମାନ ଉପରେ ମାଲେସିଆ ପ୍ରତିବନ୍ଧ ଲଗାଇଛି । ଯାହା ଫଳରେ ଚଳିତ ମାସ ଶେଷ ଭାଗରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତୀୟ ଟିମ୍ ଅଂଶଗ୍ରହଣ କରିପାରିବ ନାହିଁ ।…

ଅଲ ଇଂଲଣ୍ଡ ବ୍ୟାଡମିଂଟନ: ନୂତନ ଲକ୍ଷ୍ୟପଥରେ ଲକ୍ଷ୍ୟସେନ୍‌

ନୂଆଦିଲ୍ଲୀ: ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଲମୋରାର ଲକ୍ଷ୍ୟ ପ୍ରିକ୍ୱାର୍ଟରରେ ଫ୍ରାନ୍ସର ଥମାସ ରାଉସେଲଙ୍କୁ ୨୧-୧୮, ୨୧-୧୬ ପଂଏଟରେ ପରାସ୍ତ କରିଥିଲେ । ୨୦୧୮ରେ…

ଅଲ ଇଂଲଣ୍ଡ ବ୍ୟାଡମିଂଟନ ପୂର୍ବରୁ ଭାରତକୁ ଝଟକା, ୩ ଖେଳାଳି, ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ

ଲଣ୍ଡନ: ଅଲ ଇଂଲଣ୍ଡ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ଭାରତକୁ ଶକ୍ତ ଝଟକା ଲାଗିଛି । ୩ଜଣ ଖେଳାଳି ଏବଂ ଜଣେ ସପୋର୍ଟିଂ ଷ୍ଟାଫ କରୋନା ପଜିଟିଭ ଥିବା ଜଣା ପଡିବା ପରେ ଟିମ୍ ମ୍ୟାନେଜମେଂଟ ଚିନ୍ତାରେ ପଡିଛି । ସାଇନା ନେହ୍ୱାଲ ଏବଂ ତାଙ୍କ ପତି ତଥା ଖେଳାଳି ପାରୁପଲୀ କାଶ୍ୟପ…

ବ୍ୟାଡମିଂଟନ: ୟୁଏସ ଓପନ, କାନାଡା ଓପନ ବାତିଲ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଫେଡେରେଶନ କୋଭିଡ-୧୯ ମହାମାରୀ ଯୋଗୁ ପୁନର୍ବାର ୟୁଏସ ଓପନ ଓ କାନାଡା ଓପନ ବାତିଲ କରିଛି । ୨୦୨୧ରେ ମଧ୍ୟ ଏହି ୨ଟି ବଡ ଟୁର୍ଣ୍ଣାମେଂଟ ଆୟୋଜିତ ହେବ ନାହିଁ । କାନାଡା ଓପନ ୬ରୁ୧୧ ଜୁଲାଇ ଏବଂ କାନାଡା ଓପନ ୨୯ ମାର୍ଚ୍ଚରୁ ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ…

ସୁଇସ ଓପନ ବ୍ୟାଡମିଂଟନ ଫାଇନାଲରେ ହାରିଲେ ସିନ୍ଧୁ, ରୌପ୍ୟରେ ସନ୍ତୁଷ୍ଟ

ଜ୍ୟୁରିକ୍‌: ଭାରତର ଶୀର୍ଷ ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ସୁଇସ ଓପନ ବ୍ୟାଡମିଂଟନରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ସ୍ପେନର ଷ୍ଟାର ଖେଳାଳି କାରୋଲିନା ମାରିନଙ୍କ ନିକଟରୁ ୨୧-୧୨, ୨୧-୫ ସିଧାସଳଖ ଗେମରେ ହାରି ଯାଇଥିଲେ । ମାତ୍ର ୩୫ ମିିନିଟରେ…