Latest Odisha News

BREAKING NEWS

Browsing Category

କ୍ରିକେଟ

ଧୋନୀଙ୍କ ଅଲୋଡା ରେକର୍ଡ ସହ ସମକକ୍ଷ ହେଲେ କୋହଲି

ମୋଟେରା: ଚଳିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୪ ଉଇକେଟ ବିନିମୟରେ ୮୪ ରନ ସଂଗ୍ରହ କରିଛି । ଅଧିନାୟକ ବିରାଟ କୋହଲି ଶୂନରେ ଆଉଟ ହୋଇଛନ୍ତି । ଏଥିସହ ସେ ଏକ…

ବିବାହ କରିବେ ବୁମରାହ-ଅନୁପମା !

ଚେନ୍ନାଇ: ଏବେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ବିବାହ ନେଇ ଚର୍ଚ୍ଚା ଜୋର ଧରିଛି । ବୁମରାହ ଦକ୍ଷିଣ ଭାରତର ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ତେବେ ଏହା ସତ୍ୟ କି ଗୁଜବ ତାହା ପ୍ରମାଣିତ…

ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ୨୪/୧

ମୋଟେରା: ଏଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ଇଂଲଣ୍ଡ ପ୍ରଥମ ଇନିଂସ ସ୍କୋର ୨୦୫ ରନ ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ୨୪ ରନ କରି ଇଂଲଣ୍ଡ ସ୍କୋରଠାରୁ ୧୮୧ ରନ ପଛରେ ରହିଛି । ରୋହିତ ଶର୍ମା ୮ ଓ…

ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ଗୁଜରାଟର ସୁରଟଠାରେ ଆୟୋଜିତ ହେବାକୁ ଥିବା ସିନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଗୁରୁବାର ଓଡିଶା ଦଳ ଘୋଷଣା କରାଯାଇଛି । ମାର୍ଚ୍ଚ ୧୧ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ । ଓଡିଶା ଦଳର ନେତୃତ୍ୱ ମଧୂସ୍ମିତା ବେହେରା ନେବେ । ମାର୍ଚ୍ଚ ୧୨ରେ ଝାଡଖଣ୍ଡ, ୧୪ରେ…

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାଙ୍ଗିପାରେ ଅନେକ ରେକର୍ଡ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମୋଟେରାରେ ଖେଳାଯିବ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ସେଗୁଡିକ ହେଲା ୧.କୋହଲି ଭାଙ୍ଗିବେ ପଂଟିଙ୍କ ରେକର୍ଡ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କ ଅଧିନାୟକ ଭାବେ ୪୧ ଶତକ…

ୱିଜଡେନ ବାଛିଲା ଶ୍ରେଷ୍ଠ ଟି୨୦ ଏକାଦଶ, ଧୋନୀ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡେନ ମଙ୍ଗଳବାର ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଭାରତକୁ ୨ଥର ବିଶ୍ୱକପ ଜିତାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ମଧ୍ୟ ଚୂଡାନ୍ତ…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତ, ପନ୍ତ, ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇପାରେ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲ ପରଠାରୁ ପନ୍ତ ଓ ସୁନ୍ଦର ନିୟମିତ କ୍ରିକେଟ ଖେଳି ଆସୁଛନ୍ତି । ରୋହିତ ଅବଶ୍ୟ ଆଇପିଏଲ…

ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ସେ  ୮ମ ସ୍ଥାନ ହାସଲ କରିଛନ୍ତି । ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ଚେତେଶ୍ୱର ପୂଜାରା ୨ଟି ସ୍ଥାନ ଖସି ୧୦ମରେ…

ଦର୍ଶକଙ୍କ ବିନା ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପୁଣେରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଏପରି କି ଯଦି ଆବଶ୍ୟକ ପଢ଼େ ଆୟୋଜନ ସ୍ଥଳ ମଧ୍ୟ ବଦଳାଯାଇ ପାରେ । ମାର୍ଚ୍ଚ ୨୩, ୨୬…

ୱେଷ୍ଟଇଣ୍ଡିଜ ଦଳକୁ ଫେରିଲେ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ

ସେଂଟଜୋନ୍ସ: ୨ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳକୁ ଫେରିଛନ୍ତି ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ । ଘୋଷିତ ଦଳର ନେତୃତ୍ୱ କିରନ ପୋଲାର୍ଡ ନେବେ । ପେସ ବୋଲର ଫିଡେଲ ଏଡୱାର୍ଡସ ୯ ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି । ଆଂଟିଗୁଆରେ ନୂତନ ଭାବେ ନିର୍ମିତ…