Latest Odisha News

BREAKING NEWS

Browsing Category

କ୍ରିକେଟ

ତୃତୀୟ ଟି୨୦ ବର୍ଷା ଯୋଗୁ ଟାଏ, ୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନାପିୟର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଯାଇଛି । ଫଳରେ ଭାରତୀୟ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ଆଜି ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭନ…

ବିଜୟ ହଜାରେ ଟ୍ରଫି: ପରାଜୟ ସହ ନୈରାଶ୍ୟଜନକ ଢଙ୍ଗରେ ଓଡିଶା ଶେଷ କଲା ଅଭିଯାନ

ମୁମ୍ବାଇ:ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସୋମବାର ଓଡିଶା ୫ ୱିକେଟରେ ପଞ୍ଜାବ ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢଙ୍ଗରେ ଅଭିଯାନ ଶେଷ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା କାର୍ତିକ ବିଶ୍ୱାଳଙ୍କ ୧୦୭ ଅପରାଜିତ( ୧୧୨ ବଲ,…

ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଲେ ଜଗଦୀଶନ

ମାଡ୍ରାସ: ତାମିଲନାଡୁର ଉଦୀୟମାନ କ୍ରିକେଟର ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର ।…

ବିତାଡିତ ଚୟନ କମିଟି ମୁହଁ ଖୋଲିଲେ, ବିସିସିଆଇ ସବୁ ନିଷ୍ପତିର ଉତରଦାୟୀ !

ମୁମ୍ବାଇ:ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଉପରେ ସବୁ ଦୋଷ ଲଦି ଦେଇଛି । ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସମେତ ସମସ୍ତ ସଦସ୍ୟ ବହିଷ୍କାର କରାଯାଇଛି । ତେବେ ଏହା ମଧ୍ୟରେ ବିତାଡିତ ଚୟନ କମିଟି ସଦସ୍ୟମାନେ ମୁହଁ ଖୋଲିଛନ୍ତି । ସେମାନଙ୍କ କହିବା ଅନୁସାରେ…

ଟି୨୦ କ୍ରିକେଟରେ ୧୦୫ ବଲ ବାକି ଥାଇ ମ୍ୟାଚ ଜିତି ବିଶ୍ୱରେକର୍ଡ କଲା କେନିୟା

ନାଇରୋବି: ଟି୨୦ କ୍ରିକେଟରେ ଆଜି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛି କେନିୟା । ମାଳୀ ବିପକ୍ଷ ମୁକାବିଲାକୁ କେନିୟା ମାତ୍ର ୧୫ ବଲରେ ୧୦ ୱିକେଟରେ ଜିତି ନେଇଥିଲା । ବଲ, ସମୟ ଏବଂ ୱିକେଟରେ ଏହା ସବୁଠାରୁ ବୃହତ ବିଜୟ । ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରିଆ ନାମରେ ଥିଲା । ୧୦୪ ବଲ ବ୍ୟବଧାନରେ…

ଚମକିଲେ ସୂର୍ଯ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଚମକପ୍ରଦ ବିଜୟ

ମାଂଉଟ ମାଙ୍ଗାନୁଇ: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲା । ସୂର୍ଯ୍ୟକୁମାର ୫୧…

ଅଷ୍ଟ୍ରେଲିଆଠାରୁ ପୁଣି ହାରିଲା ଇଂଲଣ୍ଡ

ସିଡନୀ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଆଗୁଆ ରହି ଆଗୁଆ ସିରିଜ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୮ ୱିକେଟ ହରାଇ ୨୮୦ ରନ କରିଥିଲା ।…

ଆନ୍ତର୍ଜାତୀୟ କ୍ରିକେଟରେ ୧୪ ହଜାର ରନ କଲେ ସ୍ମିଥ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ୧୪ ହଜାର ରନ ପୂର୍ଣ୍ଣ କରିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଆରମ୍ଭ ହେଉଛି । ପ୍ରବଳ ବର୍ଷା ଯୋଗୁ ଖେଳାଳିମାନେ ଡ୍ରେସିଂ ରୁମରେ ବସି ସମୟ କାଟୁଥିବା ଦେଖିବାକୁ ମିଳିଛି । ଉଭୟ ଦେଶର କେତେକ…

ବିଜୟ ହଜାରେ ଟ୍ରଫି: ବରୋଦା ନିକଟରୁ ଓଡିଶାର ଶୋଚନୀୟ ପରାଜୟ

ମୁମ୍ବାଇ: ଡିୱାଇ ପାଟିଲ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଗୁରୁବାର ଓଡିଶା ଶୋଚନୀୟ ଭାବେ ବରୋଦା ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ବରୋଦା ୫୦ ଓଭରରେ ୭ ୱିକେଟ ହରାଇ ୨୮୪ ରନ କରିଥିଲା । ପ୍ରତ୍ୟୁଷ କୁମାର ୬୯, ବିଷ୍ଣୁ ସୋଲାଙ୍କି ୬୯ ଓ ଭାନୁ ପାନିଆ ୫୫ ରନର…