Latest Odisha News

BREAKING NEWS

Browsing Category

କ୍ରିକେଟ

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଗତ ଦେଢ ବର୍ଷ ହେଲା…

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ଉଦୟୀମାନ କ୍ରିକେଟର୍ !

ମୁମ୍ବାଇ: ବହୁ ତର୍କବିତର୍କ ପରେ ଶେଷରେ ବାହାର ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ହେଲେ କ୍ରିକେଟ୍‌ର ଏହି ଫଟାଫଟ୍ ଫର୍ମାଟ୍ ଆରମ୍ଭ ହେବା ପୂର୍ବରୁ ଶୁଣିବାକୁ ମିଳିଛି ଦୁଃଖଦ ଖବର । ଆଇପିଏଲ୍‌ରେ ଚୟନ ନହେବାରୁ ମୁମ୍ବାଇର ଜଣେ ଉଦୟୀମାନ କ୍ରିକେଟର୍ ଆତ୍ମହତ୍ୟା…

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ କରୋନା ପଜିଟିଭ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୯ ସେପ୍ଟମ୍ବରରୁ ଆରମ୍ଭ ହେବ । ଏ ନେଇ ଟିମଗୁଡିକ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ବୁଧବାର ରାଜସ୍ଥାନ ରୟାଲ୍ସ ପ୍ରସ୍ତୁତିକୁ ଶକ୍ତ ଧକ୍କା ଲାଗିଛି । ଦଳର ଫିଲ୍ଡିଂ କୋଚ ଦିଶାନ୍ତ ୟାଗନିକ୍ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଫ୍ରାଂଚାଂଇଜ ପକ୍ଷରୁ…

ମାସ୍କ ନ ପିନ୍ଧି ଯୁକ୍ତି କଲେ ଜାଡେଜାଙ୍କ ପତ୍ନୀ ରିବାବା

ରାଜକୋଟ:ଭାରତୀୟ କ୍ରିକେଟ ଦଳର ସଦସ୍ୟ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ମଙ୍ଗଳବାର ମୂର୍ଖାମୀର ପରିଚୟ ଦେଇଛନ୍ତି । ସେ ମାସ୍କ ନ ପିନ୍ଧି କାରରେ ୨/୩ଜଣ ବ୍ୟକ୍ତିଙ୍କ ସହ ଯାଉଥିଲେ । ଏହା ଦେଖି ମହିଳା ହେଡ କନେଷ୍ଟବଳ ସୋନାଲ ଗଣେଶ୍ୱରୀ ତାଙ୍କୁ ରୋକି ଜରିମାନା ଦେବାକୁ କହିଥିଲେ । ରିବାବା…

ଆଇପିଏଲ ଟାଇଟଲ ସ୍ପନଶର ଦୌଡରେ ସାମିଲ ହେଲା ପତଞ୍ଜଳୀ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ ଇଣ୍ଡିଆନ ପ୍ରିମିୟର ଲିଗ୍ ଟାଇଟଲ ସ୍ପନଶର ଦୌଡରେ ସାମିଲ ହୋଇଛନ୍ତି । ଭିଭୋ ହଟିବା ପରେ ଏହି ସ୍ଲଟ ଏବେ ଖାଲି ପଡିଛି । ପତଞ୍ଜଳୀ ଏଥିନେଇ ବିଡ ଦାଖଲ କରିଥିବା ଜଣାପଡିଛି । କମ୍ପାନୀର ମୁଖପାତ୍ର ଏସକେ ତିବରୱାଲ କହିଛନ୍ତି,…

ସରିଲା ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ, ହେଲେ କାହା ସହ ?

ହରିୟାଣା: ଏନଗେଜମେଣ୍ଟ କଲେ କ୍ରିକେଟ୍ ଟିମ୍ ଇଣ୍ଡିଆର ଆଗଧାଡିର ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍ । କରୋନା ସମୟରେ ନିର୍ବନ୍ଧ କରି ସେ ନିଜ ଫ୍ୟାନ ତଥା ସାଥିମାନଙ୍କୁ ଚକିତ କରିଛନ୍ତି । ତେବେ ଅନ୍ୟ କେହି ନୁହେଁ ବରଂ ଜଣେ ଜଣାଶୁଣା ୟୁ-ଟ୍ୟୁବରଙ୍କ ଗୁଗଲିରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି…

ଭାରତରେ ହେବ ୨୦୨୧ ଟି୨୦ ବିଶ୍ୱକପ କ୍ରିକେଟ

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭାରତରେ ୨୦୨୧ ଟି୨୦ ବିଶ୍ୱକପ ଆୟୋଜନ ନେଇ ଘୋଷଣା କରିଛି । ଶୁକ୍ରବାର ଆଇସିସି ଅନଲାଇନ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । କୋଭିଡ-୧୯ ମୁକାବିଲା ସହ କିପରି ଅନ୍ୟ…

୨୦୨୧ ଆରମ୍ଭରେ ହେବ ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ

ମୁମ୍ବାଇ: ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ ଆସନ୍ତା ବର୍ଷକୁ ଘୁଂଚିଛି । ଶୁକ୍ରବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପୂର୍ବରୁ ସେପ୍ଟମ୍ବର-ଅକ୍ଟୋବରରେ ଉଭୟ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ୩ଟି ଟି୨୦ ମ୍ୟାଚ ଖେଳାଯିବାର ଥିଲା…

ଭିଭୋ ଆଇପିଏଲ ଟାଇଟଲ ସ୍ପନଶରରୁ ହଟିଲା, ୨ ଦିନ ମଧ୍ୟରେ ଟେଣ୍ଡର ଡକାଯିବ : ବିସିସିଆଇ

ନୂଆଦିଲ୍ଲୀ: ଚୀନ ମୋବାଇଲ କମ୍ପାନୀ ଭିଭୋ ଆଗାମୀ ଆଇପିଏଲ ସଂସ୍କରଣର ଟାଇଟଲ ସ୍ପନସରଶିପରୁ ହଟିବା କଥା ବିସିସିଆଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି । ପୂର୍ବରୁ ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ…

ଆଇପିଏଲର ଆଗାମୀ ସଂସ୍କରଣରୁ ହଟିଲା ଭିଭୋ

ନୂଆଦିଲ୍ଲୀ:ଚୀନ କମ୍ପାନୀ ଭିଭୋ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣର ସ୍ପନଶର ହେବ ନାହିଁ । ଲଦାଖରେ ଭାରତ-ଚୀନ ସଂଘର୍ଷ ପରେ ଆଇପିଏଲରେ ଭିଭୋର ସାମିଲ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଚାରିଆଡୁ ଚାପ ପଡିବା ପରେ ଶେଷରେ ବିସିସିଆଇ ଭିଭୋକୁ ହଟାଇବାକୁ ପଡିଥିଲା । କିଛି…