Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇସିସି ର‌୍ୟାଙ୍କିଙ୍ଗ: ସ୍ମିଥଙ୍କ ନିକଟତର ହେଲେ କୋହଲି

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଅଧିନାୟକ ବିରାଟ କୋହଲିଙ୍କ ଉନ୍ନତି ଘଟିଛି । କୋହଲି ୭୪ ରନର ଇନିଂସ ଖେଳିଥିଲେ । ଫଳରେ ର‌୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ୨…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

ବିଦେଶ ମାଟିରେ ଟିମ୍ ଇଣ୍ଡିଆକୁ ଗୋଡାଉଛି ଆଉ ଏକ ଖରାପ ରେକର୍ଡ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଇତି ମଧ୍ୟରେ ପ୍ରଥମ ଟେଷ୍ଟରେ ସର୍ବନିମ୍ନ ସ୍କୋର କରିବା ସହ ଶୋଚନୀୟ ପରାଜୟବରଣ କରିଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଖରାପ ରେକର୍ଡ ଗୋଡାଉଛି । ବିଦେଶ ମାଟିରେ ଭାରତ ପ୍ରଥମ ଟେଷ୍ଟ ହାରିବା ପରେ…

ଦ୍ୱିତୀୟ ଟେଷ୍ଟରେ ଆଘାତପ୍ରାପ୍ତ ସାମିଙ୍କ ଖେଳିବା ନେଇ ସନ୍ଦେହ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ପେସ୍ ବୋଲର ଆଘାତପ୍ରାପ୍ତ ହୋଇଛନ୍ତି । ସାମି ବ୍ୟାଟିଂ କରୁଥିବା ବେଳେ ପ୍ୟାଟ କମିନ୍ସଙ୍କ ଏକ ବଲ ତାଙ୍କ ହାତରେ ବାଜିଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ସେ ପୁନର୍ବାର ବ୍ୟାଟିଂ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟାଟ…

ଟିମ୍ ଇଣ୍ଡିଆର ଡିସେମ୍ବର ୧୯ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଡିସେମ୍ବର ୧୯ ପୁନର୍ବାର ସ୍ମରଣୀୟ ହୋଇ ରହିଯିବ । ଆଜିର ଦିନରେ ଭାରତ ଗୋଟିଏ ଇନିଂସରେ ସର୍ବନିମ୍ନ ୩୬ ରନ କରି ଅଲୋଡା ରେକର୍ଡ କରିଛି । ଏଥିସହ ଦଳ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଛି । ପୂର୍ବରୁ ଏହି ଦିନରେ ଟିମ୍ ଇଣ୍ଡିଆ ଗୋଟିଏ…

ଦିବାରାତ୍ର ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ଆଡିଲେଡ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ୮ ଉଇକେଟରେ ଶୋଚନୀୟ ପରାଜୟବରଣ କରିଛି । ଏଥିସହ ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଘରୋଇ ଦଳ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଦତ ୯୦ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨ ଉଇକେଟରେ ହାସଲ କରି…

ଦିବାରାତ୍ର ଟେଷ୍ଟ: ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ଆଡିଲେଡ: ଆଡିଲେଡ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିପକ୍ଷ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ ଭାରତ ଓଭରାଲ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ଶୁକ୍ରବାର ପ୍ରଥମ ଦିବସର ଅସମାପ୍ତ ଇନିଂସ ୨୩୩/୬ରୁ ବ୍ୟାଟିଂ ଆରମ୍ଭ…

ଦିବାରାତ୍ର ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୩୩/୬

ଆଡିଲେଡ: ଆଡିଲେଡ ଓଭାଲରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଦିବାରାତ୍ର ମୁକାବିଲାରେ ଟିମ୍‌ଇଣ୍ଡିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ବିନିମୟରେ ୨୩୩ ରନ ସଂଗ୍ରହ କରିଛି । ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ…

୨୮ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନ ପେସର ଅମୀର

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରି ଗୁରୁବାର ଯୁବ ପେସ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୮ ବର୍ଷୀୟ ଅମୀର ପାକିସ୍ତାନକୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।…

ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ କୋହଲିଙ୍କୁ ପଛରେ ପକାଇବେ ସ୍ମିଥ : ଲକ୍ଷ୍ମଣ

ନୂଆଦିଲ୍ଲୀ:ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ ଭାରତର ବିରାଟ କୋହଲି, ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଗରେ ଅଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ ମତରେ ସ୍ମିଥ ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନଙ୍କଠାରୁ…