Latest Odisha News

BREAKING NEWS

Browsing Category

କ୍ରିକେଟ

୯ ଏପ୍ରିଲରୁ  IPL ମହାସମର, ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ବାଜିଲା IPL ବିଗୁଲ । ୯ ଏପ୍ରିଲରୁ IPL ମହାସମର । ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ…

ଚେନ୍ନାଇ ସୁପର କିଙ୍ଗସର ନେଟ ବୋଲର ହେବେ ରାଜେଶ

ଭୁବନେଶ୍ୱର: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗରେ ଓଡିଶାର ରାଜେଶ ମହାନ୍ତି ଚେନ୍ନାଇ ସୁପର କିଙ୍ଗସ ନେଟ ବୋଲର ହେବେ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଓସିଏ ଏବଂ ଏମଆରଏଫ ପେସ ଫାଉଣ୍ଡେସନରେ ୨୦ ବର୍ଷୀୟ ଏହି ପେସ ବୋଲର ପ୍ରଶିକ୍ଷଣ ନେଉଛନ୍ତି । ଜୁନିୟର…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୧୦ ରେକର୍ଡ

ମୋଟେରା: ଭାରତ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଏହି ସିରିଜର କେତେକ ରେକର୍ଡ ଉପରେ ଆଖି ପକାଇବା- ୧. ପ୍ରଥମ ମ୍ୟାଚ ହାରିବା ପରେ ଭାରତ ୬ଷ୍ଠ ଥର ପାଇଁ ସିରିଜ ଜିତିଛି ।…

ଆସନ୍ତୁ ଜାଣିବା ଭଜିଙ୍କ ପୂର୍ବରୁ କେଉଁ କ୍ରିକେଟର ବଲିଉଡର ଭାଗ୍ୟ ପରୀକ୍ଷା କରିଛନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ଫିଲ୍ମ ଫ୍ରେଣ୍ଡଶିପର ଟ୍ରେଲର ରିଲିଜ ହୋଇଯାଇଛି । କ୍ରିକେଟରେ ଷ୍ଟାର ଖେଳାଳି ଭଜି ଫିଲ୍ମ ଦୁନିଆରେ ସଫଳ ହେଉଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ । ଆସନ୍ତୁ ଜାଣିବା ଅନ୍ୟ କେଉଁ କ୍ରିକେଟର ଫିଲ୍ମରେ ଭାଗ୍ୟ…

ମୋଟେରାରେ ଚାଲିଲା ପନ୍ତଗିରି, ଟିମ୍ ଇଣ୍ଡିଆ ୮୯ ରନରେ ଅଗ୍ରଣୀ

ମୋଟେରା: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟର ୨ୟ ଦିବସରେ ଋଷଭ ପନ୍ତଙ୍କ ପନ୍ତଗିରି ଦେଖିବାକୁ ମିଳିଥିଲା । ତାଙ୍କର ଲଢ଼ୁଆ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଉଇକେଟ ହରାଇ ୨୯୪ ରନ ସଂଗ୍ରହ କରିନେଇଛି । ୱାଶିଂଟନ ସୁନ୍ଦର ମଧ୍ୟ…

ଧୋନୀଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ କୋହଲି

ମୋଟେରା: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୪ ଉଇକେଟ ବିନିମୟରେ ୮୪ ରନ ସଂଗ୍ରହ କରିଛି । ଅଧିନାୟକ ବିରାଟ କୋହଲି ଶୂନରେ ଆଉଟ ହୋଇଛନ୍ତି । ଏଥିସହ ସେ ଏକ…

ବିବାହ କରିବେ ବୁମରାହ-ଅନୁପମା !

ଚେନ୍ନାଇ: ଏବେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି । ବୁମରାହ ଦକ୍ଷିଣ ଭାରତର ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ତେବେ ଏହା ସତ୍ୟ କି ଗୁଜବ ତାହା ପ୍ରମାଣିତ…

ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୨୪/୧

ମୋଟେରା: ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୨୪ ରନ କରି ଇଂଲଣ୍ଡ ସ୍କୋରଠାରୁ ୧୮୧ ରନ ପଛରେ ରହିଛି । ରୋହିତ ଶର୍ମା ୮ ଓ…

ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ଗୁଜରାଟର ସୁରଟଠାରେ ଆୟୋଜିତ ହେବାକୁ ଥିବା ସିନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଗୁରୁବାର ଓଡିଶା ଦଳ ଘୋଷଣା କରାଯାଇଛି । ମାର୍ଚ୍ଚ ୧୧ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ । ଓଡିଶା ଦଳର ନେତୃତ୍ୱ ମଧୂସ୍ମିତା ବେହେରା ନେବେ । ମାର୍ଚ୍ଚ ୧୨ରେ ଝାଡଖଣ୍ଡ, ୧୪ରେ…

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାଙ୍ଗିପାରେ ଅନେକ ରେକର୍ଡ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମୋଟେରାରେ ଖେଳାଯିବ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ସେଗୁଡିକ ହେଲା ୧.କୋହଲି ଭାଙ୍ଗିବେ ପଂଟିଙ୍କ ରେକର୍ଡ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କ ଅଧିନାୟକ ଭାବେ ୪୧ ଶତକ…