Latest Odisha News

BREAKING NEWS

Browsing Category

କ୍ରିକେଟ

ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

ୱେଲିଂଟନ: ନ୍ୟୁଜିଲାଣ୍ଡର ୱେଲିଂଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟେଷ୍ଟରେ ଭାରତ କିୱିଦଳଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ଏହି ଟେଷ୍ଟକୁ ୧୦ ୱିକେଟରେ ଜିତି ୨ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ।ୱେଲିଂଟନ:…

ବେଙ୍ଗଲ ୪୪୩ ରନରେ ଅଗ୍ରଣୀ, ଓଡିଶାର ସେମିରେ ପ୍ରବେଶ ଆଶା କ୍ଷୀଣ

କଟକ: ରଣଜୀ କ୍ୱାର୍ଟର ଫାଇନାଲରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରମାନେ ମଧ୍ୟ ବେଙ୍ଗଲ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇପାରି ନାହାନ୍ତି । ୪ର୍ଥ ଦିବସ ଖେଳ ଶେଷ ବେଳକୁ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୩୬୧ ରନ କରି ଓଭରାଲ…

୨ ମାସରେ ୨ ଦ୍ୱିଶତକ ମାରି ଚର୍ଚ୍ଚାରେ ଜୁନିୟର ଡ୍ରାଭିଡ

ବାଙ୍ଗାଲୋର: ଭାରତୀୟ କ୍ରିକେଟର ମହାନ ଖେଳାଳି ରାହୁଲ ଡ୍ରାଭିଡଙ୍କ ପୁତ୍ର ସମିତ ଡ୍ରାଭିଡ ସ୍କୁଲ କ୍ରିକେଟରେ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ଜୁନିୟର ଡ୍ରାଭିଡ ୨ ମାସ ମଧ୍ୟରେ ୨ଟି ଦ୍ୱିଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଟିଆର ଶୀଲ୍ଡ ୧୪ ବର୍ଷରୁ କମ୍…

ବିପଦରେ ଟିମ୍ ଇଣ୍ଡିଆ, ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ

ୱେଲିଂଟନ: ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଟିମ୍ ଇଣ୍ଡିଆ ପୁନର୍ବାର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪ ଉଇକେଟ ବିନିମୟରେ ୧୪୪ ରନ କରି ନୁ୍ୟଜିଲାଣ୍ଡର ପ୍ରଥମ ଇନିଂସ ସ୍କୋରଠାରୁ ୩୯ ରନରେ ପଛରେ ରହିଛି ।…

ଜାଡେଜାଙ୍କୁ ଆଦର୍ଶ ମାନନ୍ତି ଅଗର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଆଶଟନ ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷରେରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ହାଟ୍ରିକ୍ ନେଇଛନ୍ତି। ଅଗରଙ୍କ ୫ଟି ୱିକେଟ ବଳରେ ଅଷ୍ଟ୍ରେଲିଆଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ହାଟ୍ରିକ୍ ନେବା ପରେ ଅଗର ଭାରତୀୟ…

ରଣଜୀ ଟ୍ରଫି: ବେଙ୍ଗଲ ୧୬୧ ରନରେ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ତୃତୀୟ ଦିବସ ଶେଷ ସୁଦ୍ଧା ବେଙ୍ଗଲ ୧୬୧ ରନ ଆଗରେ ରହିଛି । ଦ୍ୱିତୀୟ ଇନିଂସରେ ବେଙ୍ଗଲ ପକ୍ଷରୁ କୌଶିକ ଘୋଷ ୪୧ ଓ ଅଭିମନ୍ୟୁ ଈଶ୍ୱରନ ୩୦ ରନ କରିଥିଲେ । ଓଡିଶାର ଗୋବିନ୍ଦ…

ରଣଜୀ ଟ୍ରଫି: ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ଜବାବରେ ଓଡିଶା ୨୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର(୬୨), ଦେବାଶୀଷ ସାମନ୍ତରାୟ (୬୮) ଓ ଶୁଭ୍ରାଂଶୁ ସେନାପତି (୪୬)ଙ୍କ ବ୍ୟତୀତ…

ଟିମ୍ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୧ରନରେ ଅଗ୍ରଣୀ

ୱେଲିଂଟନ: ଭାରତ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପ୍ରଥମ ଇନିଂସରେ ୫୧ ରନର ଅଗ୍ରଣୀ ହାସଲ କରିନେଇଛି । ନ୍ୟୁଜିଲାଣ୍ଡ ଷ୍ଟମ୍ପ୍ସ ଅପସାରଣ ବେଳକୁ ୫ ଉଇକେଟ ବିନିମୟରେ ୨୧୬ ରନ କରିଛି । କେନ୍ ୱିଲିୟମସନ (୮୯) ଓ ରସ ଟେଲର ୪୪ ରନ କରିଥିଲେ ।…

ଶାନ୍ତନୁ,ଦେବାଶୀଷଙ୍କ ଅର୍ଦ୍ଧଶତକ : ଓଡିଶା-୧୫୧/୪

କଟକ:ଚଳିତ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ଓଡିଶା ୪ ଉଇକେଟ ବିନିମୟରେ ୧୫୧ ରନ ସଂଗ୍ରହ କରିଛି । ବେଙ୍ଗଲ ପ୍ରଥମ ଇନିଂସରେ ୩୩୨ ରନ କରିଥିବାରୁ ଓଡିଶା ୧୮୧ ରନ ପଛରେ ରହିଛି । ଶାନ୍ତନୁ ମିଶ୍ର (୬୨) ଓ ଦେବାଶୀଷ ସାମନ୍ତରାୟ ୬୮ ରନ…

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର ବିଜୟ ଅଭିଯାନ ଆରମ୍ଭ

ସିଡନୀ:ପୁନମ ଯାଦବଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ୧୭ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଆଇସିିସି ମହିଳା ଟି୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୪ ଉଇକେଟ ବିନିମୟରେ ୧୩୨ ରନ କରିଥିଲା । ଦୀପ୍ତି ଶର୍ମା(୪୯), ଶେଫାଳୀ ବର୍ମା (୨୯)…