Latest Odisha News

BREAKING NEWS

Browsing Category

କ୍ରିକେଟ

ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶଭି ଗୌତମ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‌ରେ ଚଣ୍ଡୀଗଡ଼ର କାଶଭି ଗୌତମ ୧୦ ୱିକେଟ୍ ନେଇଛନ୍ତି । ଚଣ୍ଡୀଗଡ଼ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଆନ୍ଧ୍ର ପ୍ରଦେଶର କେଏସଆରଏମ୍ କଲେଜ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କାଶଭି  ୪.୫ ଓଭରରେ ୧୨ ରନ୍…

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ, ୧୮ ରନରେ ବାଂଲାଦେଶକୁ ହରାଇଲା

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ୧୮ ରନରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଜାରି ରଖିଛି । ଭାରତ ପ୍ରଦତ ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି…

ଆଇସିସି ମହିଳା ଟି୨୦ ବିଶ୍ୱକପ :ବାଂଲାଦେଶ ସମ୍ମୁଖରେ ୧୪୩ ରନର ବିଜୟ ଲକ୍ଷ୍ୟ

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ସମ୍ମୁଖରେ ଭାରତ ୧୪୩ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୨ ରନ କରିଥିଲେ । ଶେଫାଳି ବର୍ମା (୩୯), ଜେମି ରୋଡ୍ରିଗୁ୍ୟଜ(୩୪) ଓ ବେଦ…

ରଣଜୀ ଟ୍ରଫି: ଓଡିଶା ନିରାଶ, ସେମିଫାଇନାଲରେ ବେଙ୍ଗଲ

କଟକ: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶାକୁ ପଛରେ ପକାଇ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି । ଅନ୍ତିମ ଦିବସରେ ଓଡିଶା ସମ୍ମୁଖରେ ୪୫୬ ରନର ବିଶାଳ ଲକ୍ଷ୍ୟ ରଖିଥିଲା ବେଙ୍ଗଲ । ଖରାପ ପାଗ ଯୋଗୁ ସମସ୍ତ ଓଭର ଖେଳାଯିବା ସମ୍ଭବପର ହୋଇ ନ ଥିଲା । କୌଣସି ଉଇକେଟ ନ ହରାଇ ଓଡିଶା ୩୯ ରନ…

ମହିଳା କ୍ରିକେଟ: ଆନ୍ଧ୍ରକୁ ହରଇଲା ଓଡିଶା

କଟକ: ମାଧୁରୀ ମେହେଟ୍ଟା ଓ ସରିତା ମେହେରଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଥାନେରେ ଚାଲିଥିବା ଅନ୍ତଃରାଜ୍ୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟରେ ଓଡ଼ିଶା ୫୨ ରନ୍‌ରେ ଆନ୍ଧ୍ରପ୍ରଦେଶକୁ ହରାଇଛି। ମାଧୁରୀ ୬୬ ଓ ସରିତା ୭୨ ରନ୍‌ରେ ଆଉଟ୍‌ ହୋଇଥିଲେ। ୫୦ ଓଭରରେ ଓଡ଼ିଶା ୪ ଵିକେଟ୍‌ରେ ୨୩୮ ରନ୍‌…

ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

ୱେଲିଂଟନ: ନ୍ୟୁଜିଲାଣ୍ଡର ୱେଲିଂଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟେଷ୍ଟରେ ଭାରତ କିୱିଦଳଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ଏହି ଟେଷ୍ଟକୁ ୧୦ ୱିକେଟରେ ଜିତି ୨ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ।ୱେଲିଂଟନ:…

ବେଙ୍ଗଲ ୪୪୩ ରନରେ ଅଗ୍ରଣୀ, ଓଡିଶାର ସେମିରେ ପ୍ରବେଶ ଆଶା କ୍ଷୀଣ

କଟକ: ରଣଜୀ କ୍ୱାର୍ଟର ଫାଇନାଲରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରମାନେ ମଧ୍ୟ ବେଙ୍ଗଲ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇପାରି ନାହାନ୍ତି । ୪ର୍ଥ ଦିବସ ଖେଳ ଶେଷ ବେଳକୁ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୩୬୧ ରନ କରି ଓଭରାଲ…

୨ ମାସରେ ୨ ଦ୍ୱିଶତକ ମାରି ଚର୍ଚ୍ଚାରେ ଜୁନିୟର ଡ୍ରାଭିଡ

ବାଙ୍ଗାଲୋର: ଭାରତୀୟ କ୍ରିକେଟର ମହାନ ଖେଳାଳି ରାହୁଲ ଡ୍ରାଭିଡଙ୍କ ପୁତ୍ର ସମିତ ଡ୍ରାଭିଡ ସ୍କୁଲ କ୍ରିକେଟରେ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ଜୁନିୟର ଡ୍ରାଭିଡ ୨ ମାସ ମଧ୍ୟରେ ୨ଟି ଦ୍ୱିଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଟିଆର ଶୀଲ୍ଡ ୧୪ ବର୍ଷରୁ କମ୍…

ବିପଦରେ ଟିମ୍ ଇଣ୍ଡିଆ, ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ

ୱେଲିଂଟନ: ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଟିମ୍ ଇଣ୍ଡିଆ ପୁନର୍ବାର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪ ଉଇକେଟ ବିନିମୟରେ ୧୪୪ ରନ କରି ନୁ୍ୟଜିଲାଣ୍ଡର ପ୍ରଥମ ଇନିଂସ ସ୍କୋରଠାରୁ ୩୯ ରନରେ ପଛରେ ରହିଛି ।…

ଜାଡେଜାଙ୍କୁ ଆଦର୍ଶ ମାନନ୍ତି ଅଗର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଆଶଟନ ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷରେରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ହାଟ୍ରିକ୍ ନେଇଛନ୍ତି। ଅଗରଙ୍କ ୫ଟି ୱିକେଟ ବଳରେ ଅଷ୍ଟ୍ରେଲିଆଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ହାଟ୍ରିକ୍ ନେବା ପରେ ଅଗର ଭାରତୀୟ…