Latest Odisha News

BREAKING NEWS

Browsing Category

କ୍ରିକେଟ

ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ୨ ଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ପ୍ରଥମ ସିଜନର ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଏହାର ମାନେ କୋଲକାତା ଆଗ ବ୍ୟାଟିଂ କରିବ । ଚଳିତ ସିଜନରେ…

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ପଞ୍ଜାବ କିଙ୍ଗସ ଅଧିନାୟକ କେଏଲ ରାହୁଲ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଟିମ୍ ଏହି…

ଆଘାତ ସମସ୍ୟା ଯୋଗୁ ଆଇପିଏଲରୁ ଓହରିଲେ ନଟରାଜନ

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଯୁବ ପେସ ବୋଲର ଆଘାତ ସମସ୍ୟା ଯୋଗୁ ଆଇପିଏଲର ଚଳିତ ସଂସ୍କରଣରୁ ଓହରି ଯାଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ସେ ଆଘାତପ୍ରାପ୍ତ ହୋଇଥିଲେ । ୩୦ ବର୍ଷୀୟ ନଟରାଜନ ସନରାଇଜର୍ସ ପକ୍ଷରୁ ୨ଟି ମ୍ୟାଚ ଖେଳିଛନ୍ତି । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ…

ଟସ୍ ଜିତି ଫିଲ୍ଡିଂ କରିବ ବାଙ୍ଗାଲୋର

ମୁମ୍ବାଇ: ଚଳିତ ଆଇପିଏଲରେ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ ଜିତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ରାଜସ୍ଥାନ ଆଗ ବ୍ୟାଟିଂ କରିବ । ଆଇପିଏଲରେ ଉଭୟ ଦଳ…

ଆଇପିଏଲ:ଜବରଦସ୍ତ ଫର୍ମରେ ଥିବା ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜିର ମୁକାବିଲାରେ ଜବରଦସ୍ତ ଫର୍ମରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ ରୟାଲ୍ସ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର କ୍ରମାଗତ ୩ଟି ବିଜୟ ହାସଲ କରିଛି । ଅପରପକ୍ଷରେ ରାଜସ୍ଥାନ ୩ଟି ଖେଳି ଗୋଟିକରେ ବିଜୟୀ ହୋଇଛି । ଯୁବ…

ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା କୋଲକାତା

ମୁମ୍ବାଇ: ଚଳିତ ଆଇପିଏଲରେ ଆଜି ହେବାକୁ ଥିବା ଦ୍ୱିତୀୟ ମୁକାବିଲାରେ ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଦଳ ସେମାନଙ୍କ ଚୂଡାନ୍ତ ଏକାଦଶରେ କେତେଗୁଡିଏ ପରିବର୍ତନ କରିଛନ୍ତି ।…

ବିଜୟ ସ୍ୱାଦ ଚାଖିଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ଏକ ଲୋ ସ୍କୋରିଂ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୯ ଉଇକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ କ୍ରମାଗତ ୩ଟି ପରାଜୟ ପୋ ହାଇଦ୍ରାବାଦ ବିଜୟ ସ୍ୱାଦ ଚାଖିଛି । ପଞ୍ଜାବ ୧୨୧ ରନର ବିଜୟ ଲକ୍ଷ୍ୟକୁ ୧୮.୪ ଓଭରରେ ଗୋଟିଏ ଉଇକେଟ ହରାଇ…

ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ, ୧୨୦ରେ ଅଲଆଉଟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଟସ୍ ଜିତି ପଞ୍ଜାବ ବ୍ୟାଟିଂ ନିଷ୍ପତି ନେଇଥିଲେ ମଧ୍ୟ ଏହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ଦଳ ହାଇଦ୍ରାବାଦ ବୋଲିଂର ଉଚିତ ମୁକାବିଲା କରି ନ…

ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ

ମୁମ୍ବାଇ: ଚଳିତ ଆଇପିଏଲରେ ସୋମବାର ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଫଳରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବ ।…

ଆଇପିଏଲ: କମାଲ କଲେ ବାଙ୍ଗାଲୋର ବୟ

ଚେନ୍ନାଇ: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଏଠାରେ ରବିବାର ଅନୁଷ୍ଠିତ ମୁକାବିଲାରେ ବାଙ୍ଗାଲୋର ୩୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଗ୍ଲେନ ମ୍ୟାକ୍ସୱେଲ(୭୮) ଓ ଏବି ଡିଭିଲର୍ସ(୭୬…