Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତର ସବୁଠାରୁ ସଫଳ ଅଧିନାୟକ ହେଲେ କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ନେତୃତ୍ୱ ନେବା ମାତ୍ରେ ବିରାଟ କୋହଲି ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାତିଲ

ସାଉଥାମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଦିବସ ଖେଳ ବାତିଲ ହୋଇଛି । ପୂର୍ବରୁ ବର୍ଷା ହେବା ନେଇ ସମ୍ଭାବନା ବ୍ୟକ୍ତ କରାଯାଇଥିଲା । ଦିନ ଯାକ ପ୍ରବଳ ବର୍ଷା ହେବା ଯୋଗୁ ଟସ ପକାଯିବା ମଧ୍ୟ ସମ୍ଭବପର ହୋଇ ନ ଥିଲା ।…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ରୋମାଂଚକ ମୁକାବିଲା ଦେଖିବା ନେଇ ଉତ୍କଣ୍ଠାରେ କ୍ରିକେଟପ୍ରେମୀ

ଭୁବନେଶ୍ୱର: ଇଂଲଣ୍ଡର ସାଉଥାମ୍ପଟନରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ କ୍ରିକେଟର ଫାଇନାଲର ମ୍ୟାଚ । ବିଶ୍ୱ କ୍ରିକେଟର ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ଆମ୍ନା ସାମ୍ନା ହେବେ । ନ୍ୟୁଜିଲାଣ୍ଡ ଫର୍ମ ଏବଂ ଆଇସିସି ଇଭେଂଟରେ ଭାରତ ବିପକ୍ଷରେ ଭଲ…

ଡ୍ରାଭିଡ, କୁମ୍ବଲେ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ମହିଳା କ୍ରିକେଟର ମିଥାଲୀ, ଝୁଲଣ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ୨ ଷ୍ଟାର ଖେଳାଳି ମିଥାଲୀ ରାଜ ଏବଂ ଝୁଲଣ ଗୋସ୍ୱାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ମ୍ୟାଚ ଖେଳିବାରେ ପୁରୁଷ ଦଳର ମହାନ ଖେଳାଳି ସୌରଭ ଗାଙ୍ଗୁଲି, ଅନୀଲ କୁମ୍ବଲେ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ…

ଡବ୍ଲ୍ୟୁଟିସି ଫାଇନାଲ: ବାୟୋ ବବଲ ନିୟମ ଉଲ୍ଲଂଘନ କରିଛନ୍ତି ନ୍ୟୁଜିଲାଣ୍ଡ ଖେଳାଳି, ଅଭିଯୋଗ କରିବ ବିସିସିଆଇ

ସାଉଥାମ୍ପଟନ: ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ଏଠାରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳି ବାୟୋ ବବଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଛି । କ୍ରିକବିଜରେ ପ୍ରକାଶିତ ଖବର ଅନୁସାରେ ନ୍ୟୁଜିଲାଣ୍ଡର ୬ଜଣ ଖେଳାଳି କୋଭିଡ ନିୟମ ଉଲ୍ଲଂଘନ…

ଡବ୍ୟୁଟିସି ଫାଇନାଲ : ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥାମ୍ପଟନ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ଲାଇନ ଅପରେ ବିଶେଷ ପରିବର୍ତନ ଥିବା ବେଳେ ବୋଲିଂ କମ୍ପିନେଶନ ନେଇ ସସପେନ୍ସ ରହିଛି । ହନୁମା ବିହାରୀ ଚୂଡାନ୍ତ ଏକାଦଶରେ ସାମିଲ ହେଲେ ରିଷଭ ପନ୍ତ ୭ମ ସ୍ଥାନରେ…

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ସାଉଥାମ୍ପଟନ: ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଫାଇନାଲ ପାଇଁ ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ୧୫ ଜଣିଆ ଦଳର ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଜୁନ ୧୮ରୁ ସାଉଥାମ୍ପଟନରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ୱିଲିୟମସନ ଏବଂ ବିଜେ ୱାଟଲିଂଙ୍କୁ ବିଶ୍ରାମ…

ଡବ୍ଲ୍ୟୁଟିସି ଫାଇନାଲକୁ ଓହ୍ଲାଇବା ମାତ୍ରେ ଟିମ୍ ଇଣ୍ଡିଆ ରଚିବ ଆଉ ଏକ କୀର୍ତିମାନ

ନୂଆଦିଲ୍ଲୀ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବା ମାତ୍ରେ ନୂତନ କୀର୍ତିମାନ ରଚିବ । ଆଇସିସି ଟୁର୍ଣ୍ଣାମେଂଟରେ ସର୍ବାଧିକ ଥର ଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ…

ଟେଷ୍ଟରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବାରେ ଆଣ୍ଡରସନଙ୍କ ବିଶ୍ୱରେକର୍ଡ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବା ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଆଣ୍ଡରସନ ୧୦୫ ଥର ବ୍ୟାଟ୍ସମ୍ୟାନଙ୍କ ଶୂନରେ ଆଉଟ କରି ଅଷ୍ଟ୍ରେଲିଆର ଗ୍ଲେନ…

୨୨ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଏଜବେଷ୍ଟନ: ଇଂଲଣ୍ଡକୁ ବିପକ୍ଷରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୧-୦ରେ ସିରିଜ ବିଜୟୀ ହାସଲ କରିଛି । ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ କିୱି ଦଳ ଏହି ସଫଳତା ହାସଲ କରିଛନ୍ତି । ୧୯୯୯ରେ ଦଳ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ୨-୧ରେ ସିରିଜ ଜିତିଥିଲା । ତେବେ ନ୍ୟୁଜିଲାଣ୍ଡ ଏହି ସଫଳତା ଟିମ୍…