Latest Odisha News

BREAKING NEWS

Browsing Category

କ୍ରିକେଟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ଟି୨୦ ସିରିଜ ଜିତିଲା

କେପ୍ ଟାଉନ୍‌:ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଅନ୍ତିମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯୭ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।  ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଜବାବରେ…

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସେମିଫାଇନାଲରେ

ମେଲବୋର୍ନ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଗୁରୁବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୪ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ କରିଥିଲା । ଶେଫାଳୀ ବର୍ମା ୪୬ ଓ ତାନିଆ ଭାଟିଆ ୨୩ ରନର ଇନିଂସ…

ମହିଳା ଟି-୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଥମେ ବ୍ୟାଟିଂ

ମେଲବୋର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ବାଂଲାଦେଶ ଦଳକୁ ଲଗାତର ଦୁଇଟି ମ୍ୟାଚରେ ପରାସ୍ତ କରିବା ପରେ ଆଜି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ମ୍ୟାଚ ଖେଳୁଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି । ଆଜିର ଏହି…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ସ୍ଥିତି ମଜଭୁତ କରିବା ଲକ୍ଷ୍ୟରେ ଭାରତ

ମେଲବୋର୍ନ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଦଳ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ଲଗାତାର ୨ଟି ମ୍ୟାଚରେ ଦଳ ବିଜୟ ହାସଲ କରି ଜବରଦସ୍ତ ଫର୍ମରେ ରହିଛି । ଗୁରୁବାର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସେମିଫାଇନାଲର…

ଭାରତୀୟ ବାନ୍ଧବୀ ସହ ମ୍ୟାକ୍ସୱେଲଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଶେଷରେ ତାଙ୍କର ଭାରତୀୟ ବାନ୍ଧବୀ ବୋଲ୍ଡ କରିଛନ୍ତି । ତାଙ୍କ ନାମ ହେଲା ବିନିରାମନ । ଉଭୟଙ୍କର ଇତି ମଧ୍ୟରେ ନିର୍ବନ୍ଧ ହୋଇଯାଇଛି । ମ୍ୟାକ୍ସୱେଲ ଓ ବିନି ସେମାନଙ୍କ ସୋସିଆଲ ସାଇଟରେ ଏହା ଶେୟାର କରିଛନ୍ତି । ଦୀର୍ଘ ଦିନ ଧରି…

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶଭି ଗୌତମ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ରେ ଚଣ୍ଡୀଗଡ଼ର କାଶଭି ଗୌତମ ୧୦ ୱିକେଟ୍ ନେଇଛନ୍ତି । ଚଣ୍ଡୀଗଡ଼ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଆନ୍ଧ୍ର ପ୍ରଦେଶର କେଏସଆରଏମ୍ କଲେଜ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କାଶଭି  ୪.୫ ଓଭରରେ ୧୨ ରନ୍…

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ, ୧୮ ରନରେ ବାଂଲାଦେଶକୁ ହରାଇଲା

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ୧୮ ରନରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଜାରି ରଖିଛି । ଭାରତ ପ୍ରଦତ ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ଆଇସିସି ମହିଳା ଟି୨୦ ବିଶ୍ୱକପ :ବାଂଲାଦେଶ ସମ୍ମୁଖରେ ୧୪୩ ରନର ବିଜୟ ଲକ୍ଷ୍ୟ

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ସମ୍ମୁଖରେ ଭାରତ ୧୪୩ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୨ ରନ କରିଥିଲେ । ଶେଫାଳି ବର୍ମା (୩୯), ଜେମି ରୋଡ୍ରିଗୁ୍ୟଜ(୩୪) ଓ ବେଦ…

ରଣଜୀ ଟ୍ରଫି: ଓଡିଶା ନିରାଶ, ସେମିଫାଇନାଲରେ ବେଙ୍ଗଲ

କଟକ: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶାକୁ ପଛରେ ପକାଇ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି । ଅନ୍ତିମ ଦିବସରେ ଓଡିଶା ସମ୍ମୁଖରେ ୪୫୬ ରନର ବିଶାଳ ଲକ୍ଷ୍ୟ ରଖିଥିଲା ବେଙ୍ଗଲ । ଖରାପ ପାଗ ଯୋଗୁ ସମସ୍ତ ଓଭର ଖେଳାଯିବା ସମ୍ଭବପର ହୋଇ ନ ଥିଲା । କୌଣସି ଉଇକେଟ ନ ହରାଇ ଓଡିଶା ୩୯ ରନ…

ମହିଳା କ୍ରିକେଟ: ଆନ୍ଧ୍ରକୁ ହରଇଲା ଓଡିଶା

କଟକ: ମାଧୁରୀ ମେହେଟ୍ଟା ଓ ସରିତା ମେହେରଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଥାନେରେ ଚାଲିଥିବା ଅନ୍ତଃରାଜ୍ୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟରେ ଓଡ଼ିଶା ୫୨ ରନ୍‌ରେ ଆନ୍ଧ୍ରପ୍ରଦେଶକୁ ହରାଇଛି। ମାଧୁରୀ ୬୬ ଓ ସରିତା ୭୨ ରନ୍‌ରେ ଆଉଟ୍‌ ହୋଇଥିଲେ। ୫୦ ଓଭରରେ ଓଡ଼ିଶା ୪ ଵିକେଟ୍‌ରେ ୨୩୮ ରନ୍‌…