Latest Odisha News

BREAKING NEWS

Browsing Category

କ୍ରିକେଟ

୧୩ ବର୍ଷ ପରେ ରଣଜୀ ଫାଇନାଲରେ ବେଙ୍ଗଲ

କୋଲକାତା: ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ୧୩ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ରଣଜୀ ଟ୍ରଫି ସେମିଫାଇନାଲରରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରିଥିଲା। ବେଙ୍ଗଲ ଦ୍ୱାରା ଧାର୍ୟ୍ୟ ୩୫୨ ରନର ଲକ୍ଷ୍ୟର ପିଛା କରୁଥିବା…

୧୮ ବର୍ଷ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନ କଲେ ଟିମ୍ ଇଣ୍ଡିଆର ଟପ ଅର୍ଡର ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଖେଳାଳି ନୈରାଶ୍ୟଜନକ ପ୍ରଦର୍ଶନ କରି ଟେଷ୍ଟ ସିରିଜରେ ୦-୨ରେ ପରାଜିତ ହୋଇଛି । ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ୧୮ ବର୍ଷ ପରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି । ଆସନ୍ତୁ ଜାଣିବା କାଗଜ କଲମରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଦର୍ଶନ।…

ଦ୍ୱିତୀୟ ଟେଷ୍ଟରେ ପରାସ୍ତ ହେଲା ଭାରତ; ୨-୦ରେ ନ୍ୟୁଜିଲାଣ୍ଡର ଶୃଙ୍ଖଳା ହାସଲ

ଖ୍ରୀଷ୍ଟଚର୍ଚ୍ଚ: ଭାରତୀୟ ଟେଷ୍ଟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପରାଜୟ ବରଣ କରିଛି । ଦ୍ୱିତୀୟ ଇନିଂସରେ ମାତ୍ର ୧୨୪ ରନରେ ଅଲଆଉଟ ହେବାପରେ ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାକୁ ଆବଶ୍ୟକ ହେଉଥିଲା ୧୩୨ ରନ । କିୱିଦଳ ମାତ୍ର ୩ଟି ୱିକେଟ ବିନିମୟରେ ଆବଶ୍ୟକୀୟ ରନ ସଂଗ୍ରହ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା

ସିଡନୀ:ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଇଂଲଣ୍ଡ ୪୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନାତାଲି ଶିବର(୫୭ରନ)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ…

ଭାରତ ୯୭ ରନରେ ଅଗ୍ରଣୀ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଓଭରାଲ ୯୭ ରନର ଅଗ୍ରଣୀ ହାସଲ କରିଛି । ଭାରତ ପ୍ରଥମ ଇନିଂସରେ ୨୪୨ ରନ କରିଥିଲା । ଜବାବରେ ଘରୋଇ ଦଳ ଟିମ୍ ଇଣ୍ଡିଆ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୩୫ ରନରେ ଅଲଆଉଟ…

ଏସିଆ କପ୍ ଆୟୋଜକ ଦେଶ ନେଇ ଗାଙ୍ଗୁଲିଙ୍କ କଥାକୁ କାଟିଲେ ଏହଶାନ ମଣି

ନୂଆଦିଲ୍ଲୀ: ଏସିଆ କପ୍‌କୁ ନେଇ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟକୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଏହସାନ ମଣି ଖଣ୍ଡନ କରିଛନ୍ତି । ଆସନ୍ତା ଏସିଆ କପ୍‌ର ନୂଆ ଭେନ୍ୟୁ ଭାବେ ଦୁବାଇକୁ ବଛା ଯାଇଛି ବୋଲି ଗାଙ୍ଗୁଲି ଶୁକ୍ରବାର କହିଥିଲେ । ସେ କହିଛନ୍ତି , ଗାଙ୍ଗୁଲି…

ଭାରତୀୟ ମହିଳା ଦଳର ବିଜୟ ଧାରା ଜାରି

ମେଲବୋର୍ଣ୍ଣ:ମହିଳା ଟି୨୦ ବିଶ୍ଵକପ କ୍ରିକେଟ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତୀୟ ମହିଳା ଦଳ ଟୁର୍ଣ୍ଣାମେଣ୍ଟରେ ଲଗାତାର ୪ର୍ଥ ବିଜୟ ସହିତ ଅପରାଜେୟ ରହିଛି। ମେଲବୋର୍ଣ୍ଣର ଓଭାଲ ଷ୍ଟାଡିୟମରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ…

ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ

ଖ୍ରୀଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡର ଖୀଷ୍ଟଚର୍ଚ୍ଚଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ ହୋଇଯାଇଛି । ଷ୍ଟମ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ ନହରାଇ ୬୩ ରନ କରିଛି । ଅଧିନାୟକ ବିରାଟ କୋହଲୀଙ୍କ ମାତ୍ର ୩ ରନରେ ଆଉଟ ହୋଇଛନ୍ତି…

୩୦୦ ଟେଷ୍ଟ ଉଇକେଟ ପାଇଁ ଈଶାନ୍ତଙ୍କୁ ଅପେକ୍ଷା କରିବାକୁ ପଡିବ

ୱେଲିଂଟନ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୩୦୦ ଉଇକେଟ ହାସଲ ପାଇଁ ଭାରତର ପେସ ବୋଲର ଈଶାନ୍ତ ଶର୍ମାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଫିଟ ନ ଥିବାରୁ ଖେଳିବେ ନାହିଁ । ଈଶାନ୍ତ ୯୭ ଟେଷ୍ଟର ୧୭୫ ଇନିଂସରେ ୨୯୭ ଉଇକେଟ ହାସଲ…

ୟୁଏଇରେ ହେବ ଏସିଆ କପ୍ କ୍ରିକେଟ

ଦୁବାଇ: ଏସିଆ କପ ଆୟୋଜକ ନେଇ ଚାଲିଥିବା ତର୍କ, ବିତର୍କ ଚୂଡାନ୍ତ ରୂପ ନେଇଛି । ପାକିସ୍ତାନ ବଦଳରେ ଏହି କ୍ରିକେଟ ଟୁର୍ନାମେଂଟ ୟୁଏଇରେ ଆୟୋଜିତ ହେବ । ଏସିଆନ୍ କ୍ରିକେଟ କାଉନସିଲ (ଏସିସି) ବୈଠକରେ ଯୋଗ ଦେବାକୁ ଯିବା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ, ଏସିଆ କପ୍…