Latest Odisha News

BREAKING NEWS

Browsing Category

କ୍ରିକେଟ

ଡବ୍ୟୁଟିସି ଫାଇନାଲ : ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥାମ୍ପଟନ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ଲାଇନ ଅପରେ ବିଶେଷ ପରିବର୍ତନ ଥିବା ବେଳେ ବୋଲିଂ କମ୍ପିନେଶନ ନେଇ ସସପେନ୍ସ ରହିଛି । ହନୁମା ବିହାରୀ ଚୂଡାନ୍ତ ଏକାଦଶରେ ସାମିଲ ହେଲେ ରିଷଭ ପନ୍ତ ୭ମ ସ୍ଥାନରେ…

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ସାଉଥାମ୍ପଟନ: ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ଫାଇନାଲ ପାଇଁ ମଙ୍ଗଳବାର ନ୍ୟୁଜିଲାଣ୍ଡ କ୍ରିକେଟ ୧୫ ଜଣିଆ ଦଳର ଘୋଷଣା କରିଛି । କେନ ୱିଲିୟମସନ ଦଳର ନେତୃତ୍ୱ ନେବେ । ଜୁନ ୧୮ରୁ ସାଉଥାମ୍ପଟନରେ ଏହି ଫାଇନାଲ ମ୍ୟାଚ ଖେଳାଯିବ । ୱିଲିୟମସନ ଏବଂ ବିଜେ ୱାଟଲିଂଙ୍କୁ ବିଶ୍ରାମ…

ଡବ୍ଲ୍ୟୁଟିସି ଫାଇନାଲକୁ ଓହ୍ଲାଇବା ମାତ୍ରେ ଟିମ୍ ଇଣ୍ଡିଆ ରଚିବ ଆଉ ଏକ କୀର୍ତିମାନ

ନୂଆଦିଲ୍ଲୀ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବା ମାତ୍ରେ ନୂତନ କୀର୍ତିମାନ ରଚିବ । ଆଇସିସି ଟୁର୍ଣ୍ଣାମେଂଟରେ ସର୍ବାଧିକ ଥର ଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ…

ଟେଷ୍ଟରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବାରେ ଆଣ୍ଡରସନଙ୍କ ବିଶ୍ୱରେକର୍ଡ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଥର ବ୍ୟାଟ୍ସମ୍ୟାନଙ୍କୁ ଶୂନରେ ଆଉଟ କରିବା ବିଶ୍ୱରେକର୍ଡ ନିଜ ନାମରେ କରିଛନ୍ତି । ଆଣ୍ଡରସନ ୧୦୫ ଥର ବ୍ୟାଟ୍ସମ୍ୟାନଙ୍କ ଶୂନରେ ଆଉଟ କରି ଅଷ୍ଟ୍ରେଲିଆର ଗ୍ଲେନ…

୨୨ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଏଜବେଷ୍ଟନ: ଇଂଲଣ୍ଡକୁ ବିପକ୍ଷରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୧-୦ରେ ସିରିଜ ବିଜୟୀ ହାସଲ କରିଛି । ୨୨ ବର୍ଷ ପରେ ଇଂଲଣ୍ଡ ମାଟିରେ କିୱି ଦଳ ଏହି ସଫଳତା ହାସଲ କରିଛନ୍ତି । ୧୯୯୯ରେ ଦଳ ଷ୍ଟିଫେନ ଫ୍ଲେମିଂଙ୍କ ନେତୃତ୍ୱରେ ଦଳ ୨-୧ରେ ସିରିଜ ଜିତିଥିଲା । ତେବେ ନ୍ୟୁଜିଲାଣ୍ଡ ଏହି ସଫଳତା ଟିମ୍…

ଅଶୋଭନୀୟ ବ୍ୟବହାର ପାଇଁ ଦଣ୍ଡିତ ହେଲେ ବ୍ୟାଡ ବୟ ଶାକିବ

ଢ଼ାକା: ପଡିଆରେ ଅଶୋଭନୀୟ ବ୍ୟବହାର ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ବ୍ୟାଡ ବୟ ଶାକିବ ଉଲ ହାସନଙ୍କୁ ଦଣ୍ଡିତ କରିଛି । ରିପୋର୍ଟ ମୁତାବକ ଢ଼ାକା ପ୍ରିମିୟର ଲିଗର ଆଗାମୀ ୪ଟି ମ୍ୟାଚରୁ ତାଙ୍କୁ ବାସନ୍ଦ କରାଯାଇଛି । ମହମ୍ମଡାନ ସ୍ପୋର୍ଟିଂ କ୍ଲବର ଅଧିନାୟକ ଶାକବି ପ୍ରତିଦ୍ୱନ୍ଦ୍ୱୀ ଟିମ୍…

ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ: ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ସାଉଥାମ୍ପଟନ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ମ୍ୟାଚ ଖେଳାଯିବ । କରୋନା କଟକଣାରେ ରହିବା ପରେ ବୁଧବାର ପ୍ରଥମ ଥର ସମ୍ପୂର୍ଣ୍ଣ ଟିମ୍ ୨ ଭାଗ ହୋଇ ଅଭ୍ୟାସ ମ୍ୟାଚ ଖେଳିବା ଆରମ୍ଭ କରିଛନ୍ତି । ୫ ଦିନ ପ୍ରଶିକ୍ଷଣ ପରେ ପଡିଆକୁ ସେମାନେ…

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା, ୬ ନୂଆ ମୁହଁ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଭାରତ ପ୍ରଦାନ କରାଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ୬ ନୂଆ ମୁହଁ ଦେବଦତ ପାଡିକଲ, ରୁତୁରାଜ…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ବି ଟିମ୍ ଶ୍ରୀଲଙ୍କା ଗସ୍ତରେ ଯିବେ । ସୋମବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୧୩ରୁ ୨୫ ଜୁଲାଇ ମଧ୍ୟରେ ୩ଟି ଏକଦିବସୀୟ ମ୍ୟାଚ ଏବଂ ୩ଟି ଟି୨୦ ମୁକାବିଲା ହେବ । ଏହାର ପ୍ରସାର ଦାୟିତ୍ୱ ନେଇଥିବା ସୋନୀ ପକ୍ଷରୁ ଏହି କାର୍ଯ୍ୟସୂଚୀ ଘୋଷଣା…

ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ ପଂହଚିବା ପରେ ୩ ଦିନ କଡା କ୍ୱାରେଂଟାଇନରେ ରହିଥିଲେ । ଏହା ସମାପ୍ତ ହେବା ପରେ ଆଜି ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି । ରବିବାର ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଚେତେଶ୍ୱର ପୂଜାରା ନେଟ୍ସ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ଭାରତ ଏବଂ…