Latest Odisha News

BREAKING NEWS

Browsing Category

କ୍ରିକେଟ

ବିଜୟ ହଜାରେ ଟ୍ରଫି: ଉଥପ୍ପା ୧୦୭, କେରଳଠାରୁ ୩୪ ରନରେ ହାରିଲା ଓଡିଶା

ଭୁବନେଶ୍ୱର: ବେଙ୍ଗାଲୁରର ଆଲୁର ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ତାର ଅଭିଯାନ ପରାଜୟରୁ ଆରମ୍ଭ କରିଛି । ଓଡିଶା ୩୪ ରନରେ କେରଳଠାରୁ ହାରିଯାଇଛି । ବର୍ଷା ଯୋଗୁ ମ୍ୟାଚକୁ ୪୫ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା…

ଈଶାନଙ୍କ ବିସ୍ଫୋରକ ଶତକ ବଳରେ ଝାଡଖଣ୍ଡ ଘରୋଇ ଦିନିକିଆରେ ହାସଲ କଲା ସର୍ବ ବୃହତ ବିଜୟ

ଇନ୍ଦୋର: ବିଜୟ ହଜାରେ ଟ୍ରଫିରେ ଝାଡଖଣ୍ଡ ୩୨୪ ରନରେ ମଧ୍ୟପ୍ରଦେଶକୁ ହରାଇ ନୂତନ କୀର୍ତିମାନ ସ୍ଥାପନ କରିଛି । ଭାରତୀୟ ଘରୋଇ ଦିନିକିଆ ପ୍ରତିଯୋଗିତାରେ ଗୋଟିଏ ଟିମର ଏହା ସର୍ବ ବୃହତ ବିଜୟ । ସେହିପରି ଲିଷ୍ଟ ଏ କ୍ରିକେଟରେ ଏହା ଦ୍ୱିତୀୟ ସ୍ଥାନ ହାସଲ କରିଛି । ଇଂଲଣ୍ଡ କାଂଉଟି ଟିମ୍ ସମରସେଟ…

ଭାରତୀୟ ହକି ଟିମର ୟୁରୋପ ଗସ୍ତ ୨୧ରେ

ନୂଆଦିଲ୍ଲୀ:କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ଭାରତୀୟ ହକି ଟିମ୍ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିଲା । ଏବେ ପୁନର୍ବାର ଟିମ୍ ଇଣ୍ଡିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ସଜବାଜ ହେବା ଆରମ୍ଭ କରିଛି । ଫେବୃୟାରୀ ୨୧ରେ ଭାରତୀୟ ଦଳ ୟୁରୋପ ଗସ୍ତରେ ଯିବ । ୧୭ ଦିନିଆ ଏହି ଗସ୍ତରେ ୨୨ଜଣିଆ ଦଳ…

ଆଇପିଏଲ ନିଲାମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଲେ ଏହି ଦୁଇ କଳାକାରଙ୍କ ପିଲାମାନେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି । ଗୁରୁବାର ଖେଳାଳିମାନଙ୍କ କିଣାବିକାରେ ସମସ୍ତେ ବ୍ୟସ୍ତ ଥିଲା ବେଳେ ଚର୍ଚ୍ଚାରେ ରହିଥିଲେ ଦୁଇ କଳାକାରଙ୍କ ପିଲାମାନେ । ସେମାନେ ହେଲେ କୋଲକାତା ନାଇଟ ରାଇଡର୍ସର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଏବଂ ଜୁହି ଚାୱାଲାଙ୍କ…

ଆଇପିଏଲ ଟାଇଟଲ ସ୍ପନଶର ଭାବେ ଭିଭୋର ପ୍ରତ୍ୟାବର୍ତନ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଟାଇଟଲ ସ୍ପନଶର ଭାବେ ମୋବାଇଲ ପ୍ରସ୍ତୁତକାରୀ ଭିଭୋ କମ୍ପାନୀର ପ୍ରତ୍ୟାବର୍ତନ ହୋଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏ ନେଇ ସ୍ପଷ୍ଟ କରିଛନ୍ତି । ଡ୍ରିମ ଇଲେଭନ ସ୍ଥାନରେ ଭିଭୋ ୨୦୨୧ର ଟାଇଟଲ ସ୍ପନଶର ହେବ । ଭାରତ-ଚୀନ ବିବାଦ ଯୋଗୁ ଗତବର୍ଷ ଭିଭୋର…

ଆଇପିଏଲ ଖେଳାଳି ନିଲାମ ଆଜି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ଖେଳାଳି ନିଲାମ ଅପରାହ୍ନ ୩ଟାରୁ ଆରମ୍ଭ ହେବ । ୬୧ ଖେଳାଳିଙ୍କ ସ୍ଲଟ ଖାଲିଥିବା ବେଳେ ୨୯୨ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଆଶା କରାଯାଉଛି ୪୦-୪୫ ଖେଳାଳି ବିକ୍ରି ହୋଇପାରନ୍ତି । ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଓ ନ୍ୟୁଜିଲାଣ୍ଡର…

ଶେଷ ୨ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଦଳ ଘୋଷଣା କରିଛି । ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହେଲେ ଦଳ ସହିତ ଯୋଗ ଦେବେ । ଶାହାବାଜ ନଦୀମ ଦଳରୁ ରିଲିଜ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ ସମାନ…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡୁ ପ୍ଲେସିସ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ଫାପ୍ ଡୁ ପ୍ଲେସିସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ତୃତୀୟ ସଫଳ ଅଧିନାୟକ ଓ ୧୦ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡୁ ପ୍ଳେସି ୨୦୧୨ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ…

ଦିବାରାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ

ଚେପକ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ପାଇଁ ଭ୍ରମଣକାରୀ ଦଳ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଏହି ଦିବାରାତ୍ର ଟେଷ୍ଟ ଅହମ୍ମଦାବାଦରେ ଫେବୃୟାରୀ ୨୪ରେ ଖେଳାଯିବ । ଦଳରେ ଜନି ବେୟାରଷ୍ଟା ଓ ମାର୍କ ଉଡଙ୍କୁ ସାମିଲ କରାଯାଇଛି । ମୋଇନ ଅଲୀ ଦଳରୁ ବାଦ୍ ପଡିଛନ୍ତି । ୪ ମ୍ୟାଚ…

ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ରନର୍ସଅପ୍‌

ଭୁବନେଶ୍ୱର: ବାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ଫାଇନାଲରେ ଆନ୍ଧ୍ରପ୍ରଦେଶ ନିକଟରୁ ୮୦ ରନରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ରପ୍ରଦେଶ ୨୦ ଓଭରରେ ୩ ଉଇକେଟ ହରାଇ ୨୪୬ ରନ କରିଥିଲା । ଡି.ଭେଙ୍କେଟଶ୍ୱର…