Latest Odisha News

BREAKING NEWS

Browsing Category

କ୍ରିକେଟ

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା

ସିଡନୀ:ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୪୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନାତାଲି ଶିବର(୫୭ରନ)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ…

ଭାରତ ୯୭ ରନରେ ଅଗ୍ରଣୀ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଓଭରାଲ ୯୭ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମ ଇନିଂସରେ ୨୪୨ ରନ କରିଥିଲା । ଜବାବରେ ଘରୋଇ ଦଳ ଟିମ୍ ଇଣ୍ଡିଆ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୩୫ ରନରେ ଅଲଆଉଟ…

ଏସିଆ କପ୍ ଆୟୋଜକ ଦେଶ ନେଇ ଗାଙ୍ଗୁଲିଙ୍କ କଥାକୁ କାଟିଲେ ଏହଶାନ ମଣି

ନୂଆଦିଲ୍ଲୀ: ଏସିଆ କପ୍‌କୁ ନେଇ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଏହସାନ ମଣି ଖଣ୍ଡନ କରିଛନ୍ତି । ଆସନ୍ତା ଏସିଆ କପ୍‌ର ନୂଆ ଭେନ୍ୟୁ ଭାବେ ଦୁବାଇକୁ ବଛା ଯାଇଛି ବୋଲି ଗାଙ୍ଗୁଲି ଶୁକ୍ରବାର କହିଥିଲେ । ସେ କହିଛନ୍ତି , ଗାଙ୍ଗୁଲି…

ଭାରତୀୟ ମହିଳା ଦଳର ବିଜୟ ଧାରା ଜାରି

ମେଲବୋର୍ଣ୍ଣ:ମହିଳା ଟି୨୦ ବିଶ୍ଵକପ କ୍ରିକେଟ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୪ର୍ଥ ବିଜୟ ସହିତ ଅପରାଜେୟ ରହିଛି। ମେଲବୋର୍ଣ୍ଣର ଓଭାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ…

ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ

ଖ୍ରୀଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡର ଖୀଷ୍ଟଚର୍ଚ୍ଚଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ ହୋଇଯାଇଛି । ଷ୍ଟମ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ ନହରାଇ ୬୩ ରନ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ମାତ୍ର ୩ ରନରେ ଆଉଟ ହୋଇଛନ୍ତି…

୩୦୦ ଟେଷ୍ଟ ଉଇକେଟ ପାଇଁ ଈଶାନ୍ତଙ୍କୁ ଅପେକ୍ଷା କରିବାକୁ ପଡିବ

ୱେଲିଂଟନ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୩୦୦ ଉଇକେଟ ହାସଲ ପାଇଁ ଭାରତର ପେସ ବୋଲର ଈଶାନ୍ତ ଶର୍ମାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଫିଟ ନ ଥିବାରୁ ଖେଳିବେ ନାହିଁ । ଈଶାନ୍ତ ୯୭ ଟେଷ୍ଟର ୧୭୫ ଇନିଂସରେ ୨୯୭ ଉଇକେଟ ହାସଲ…

ୟୁଏଇରେ ହେବ ଏସିଆ କପ୍ କ୍ରିକେଟ

ଦୁବାଇ: ଏସିଆ କପ ଆୟୋଜକ ନେଇ ଚାଲିଥିବା ତର୍କ, ବିତର୍କ ଚୂଡାନ୍ତ ରୂପ ନେଇଛି । ପାକିସ୍ତାନ ବଦଳରେ ଏହି କ୍ରିକେଟ ଟୁର୍ନାମେଂଟ ୟୁଏଇରେ ଆୟୋଜିତ ହେବ । ଏସିଆନ୍ କ୍ରିକେଟ କାଉନସିଲ (ଏସିସି) ବୈଠକରେ ଯୋଗ ଦେବାକୁ ଯିବା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ, ଏସିଆ କପ୍…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଟି୨୦ ସିରିଜ ଜିତିଲା

କେପ୍ ଟାଉନ୍‌:ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଅନ୍ତିମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯୭ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ…

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସେମିଫାଇନାଲରେ

ମେଲବୋର୍ନ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଗୁରୁବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୪ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ କରିଥିଲା । ଶେଫାଳୀ ବର୍ମା ୪୬ ଓ ତାନିଆ ଭାଟିଆ ୨୩ ରନର ଇନିଂସ…

ମହିଳା ଟି-୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମେ ବ୍ୟାଟିଂ

ମେଲବୋର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ବାଂଲାଦେଶ ଦଳକୁ ଲଗାତର ଦୁଇଟି ମ୍ୟାଚରେ ପରାସ୍ତ କରିବା ପରେ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ମ୍ୟାଚ ଖେଳୁଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି । ଆଜିର ଏହି…