Latest Odisha News

BREAKING NEWS

Browsing Category

କ୍ରିକେଟ

ରୋହିତଙ୍କୁ ନ ଖେଳାଇବା ଟିମ୍ ଇଣ୍ଡିଆକୁ ମହଙ୍ଗା ପଡ଼ିଲା, ଏସବୁ କାରଣରୁ ହାରିଲା ପ୍ରଥମ ଟି-ଟ୍ୱେଣ୍ଟି

ଅହମ୍ମଦାବାଦ: ପ୍ରଥମ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ଚାରିଆଡୁ ଏବେ ସମାଲୋଚନାର ଶିକାର ହେବାକୁ ପଡୁଛି । ଟେଷ୍ଟ ସିରିଜ ଜିତିବା ପରେ କୋହଲି ବାହିନୀ ଟି-ଟ୍ୱେଣ୍ଟିରେ ଏମିତି ଖେଳିବ କେହି କେବେ ଭାବି ନଥିଲେ ।…

ପ୍ରଥମେ ବ୍ୟାଟିଂ କରି ଅସୁବିଧାରେ ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଜବାବରେ ଟିମ୍ ଇଣ୍ଡିଆ ବ୍ୟାଟିଂ ଆରମ୍ଭ କରି ଅସୁବିଧାରେ ପଡିଛି । ଖବର ହସ୍ତଗତ ହେଲା ବେଳକୁ ଭାରତ ୬ ଓଭରରେ ୨୨ ରନରେ ୩ଟି…

୧୦ ହଜାର ରନ୍ କ୍ଲବରେ ମିତାଲି ରାଜ, ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବରେ ରେକର୍ଡ

ନୂଆଦିଲ୍ଲୀ: ସିନିୟର ମହିଳା କ୍ରିକେଟର ମିତାଲି ରାଜଙ୍କୁ ଆଉ ଏକ ସଫଳତା । ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି । କ୍ରିକେଟର ସବୁ ଫର୍ମାଟରେ ୧୦ହଜାର ରନ୍ ସଂଗ୍ରହ କରିବାରେ ମିତାଲି ହୋଇଛନ୍ତି ଦେଶର ପ୍ରଥମ ମହିଳା କ୍ରିକେଟର । ସେହିପରି ବିଶ୍ୱରେ ଦ୍ୱିତୀୟ…

ବିଜୟ ହଜାରେ ଟ୍ରଫି: ମୁମ୍ବାଇ-ୟୁପି ଟାଇଟଲ ମୁକାବିଲା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ରିକେଟ ଫାଇନାଲରେ ପ୍ରବେଶ କରିଛନ୍ତି ମୁମ୍ବାଇ ଓ ଉତରପ୍ରଦେଶ । ୧୪ରେ ଦିଲ୍ଲୀରେ ଉଭୟ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ । ପ୍ରଥମ ସେମିଫାଇନାଲରେ ଉଭରପ୍ରଦେଶ ୫ ଉଇକେଟରେ ଗୁଜରାଟକୁ ପରାସ୍ତ କରିଥିଲା । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୮୪…

ବିଜୟ ହଜାରେ ଟ୍ରଫିରେ ଆଉ ଏକ ରେକର୍ଡ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ପୃଥ୍ୱୀ ଶ’ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛନ୍ତି । ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ ଗୋଟିଏ ସିଜନରେ ସର୍ବାଧିକ ରନ ସଂଗ୍ରହ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୧୭-୧୮ରେ ମୟଙ୍କ ଅଗ୍ରୱାଲ ୭୨୩ ରନ କରିଥିବା ବେଳେ ପୃଥ୍ୱୀ…

କାଲିଠୁ ଭାରତ-ଇଂଲଣ୍ଡ T-20 ସିରିଜ, କାହାର ପଲ୍ଲା କେତେ ଭାରି ?

ଅହମ୍ମଦାବାଦ: ଟେଷ୍ଟ ପରେ କାଲିଠୁ ମିଶନ ଟି-ଟ୍ୱେଣ୍ଟି । ଭାରତ-ଇଂଲଣ୍ଡ ଲଢ଼େଇ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାଞ୍ଚ ଟିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଇୟନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଟେଷ୍ଟ ପରାଜୟର ବଦଲା ନେବା ଲକ୍ଷ୍ୟରେ ଖେଳିବ । ସେପଟେ ୩-୧ରେ ଟେଷ୍ଟ…

ଫିଟନେସ ଟେଷ୍ଟରେ ବିଫଳ ହେଲେ ବରୁଣ, ଟି୨୦ରୁ ବାଦ୍ ପଡିବେ !

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ବରୁଣ ଚକ୍ରବର୍ତି ବିସିସିଆଇ ପକ୍ଷରୁ କରାଯାଇଥିବା ଫିଟନେସ ଟେଷ୍ଟରେ ପୁନର୍ବାର ବିଫଳ ହୋଇଛନ୍ତି । ଫଳରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ବରୁଣ ନିର୍ଦ୍ଧାରିତ ସମୟରେ ୨କିମି ଦୌଡ ପୂରଣ…

ଚୂଡାନ୍ତ ହେଲା କେଉଁଠାରେ ଖେଳାଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପୂର୍ବରୁ ଏହା ଲର୍ଡସରେ ଖେଳାଯିବ ବୋଲି ସ୍ଥିର ହୋଇଥିବା ବେଳେ ଆଇସିସି ଭେନ୍ୟୁ ପରିବର୍ତନ କରିଛି । ଏବେ ଏହା ସାଉଥାମ୍ପଟନର ହ୍ୟାମ୍ପଶାୟର ବାଓଲରେ ଖେଳାଯିବ । ଆଇସିସି ଏବଂ ଇସିବି ଫାଇନାଲ…

କୋହଲି, ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପୃଥ୍ୱୀ ଶ’

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ମୁମ୍ବାଇ ଅଧିନାୟକ ପୃଥ୍ୱୀ ଶ’ଙ୍କ ବିସ୍ଫୋରକ ବ୍ୟାଟିଂ ଚାରିଆଡେ ଝଡ ସୃଷ୍ଟି କରିଛି । ରନ ଚେଜ୍ କରିବାରେ ସେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିଛନ୍ତି । ତାଙ୍କର ୧୮୫ ରନର ଇନିଂସ ବଳରେ ମୁମ୍ବାଇ ୯ ଉଇକେଟରେ ସୌରାଷ୍ଟ୍ରକୁ ହରାଇ…

ସ୍ମୃତିଙ୍କ ବିଶ୍ୱରେକର୍ଡ, ପୁରୁଷ କ୍ରିକେଟରଙ୍କୁ ମଧ୍ୟ ପଛରେ ପକାଇଲେ

ଲକ୍ଷ୍ନୌ:ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ସ୍ମୃତି ମାନ୍ଧନା ମଙ୍ଗଳବାର କ୍ରମାଗତ ଅର୍ଦ୍ଧଶତକ ହାସଲରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେସେ ୮୦ ରନର ଅପରାଜିତ ଇନିଂସ ଖେଳିବା ପରେ ନିଜ ନାମ ରେକର୍ଡ ବୁକରେ ଲିପିବଦ୍ଧ କରିଥିଲେ ।…