Latest Odisha News
Browsing Category

କ୍ରିକେଟ

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ: ସେମିଫାଇନାଲରେ ଭାରତ-ପାକିସ୍ତାନ

ଡର୍ବାନ୍‌:୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମୁକାବିଲା ହେବ ।ଏହି ମ୍ୟାଚ ଫେବୃୟାରୀ ୪ରେ ଖେଳାଯିବ । ପାକିସ୍ତାନ କ୍ୱାର୍ଟର ଫାଇନାଲରେ ଆଫଗାନିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଥିଲା । ପାକିସ୍ତାନ ଏଥିସହ ୯ମ…

ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟି-୨୦ ମୁକାବିଲା

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୪ର୍ଥ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଖାତା ଖୋଲିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ ୱେଲିଂଟନ୍ ରିଜିଓନାଲ୍ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ…

ସୁପର ଓଭରରେ ରୋହିତଙ୍କ ଦମଦାର ପ୍ରଦର୍ଶନ; ସିରିଜ ଜିତିଲା ଭାରତ

ହେମିଲଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚର ସୁପର ଓଭରରେ ଧୁଆଁଧାର ପ୍ରଦର୍ଶନ କରି ସିରିଜ ହାତେଇଛନ୍ତି ବିରାଟ ବାହିନୀ । ଆଜିର ମ୍ୟାଚ୍ ଧାର୍ଯ୍ୟ ଓଭରରେ ଟାଇ ହୋଇଯିବାରୁ ସୁପର ଓଭରର ସହାୟତା ନିଆଯାଇଥିଲା । ଯାହାକୁ ଜିତିନେଇ ସିରିଜ ହାତେଇଛି ଭାରତୀୟ…

ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଟି-୨୦ ଟକ୍କର; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ବୁଧବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୩ୟ ମ୍ୟାଚ୍ ଉଭୟ ଦଳ ଲାଗି କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ହେମିଲଟନର ସେଡାନ୍ ପାର୍କ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ…

ଟିମ୍ ଇଣ୍ଡିଆ ବସରେ ଏବେବି ଖାଲି ରହୁଛି ଧୋନୀଙ୍କ ସିଟ୍ !

ଭୁବନେଶ୍ୱର: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରତି ଏବେ ବି ଦଳର ସଦସ୍ୟଙ୍କ ଯଥେଷ୍ଟ ସମ୍ମାନ ରହିଛି । ଏହି କଥା ଯୁବ ବୋଲର ୟୁଜଭେନ୍ଦ୍ର ଚହଲ କହିଛନ୍ତି । MUST WATCH: We get you Chahal TV from the Bus! ? This one is en route from Auckland…

ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ ପୂରା କଲା ଇଂଲଣ୍ଡ, ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ୫ ଲକ୍ଷ ରନ ପୂର୍ଣ୍ଣ କରିଛି । ଏଥିସହ ବିଶ୍ୱର ପ୍ରଥମ ଟିମ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨୨ତମ ଟେଷ୍ଟ ଖେଳିବା ଅବସରରେ ଦଳ ଏହି ସଫଳତା ହାସଲ କରିଛି । ଅଷ୍ଟ୍ରେଲିଆ ୮୩୦ ଟେଷ୍ଟରେ ୪୩୨୭୦୬ ରନ…

ଟି-୨୦ରେ ୨୦୦ ରନ୍ ଚେଜ୍ କରି ନୂଆ ରେକର୍ଡ଼ କଲା ଭାରତ !

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ ୪ର୍ଥ ଥର ପାଇଁ କରି ରେକର୍ଡ କରିଛି । ଅଷ୍ଟ୍ରେଲିଆ ୨ଥର ଏବଂ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ,…

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ: ଆଜି ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଭାରତ ଓ କିୱି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟ ହାସଲ କରିଛି । Shreyas Iyer finishes things off in style with a mighty six! India win the first #NZvIND T20I by six…

ଆଜି ଭାରତ-ନ୍ୟୁଜିଲାଣ୍ଡ ୧ମ ଟି-୨୦ ଟକ୍କର

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୧ମ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଅକଲାଣ୍ଡର…

ଟେଷ୍ଟରେ ରେକର୍ଡ: ଗୋଟିଏ ଓଭରରେ ୨୮ ରନ କଲେ କେଶବ ମହାରାଜା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜା ବ୍ୟାଟିଂରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଜୋ ରୁଟଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରିଥିଲେ । ମୋଟାମୋଟି ଭାବେ ସେ ତୃତୀୟ ଖେଳାଳୀ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…