Latest Odisha News

BREAKING NEWS

Browsing Category

କ୍ରିକେଟ

ଆରମ୍ଭ ହେଲା ଆଇପିଏଲ, ପ୍ରଥମେ ବ୍ୟାଟିଂ କରୁଛି ମୁମ୍ବାଇ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦର୍ଶକଙ୍କ ଅନୁପସ୍ଥିତିରେ ଆରମ୍ଭ ହୋଇଛି ଆଇପିଏଲର ୧୪ତମ ସଂସ୍କରଣ । ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ଖବର ହସ୍ତଗତ ହେଲା ବେଳକୁ ୪ ଓଭରରେ…

ଆଇପିଏଲ: ଚାମ୍ପିୟନ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମୁକାବିଲା

ଚେନ୍ନାଇ: କରୋନା ମହାମାରୀ କାଳରେ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଉଦଘାଟନୀ ମୁକାବିଲାରେ ଭେଟିବ । ସନ୍ଧ୍ୟା ୭ଟା୩୦ରେ ବିନା ଦର୍ଶକରେ ଏହି…

ଭାରତରେ ଟି୨୦ ବିଶ୍ୱକପ ଆୟୋଜନ ନେଇ ଆଶଙ୍କା !

ନୂଆଦିଲ୍ଲୀ: କୋଭିଡ-୧୯ କେସ୍ ଦ୍ରୁତ ବେଗରେ ବଢ଼ିଥିବାରୁ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ ନେଇ ଆଶଙ୍କା ବୃଦ୍ଧି ପାଇଛି । ବୁଧବାର ଆଇସିସି ସିଇଓ ଜେଫ ଆଲାର୍ଡାଇସ ଏ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯଦି ଭାରତରେ ଏହା ଆୟୋଜିତ ହୋଇ ନ ପାରେ ତାହାହେଲେ ଏହାର ବିକଳ୍ପ ବ୍ୟବସ୍ଥା…

ମୁମ୍ବାଇ ଇଣ୍ଡିଆନ୍ସର କିରନ ମୋରେଙ୍କୁ କରୋନା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଟ୍ୟାଲେଂଟ ସ୍କାଉଟ କିରନ ମୋରେ କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏ ନେଇ ସୂଚନା ଦେଇଛି । ଆଇପିଏଲକୁ ଆଉ ହାତ ଗଣତି ଦିନ ରହିଛି । ମୋରେଙ୍କ ନିକଟରେ କୌଣସି ଲକ୍ଷଣ ଦେଖା ଯାଉ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି ବୋଲି…

ୱାଙ୍ଖେଡ ଷ୍ଟାଡିୟମର ୩ ଗ୍ରାଉଣ୍ଡ ଷ୍ଟାଫଙ୍କୁ କରୋନା

ମୁମ୍ବାଇ: ଆଇପିଏଲର ଆଗାମୀ ସଂସ୍କରଣ ପୂର୍ବରୁ ମଙ୍ଗଳବାର ଆଉ ୩ଜଣ ୱାଙ୍ଖେଡ ଷ୍ଟାଡିୟମ ଷ୍ଟାଫ କରୋନା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇ କ୍ରିକେଟ ଆସୋସିଏଶନ ଏହି ୩ଜଣ ଗ୍ରାଉଣ୍ଡ ଷ୍ଟାଫ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି । ଯାହା ଫଳରେ ଚିନ୍ତା ବଢ଼ିଛି । ପୂର୍ବରୁ ଆଉ ୧୦ ଷ୍ଟାଫ ଏହି…

କ୍ରମାଗତ ବିଜୟରେ ବିଶ୍ୱରେକର୍ଡ ସ୍ଥାପନ କଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍‌

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ଦିନିକିଆରେ କ୍ରମାଗତ ୨୧ ବିଜୟ ହାସଲ କରି ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରି ଦଳ ଏହି କୀର୍ତିମାନ ସ୍ଥାପନ କରିଛି । ସବୁଠାରୁ ବଡ କଥା ନିଜ ଦେଶରେ ପୁରୁଷ ଟିମକୁ ପଛରେ ପକାଇ ସେମାନେ…

ଆଇପିଏଲ: ବାଙ୍ଗାଲୋରର ପାଡିକଲଙ୍କୁ କରୋନା

ମୁମ୍ବାଇ: ବିରାଟ କୋହଲି ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଓପନର ଦେବଦତ ପାଡିକଲ କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲ ୧୪ତମ ସଂସ୍କରଣରେ ହାତ ଗଣତି ଦିନ ବାକି ଥିବା ବେଳେ ଜଣଙ୍କ ପରେ ଜଣେ ଖେଳାଳି କରୋନା ପଜିଟିଭ ଜଣାପଡୁଛନ୍ତି । ବିିସିସିଆଇ ଓ ବାଙ୍ଗାଲୋର ଟିମ ପକ୍ଷରୁ…

ଆଇପିଏଲରେ ବୋଲିଂ ରେକର୍ଡ: ଅମିତ ହ୍ୟାଟ୍ରିକ କିଙ୍ଗ, ମାଲିଙ୍ଗା ଶୀର୍ଷରେ

ଭୁବନେଶ୍ୱର: ଆଇପିଏଲ ଆଗାମୀ ସଂସ୍କରଣର ରୋମାଂଚ ଧିରେ ଧିରେ କ୍ରିକେଟପ୍ରେମୀଙ୍କୁ ଆହ୍ଲାଦିତ କଲାଣି । କରୋନା ଭୟ ବ୍ୟତୀତ ସେମାନଙ୍କ ମନରେ ଆଉ କିଛି ଚିନ୍ତା ନାହିଁ । ତେବେ ଆଇପିଏଲ ନିର୍ଦ୍ଧାରିତ ସମୟରେ ହେବ ବୋଲି ବିସିସିଆଇ ଓ ଆୟୋଜକ କମିଟି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇବା ପରେ…

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା, ଅକ୍ଷରଙ୍କୁ କରୋନା

ନୂଆଦିଲ୍ଲୀ:ଆଇପିଏଲ ୨୦୨୧ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ପଜିଟିଭ ଥିବା ଜଣାପଡିଛି । ଆଇପିଏଲ ପ୍ରୋଟୋକଲ ପାଳନ କରାଯାଇ ଅକ୍ଷରଙ୍କୁ ଆଇସୋଲେଟ କରାଯାଇଛି । ସେହିପରି ଚେନ୍ନାଇ ସୁପର କିଙ୍ଗ୍‌ସ କଂଟେଟ ଟିମର ଜଣେ…

ଆଇପିଏଲ ବ୍ୟାଟିଂ ରେକର୍ଡସ: ଶତକବୀରଙ୍କ ମଧ୍ୟରେ କୋହଲି ଏକୁଟିଆ ଭାରତୀୟ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏଥର ସମସ୍ତ ଟିମ୍ ନୂତନ ରଣନୀତି ଓ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବେ । ଆସନ୍ତୁ ଜାଣିବା ଆଇପିଏଲରେ ପ୍ରମୁଖ ବ୍ୟାଟିଂ ରେକର୍ଡସ ସମ୍ପର୍କରେ... ଶତକବୀରଙ୍କ ମଧ୍ୟରେ ଭାରତରୁ କେବଳ କୋହଲି:…