Latest Odisha News

BREAKING NEWS

Browsing Category

କ୍ରିକେଟ

ଧୋନୀ @୩୯ : ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: କ୍ୟାପଟେନ କୁଲ ତଥା ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । କ୍ରିକେଟ ଦୁନିଆର ଏହି ବେତାଜ ବାଦଶାହାଙ୍କର ଆଜି ହେଉଛି ୩୯ ତମ ଜନ୍ମ ଦିବସ । ଝାଡଖଣ୍ଡର ପ୍ରଥମ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଯିଏକି ୨୩ ବର୍ଷ ବୟସରେ ଭାରତୀୟ ଦଳରେ ପାଦ ଦେଇଥିଲେ । ଏହି…

ଟି୨୦ ଓ୍ବାର୍ଲ୍ଡକପ୍ ବଦଳରେ ଆଇପିଏଲ ୨୦୨୦ର ଆୟୋଜନ ହେବ: ଅଷ୍ଟ୍ରେଲିଆ ଗଣମାଧ୍ୟମ

ମୁମ୍ବାଇ: ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ବଦଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆୟୋଜିତ ହେବ । ତେବେ ଆଇପିଏଲ କେଉଁଠାରେ ହେବ ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇନି । ଗଣମାଧ୍ୟମର ସୂଚନା ଅନୁସାରେ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କ୍ରିକେଟ…

ଆଇସିସି ସଭାପତି ଦୌଡରେ ଗାଙ୍ଗୁଲି !

ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ ପରେ ଏହି ପଦରେ କିଏ ବସିବ ସେ ନେଇ ଆଲୋଚନା ଜୋର ଧରିଛି । ଭାରତର ସୌରଭ ଗାଙ୍ଗୁଲି ଏହି ଦୌଡରେ ଆଗରେ ରହିଛନ୍ତି । ଇଂଲଣ୍ଡ ବୋର୍ଡର ପୂର୍ବତନ ଅଧ୍ୟକ୍ଷ କଲିନ ଗ୍ରାଭେସ ଓ ଗାଙ୍ଗୁଲି ଉଭୟ ଏବେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି ।…

ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ଆଇସିସି) ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେବା ପରେ ଶଶାଙ୍କ ମନୋହର ବୁଧବାର ଇସ୍ତଫା ଦେଇଛନ୍ତି । ସେ ଏହି ପଦରେ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ବାଜାଙ୍କୁ ନିର୍ବାଚନ୍ ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ…

ୱିଜଡେନ କ୍ରିକେଟ ରେଟିଂ: ୨୧ଶତାବ୍ଦୀର ମୂଲ୍ୟବାନ ଖେଳାଳି ମୁରଲୀଧରନ, ଦ୍ୱିତୀୟରେ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: କ୍ରିକେଟର ସବୁଠାରୁ ଲୋକପ୍ରିୟ ପତ୍ରିକା ୱିଜଡେନ ୨୧ତମଶତାବ୍ଦୀର ମୂଲ୍ୟବାନ ଟେଷ୍ଟ ଖେଳାଳି ଚୟନ କରିଛି । ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଥିବା ବେଳେ ଅଶ୍ଚର୍ଯ୍ୟଜନକ ଭାବେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୱିଜଡେନ…

ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟି ପ୍ୟାନେଲରେ ସ୍ଥାନ ପାଇଲେ ନୀତିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଗୌରବ ଆଣିଛନ୍ତି ନୀତିନ ମୋଇନ । ସେ ତୃତୀୟ ଭାରତୀୟ ଭାବେ ଆଇସିସି ଏଲିଟ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଭାରତର ଶ୍ରୀନିବାସ ଭେଙ୍କଟରାଘବନ ଓ ସୁନ୍ଦରରାମ ରବି ଏହି ପ୍ୟାନେଲରେ ସ୍ଥାନ ପାଇ ସାରିଛନ୍ତି । ପୂର୍ବତନ ଅମ୍ପାୟର ନରେନ୍ଦ୍ର ମୋଇନିଙ୍କ…

ପାକିସ୍ତାନର ଆଉ ୭ କ୍ରିକେଟ ଖେଳାଳି କରୋନା ପଜିଟିଭ

ଲାହୋର: ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ କ୍ରିକେଟ ଟିମର ଆଉ ୭ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ୨୪ ଘଂଟା ମଧ୍ୟରେ ୧୦ ଖେଳାଳି କରୋନା ସଂକ୍ରିମିତ ହେବା ପରେ ଏହି ଗସ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମଙ୍ଗଳବାର ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ଫଖର ଖାଁ, ଇମ୍ରାନ…

ଯୋଗ ଦିବସ, ପିତୃ ଦିବସ ଏକତ୍ର ପାଳନ କଲେ ସଚିନ ପରିବାର

ମୁମ୍ବାଇ: ଯୋଗ ଦିବସ ଓ ପିତୃ ଦିବସ ଗୋଟିଏ ଦିନରେ ପଡିଥିବାରୁ ସଚିନ ତେନ୍ଦୁଲକରଙ୍କ ପରିବାର ନିଆରା ଢ଼ଙ୍ଗରେ ଏହାକୁ ପାଳନ କରିଛନ୍ତି । ମହାନ କ୍ରିକେଟ ଖେଳାଳି ସଚିନ ସଚିନ ପୁଅ ଅର୍ଜୁନ ଓ ଝିଅ ସାରା ସହ ଏକାଠି ପ୍ରାଣାୟମ କରି ଉଭୟ ଦିବସ ନିଷ୍ଠାର ସହ ପାଳନ କରିଥିଲେ । ସଚିନ ଏହି ଫଟୋ ସୋସିଆଲ…

ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର୍ସ ଆସୋସିଏସନ୍ (ଆଇସିଏ) ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା କ୍ରିକେଟର୍ଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇଛି । ଆଇସିଏ ତରଫରୁ ୫୭ଜଣ କ୍ରିକେଟର୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଇସିଏ ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି ପ୍ରଥମେ ୨୫ରୁ…

ବାଂଲାଦେଶ କ୍ରିକେଟର ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ

ଢାକା : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି…