Latest Odisha News

BREAKING NEWS

Browsing Category

କ୍ରିକେଟ

ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ ପୂରା କଲା ଇଂଲଣ୍ଡ, ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ୫ ଲକ୍ଷ ରନ ପୂର୍ଣ୍ଣ କରିଛି । ଏଥିସହ ବିଶ୍ୱର ପ୍ରଥମ ଟିମ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨୨ତମ ଟେଷ୍ଟ ଖେଳିବା ଅବସରରେ ଦଳ ଏହି ସଫଳତା ହାସଲ କରିଛି । ଅଷ୍ଟ୍ରେଲିଆ ୮୩୦ ଟେଷ୍ଟରେ ୪୩୨୭୦୬ ରନ…

ଟି-୨୦ରେ ୨୦୦ ରନ୍ ଚେଜ୍ କରି ନୂଆ ରେକର୍ଡ଼ କଲା ଭାରତ !

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ ଚେଜ୍ ୪ର୍ଥ ଥର ପାଇଁ କରି ରେକର୍ଡ କରିଛି । ଅଷ୍ଟ୍ରେଲିଆ ୨ଥର ଏବଂ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ,…

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ: ଆଜି ନ୍ୟୁଜିଲାଣ୍ଡର ଅକଲାଣ୍ଡଠାରେ ଭାରତ ଓ କିୱି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟ ହାସଲ କରିଛି । Shreyas Iyer finishes things off in style with a mighty six! India win the first #NZvIND T20I by six…

ଆଜି ଭାରତ-ନ୍ୟୁଜିଲାଣ୍ଡ ୧ମ ଟି-୨୦ ଟକ୍କର

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୧ମ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଅକଲାଣ୍ଡର…

ଟେଷ୍ଟରେ ରେକର୍ଡ: ଗୋଟିଏ ଓଭରରେ ୨୮ ରନ କଲେ କେଶବ ମହାରାଜା

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜା ବ୍ୟାଟିଂରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଜୋ ରୁଟଙ୍କ ଗୋଟିଏ ଓଭରରେ ୨୮ ରନ ସଂଗ୍ରହ କରିଥିଲେ । ମୋଟାମୋଟି ଭାବେ ସେ ତୃତୀୟ ଖେଳାଳୀ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ…

ଅଖତରଙ୍କ ରେକର୍ଡ ଭାଙ୍ଗିଲେ ପଥିରାନା !

ଶ୍ରୀଲଙ୍କା କ୍ରିକେଟ ଟିମର ଯୁବ ବୋଲର ମଥିଶୀ ପଥିରାନା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ରିପୋର୍ଟ ମୁତାବକ ୧୭ ବର୍ଷୀୟ ପଥିରାନା ଭାରତ ଟିମ୍ ବିରୋଧରେ ଗୋଟିଏ ବଲ ୧୭୫ କିଲୋମିଟର ପ୍ରତି ଘଂଟାରେ ପକାଇଥିଲେ । ଯାହା କି ଏକ ରେକର୍ଡ । ୧୭ ବର୍ଷ…

ଦିନିକିଆରେ ୯ ହଜାର ରନ ପୂରଣ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ଦିବାରାତ୍ର ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କିର୍ତ୍ତୀମାନ ହାସଲ କରିଛନ୍ତି । ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ୯,୦୦୦ ରନ ପୂରଣ କରିଛନ୍ତି । 9000 and counting.... Rohit…

ସ୍ମିଥଙ୍କ ଶତକ; ଶୃଙ୍ଖଳା ଜିତିବାକୁ ଭାରତ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୃଙ୍ଖଳା ଜିତିବାକୁ ହେଉଛି କଡ଼ା ଟକ୍କର୍ । ଭାରତ ସାମ୍ନାରେ କଙ୍ଗାରୁ ଦଳ ଲଢୁଆ ୨୮୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । #TeamIndia need 287 runs to win the 3rd ODI and the…

ଭାରତ ଓ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚ୍‌; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବେଙ୍ଗାଲୁର ଠାରେ ରବିବାର ଦିନ ସିରିଜର ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅନ୍ତିମ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ…

ରାଜକୋଟ ଦିନିକିଆ ବିଜୟରେ କୋହଲୀ, ରୋହିତ ଓ କୁଲଦୀପଙ୍କ ନୂଆ କିର୍ତ୍ତୀମାନ

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟରେ ଭାରତ ବିଜୟ ହାସଲ କରିବା ସହ ଖେଳାଳିମାନେ କେତେଗୁଡିଏ ରେକର୍ଡ ମଧ୍ୟ କରିଛି । ହିଟମ୍ୟାନ ରୋହିତ ଶର୍ମା ଓପନର ଭାବେ ଦ୍ରୁତ ୭ ହଜାର ରନ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି କମ୍ ଇନିଂସରେ ୯ହଜାର ରନ ପୂର୍ଣ୍ଣ…