Latest Odisha News

BREAKING NEWS

Browsing Category

କ୍ରିକେଟ

ରଣଜୀ ଟ୍ରଫି: ନୈରାଶ୍ୟଜନକ ପ୍ରଦର୍ଶନ ପରେ ବଦଳିଲା ଓଡିଶା ଟିମ

କଟକ: କ୍ରମାଗତ ୨ଟି ରଣଜୀ ମ୍ୟାଚରେ ଓଡିଶା କ୍ରିକେଟ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ଚୟନ କମିଟି ଦଳରେ କେତେକ ପରିବର୍ତନ କରିଛନ୍ତି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ ପାଇଁ ଏହି ପରିବର୍ତନ କରାଯାଇଛି । ଘୋଷିତ ୧୭ଜଣିଆ ଦଳରୁ ଅଭିଜ୍ଞ ବିପ୍ଲବ ସାମନ୍ତରାୟ ବାଦ ପଡଥିବା…

ରୋମାଂଚ ବଢ଼ାଇଲା ଦ୍ୱିତୀୟ ଟେଷ୍ଟ: ବିଜୟ ପାଇଁ ଭାରତକୁ ୧୦୦, ବାଂଲାଦେଶକୁ ଆବଶ୍ୟକ ୬ ୱିକେଟ

ମୀରପୁର: ମୀରପୁରରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ରୋମାଂଚକ ମୋଡରେ ପଂହଚିଛି । ୧୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୪୫ ରନ କରିଛି । ୪ର୍ଥ ଦିବସରେ ବିଜୟ ପାଇଁ ଭାରତକୁ ୧୦୦ରନ ଓ ବାଂଲାଦେଶକୁ ୬ୱିକେଟର ଆବଶ୍ୟକତା ରହିଛି । ଶୁଭମନ…

ରଣଜୀ ଟ୍ରଫି: ଓଡିଶାର ଇନିଂସ ପରାଜୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦଳର ପ୍ରଦର୍ଶନ ସେଭଳି ସନ୍ତୋଷଜନକ ରହୁ ନାହିଁ । ଶୁକ୍ରବାର ଉତରାଖଣ୍ଡ ବିପକ୍ଷରେ ଓଡିଶା ଇନିଂସ ପରାଜୟବରଣ କରିଛି । ଅନ୍ତିମ ଦିବସରେ ଓଡିଶା ୧୬୫ ରନ କରି ଅଲଆଉଟ ହୋଇ…

ବାଂଲାଦେଶ ବିପକ୍ଷରେ ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ମୀରପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୮୭ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୭ ରନ ସଂଗ୍ରହ କରିଛି । ଭାରତର ଦୁଇ ଷ୍ଟାର ଖେଳାଳି ରିଷଭ ପନ୍ତ ଓ ଶ୍ରେୟାଶ ଆୟାର ପ୍ରଥମ…

ଚୟନ କମିଟି ଅଧ୍ୟକ୍ଷ ପାଇଁ ଆବେଦନ କଲେ ସଚିନ, ଧୋନୀ, ସେହ୍ୱାଗ ଓ ହକ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଖରାପ ପ୍ରଦର୍ଶନ ଯୋଗୁ ଚୟନକମିଟି ଚେତନ ଶର୍ମା ଏବଂ ଟିମକୁ ବରଖାସ୍ତ କରିଛି । ଏବେ ବିସିସିଆଇ ଚୟନ କମିଟି ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି । ଇତି ମଧ୍ୟରେ ୬୦୦ ଊର୍ଦ୍ଧ୍ୱ ଆବେଦନ ଏ ନେଇ କରି ସାରିଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ସଚିନ…

ରଣଜୀ ଟ୍ରଫି: ପୁନର୍ବାର ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ୧ ମୁକାବିଲାରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଇନିଂସରେ ୨୬୪ ରନ ପଛରେ ଥିବା ଓଡିଶା ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୪…

ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ସମୟ ମାଗିଲେ ହାର୍ଦ୍ଦିକ, ହଟିବେ କି ରୋହିତ ?

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି୨୦ରୁ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ନେଇ ଆଲୋଚନା ଜୋର ଧରିଛି । ଏଏନଆଇ ରିପୋର୍ଟ ଅନୁସାରେ ରୋହିତ ହଟିବା ଏକପ୍ରକାର ନିଶ୍ଚିତ । ଏପରିକି ତାଙ୍କ ବିକଳ୍ପ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବା ନେଇ ବିସିସିଆଇ ବ୍ୟଗ୍ର ହୋଇ…

ବାଂଲାଦେଶ ୨୨୭ ରନରେ ଅଲଆଉଟ

ଢ଼ାକା: ରବିଚନ୍ଦ୍ରନ ଅଶ୍ୱୀନ ଓ ଉମେଶ ଯାଦବଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୨୨୭ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୧୯ ରନ ସଂଗ୍ରହ କରିନେଇଛି । ଲୋକେଶ…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଉତରାଖଣ୍ଡର ପ୍ରଥମ ଇନିଂସ ଅଗ୍ରଣୀ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଦର୍ଶନ ସେ ଭଳି ସନ୍ତୋଷଜନକ ହୋଇପାରୁ ନାହିଁ । ଏଠାରେ ଚାଲିଥିବା ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ଓଡିଶା ବିପକ୍ଷରେ ଉତରାଖଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୧୩ ରନ ଜବାବରେ ଉତରାଖଣ୍ଡ ଦ୍ୱିତୀୟ ଦିବସ…

ପିସିବି ମୂଖ୍ୟ ପଦରୁ ବିଦା ହେଲେ ରମୀଜ

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ପଦରୁ ରମୀଜ ରାଜାଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ନଜାମ ସେଠୀ ଏହି ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନର ଶୋଚନୀୟ ପରାଜୟ ଯୋଗୁ ଏହି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି । ପାକିସ୍ତାନ…