Latest Odisha News

BREAKING NEWS

Browsing Category

କ୍ରିକେଟ

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

ସିଡନୀରୁ ମେଲବୋର୍ଣ୍ଣ ଗଲେ ରୋହିତ

ସିଡନୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସୋମବାର ସିଡନୀରୁ ମେଲବୋର୍ଣ୍ଣ ଅଭିମୁଖେ ଗସ୍ତ କରିଛନ୍ତି । ସେ ବୁଧବାର ଟିମ୍ ସହିତ ଯୋଗ ଦେବେ । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ରହିଛି । ତୃତୀୟ ଟେଷ୍ଟରେ…

କିଙ୍ଗ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟ ଖେଳାଳି ସମ୍ମାନ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାରଙ୍କ ନାମ ଘୋଷଣା କରିଛି । ଟିମ୍ ଇଣ୍ଡିଆର ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେହିପରି ଦିନିକିଆରେ ମଧ୍ୟ ସେ ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । କୋହଲି ଏହି ଦଶ ବର୍ଷ ମଧ୍ୟରେ…

କ୍ରିକେଟର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କଲା ଆଇସିସି: ଦିନିକିଆ, ଟି୨୦ରେ ଧୋନୀ ଟେଷ୍ଟରେ କୋହଲି ଅଧିନାୟକ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ରବିବାର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କରିଛି । ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଏବଂ ଟି୨୦ ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ ବିରାଟ କୋହଲିଙ୍କୁ ଟେଷ୍ଟ ଦାୟିତ୍ୱ ମିଳିଛି । ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମ୍‌: ଆଲିଷ୍ଟର…

କିଏ ପାଇଛି ଅଧିକ ପାଉଣା, ବିରାଟ ନା ବୁମ୍‌ରାହ ?

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଦୃତ ବୋଲର୍ ଜଶପ୍ରୀତ୍ ବୁମ୍‌ରାହ । ଅନ୍ୟପଟେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି । ଦୁହେଁ ନିଜନିଜ ସ୍ଥାନରେ ଶ୍ରେଷ୍ଠ । ହେଲେ ମ୍ୟାଚ୍ ଫି ମାମଲାରେ ବିରାଟଙ୍କୁ ପଛରେ ପକାଇଛନ୍ତି ବୁମ୍‌ରାହ । ଚଳିତବର୍ଷ ଭାରତୀୟ କ୍ରିକେଟର୍ ଭାବେ ବୁମ୍‌ରାହ…

ରାହାଣେଙ୍କ ପ୍ରଶଂସାରେ ଶତମୁଖ ବିରାଟ କୋହଲି

ଭୁବନେଶ୍ୱର: ପ୍ରଥମଥର ପାଇଁ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ହେଲେ ଘରେ ଥାଇ ସୁଦ୍ଧା ମନ ରହିଛି ଅଷ୍ଟ୍ରେଲିଆ ମାଟିରେ । ବିରାଟଙ୍କ ବଦଳରେ ଭାରତୀୟ କ୍ରିକେଟ ଟିମର ଭାର ସମ୍ଭାଳିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବେଶ ସଫଳତାର ସହ ଭାର ସମ୍ଭାଳି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ…

ଥାର୍ଡ ଅମ୍ପାୟରଙ୍କ ନିଷ୍ପତି ନେଇ ଆଲୋଚନା, ୱାର୍ଣ୍ଣେ କହିଲେ ପେନ୍ ଆଉଟ ଥିଲେ

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଥାର୍ଡ ଅମ୍ପାୟରଙ୍କ ଏକ ନିଷ୍ପତି ବିବାଦୀୟ ହୋଇପଡିଛି । ବକ୍ସିଂ ଡେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହୋଇଯାଇଛି । ମ୍ୟାଚର ୫୫ତମ ଓଭରରେ ଟିମ୍ ପେନ୍ ରନଆଉଟ ହୋଇଥିଲେ । ଏହାର ନିଷ୍ପତି ଥାର୍ଡ…

ଆସନ୍ତୁ ଜାଣିବା ବୀରୁଭାଇଙ୍କ କରନ, ଅର୍ଜୁନ କିଏ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ତାଙ୍କର ପ୍ରିୟ ଖେଳାଳି ବୀରେନ୍ଦ୍ର ସେହ୍ୱଗ ଓ ଶିଖର ଧାୱନଙ୍କୁ ଦୀର୍ଘ ଦିନ ପରେ ଭେଟିଛନ୍ତି । ସୋସିଆଲ ମିଡିଆରେ ସେ ଏହି ଫଟୋ ଶେୟାର କରିବା ସହ ଲେଖିଛନ୍ତି ବୀରୁ ଭାଇଙ୍କ କରନ, ଅର୍ଜୁନ ଆସି ଯାଇଛନ୍ତି । ଚଳିତ ବର୍ଷ ରାଇନା…

ଆଉ ନାହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦ରୁ ଅଧିକ ଶତକ, ୪୦୦୦୦ ରନ କରିଥିବା ବ୍ୟାଟ୍ସମ୍ୟାନ

ଲଣ୍ଡନ:ଇଂଲଣ୍ଡର ଭେଟେରାନ କ୍ରିକେଟର ଜନ ଏଡରିଚ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏଡରିଚ ଇଂଲଣ୍ଡର ଜଣେ ପ୍ରତିଷ୍ଠିତ ଖେଳାଳି ଥିଲେ । ସେ ୭୭ ଟେଷ୍ଟରେ ୪୩ ଆଭରେଜରେ ୫୦୦୦ରୁ ଅଧିକ ରନ କରିଥିଲେ । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ରନର ପାହଡ କରି ଦେଇଛନ୍ତି ।…

୨ ଜଣ ଖେଳାଳିଙ୍କ ପ୍ରତି ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ଅନ୍ୟାୟ କରିଛନ୍ତି : ଗମ୍ଭୀର

ନୂଆଦିଲ୍ଲୀ: ସୁନୀଲ ଗାଭାସ୍କରଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ଭାରତୀୟ କ୍ରିକେଟ ଦଳର ଟିମ୍ ମ୍ୟାନେଜମେଂଟକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୨ଜଣ ଖେଳାଳିଙ୍କ ବିରୋଧରେ ମ୍ୟାନେଜମେଂଟ ଅନ୍ୟାୟ କରୁଛି । ସେମାନେ ହେଲେ ରିଦ୍ଧିମାନ ଶାହ ଓ ଋଷଭ ପନ୍ତ ।…