Latest Odisha News

BREAKING NEWS

Browsing Category

କ୍ରିକେଟ

ଏଏଫସି ଏସିଆନ କପ ୨୦୨୭: ଆୟୋଜକ ଦୌଡରୁ ଓହରିଲା ଭାରତ

ନୂଆଦିଲ୍ଲୀ:ଏଏଫସି ଏସିଆନ କପ ୨୦୨୭ ଆୟୋଜକ ଦୌଡରୁ ଭାରତ ଓହରି ଯାଇଛି । ଫଳରେ ସାଉଦି ଆରବ ଆୟୋଜକ ଅଧିକାର ହାତେଇବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଏହି ଦୌଡରେ ଅନ୍ୟ କୌଣସି ଦେଶ ବିଡ ଦାଖଲ କରି ନାହାନ୍ତି । ଏସିଆନ ଫୁଟବଲ ମହାସଂଘ ମଧ୍ୟ ଭାରତ ଏବଂ ସାଉଦି ଆରବ ମଧ୍ୟରୁ ଏହି ଅଧିକାର ମିଳିବ…

କୁମ୍ବଲେଙ୍କୁ ପଛରେ ପକାଇବା ସହ ନୂତନ କୀର୍ତିମାନ ସ୍ଥାପନ କଲେ ଆଣ୍ଡରସନ

ରାୱଲପିଣ୍ଡି: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ  ଇଂଲଣ୍ଡ ୭୪ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ର ଅଗ୍ରଣୀ ହାସଲ କରି ନେଇଛି । ଏହି ମ୍ୟାଚରେ ଇଂଲଣ୍ଡ ପେସର ଜେମ୍ସ ଆଣ୍ଡରସନ ୱିକେଟ ହାସଲରେ ଭାରତର ଅନୀଲ କୁମ୍ବଲେଙ୍କୁ ପଛରେ…

ସାମାନ୍ୟ ଭୁଲ ଯୋଗୁ….ଜିତୁ ଜିତୁ ହାରିଗଲା ଭାରତ

ଢ଼ାକା: ଏଠାରେ ଅନୁଷ୍ଠିତ ଲୋ ସ୍କୋରିଂ ରୋମାଂଚକ ପ୍ରଥମ ଦିନିକିଆ କ୍ରିକେଟ ମୁକାବିଲାରେ ବାଂଲାଦେଶ ୧ ୱିକେଟରେ ଭାରତକୁ ପରାସ୍ତ କରିଛି । ଖରାପ ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ମ୍ୟାଚ ହାତମୁଠାକୁ ଆସି ଯାଇଥିଲା । ମାତ୍ର ଶେଷ ୱିକେଟରେ ବାଂଲାଦେଶର…

ଋତୁରାଜଙ୍କୁ ଛୁଇଁଲା ପ୍ରେମ ଋତୁ

ମୁମ୍ବାଇ: ରିଷଭ ପନ୍ତ-ଉର୍ବଶୀ ରୌତେଲ, ଶୁଭମନ ଗିଲ-ସାରାଅଲୀ ଖାଁ ଓ କେଏଲ ରାହୁଲ-ଆଥିୟାଙ୍କ ପରେ ଏବେ ଋତୁରାଜଙ୍କୁ ଖୋଦ ପ୍ରେମ ଛୁଇଁଛି । ରିପୋର୍ଟ ମୁତାବକ କ୍ରିକେଟର ଋତୁରାଜ ଗାଏକ୍ୱାଡ ଓ ମରାଠା ଅଭିନେତ୍ରୀ ସାୟଲି ସଞ୍ଜୀବଙ୍କ ମଧ୍ୟରେ କିଛି ଗୋଟେ ଅଲଗା ସମ୍ପର୍କର ସୂତ୍ରପାତ ହେଉଛି ।…

ହଠାତ ବାଂଲାଦେଶ ସିରିଜରୁ ବାଦ ପଡିଲେ ପନ୍ତ

ଢ଼ାକା: ଭାରତ-ବାଂଲାଦେଶ ଦିନିକିଅ ସିରିଜ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଶ୍ଚର୍ଯ୍ୟଜନକ ଭାବେ ୱିକେଟ କିପର ରିଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯାଇଛି । ଆଘାତ ସମସ୍ୟା ଯୋଗୁ ସେ ଓହରି ଯାଇଥିବା କୁହାଯାଉଥିବା ବେଳେ ବିସିସିଆଇର ଏହି ନିଷ୍ପତି ସମସ୍ତଙ୍କୁ…

ମାଲେସିଆ ଏୟାର ଲାଏନ୍ସର ଦାୟିତ୍ୱ ହୀନତା ନେଇ ଦୀପକ ଚହର ଅସନ୍ତୁଷ୍ଟ

ଢ଼ାକା: ମାଲେସିଆ ଏୟାରଲାଇନ୍ସର ଦାୟିତ୍ୱ ହୀନତା ନେଇ ଭାରତୀୟ କ୍ରିକେଟର ଦୀପକ ଚହର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପକ ଭାରତୀୟ ଟିମ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ । ସେଠାରୁ ସେ ସିଧାସଳଖ ଢ଼ାକା ଅଭିମୁଖେ ଯାତ୍ରା କରି ବାଂଲାଦେଶ ଗସ୍ତରେ ଯାଇଥିବା ଟିମ ସହିତ ଯୋଗ…

ବାଂଲାଦେଶ ଗସ୍ତରୁ ଓହରିଲେ ସାମି

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମି ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ରବିବାରଠାରୁ ଆରମ୍ଭ ହେବ । ସାମିଙ୍କ ଅନୁପସ୍ଥିତିରେ ମୁକେଶ କୁମାର ଓ ନବଦୀପ ସୈନୀଙ୍କ ମଧ୍ୟରେ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ…

ବିସିସିଆଇ ଗଠନ କଲା ସିଏସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର କ୍ରିକେଟ ପରାମର୍ଶ ଦାତା କମିଟି (ସିଏସି) ଗଠନ କରିଛି । ୩ ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଶୋକ ମାଲହୋତ୍ରା, ଜତୀନ ପରଞ୍ଜାପେ ଓ ସୁଲକ୍ଷଣା ନାଇକ ରହିଛନ୍ତି । ମାଲହୋତ୍ରା ୭ଟି ଟେଷ୍ଟ ଓ ୨୦ଟି ଦିନିକିଆ ମ୍ୟାଚ ଓ ଜତୀନ ୪ଟି ଦିନିକିଆ…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେଲେ ସ୍ମିଥ

ଲାହୋର:ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟ ଖେଳାଳି ଷ୍ଟିଭ ସ୍ମିଥ ଶତକ ହାସଲରେ ସାର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଅବସରରେ ସ୍ମିଥ ତାଙ୍କ କ୍ୟାରିୟରର ୨୯ତମ ଶତକ ହାସଲ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮୭ ଟେଷ୍ଟରେ ୧୫୪…

ଅଜଣା ଭାଇରସରେ ଆକ୍ରାନ୍ତ ହେଲେ ଇଂଲଣ୍ଡ କ୍ରିକେଟ ଖେଳାଳି

ଇସଲାମବାଦ: ପାକିସ୍ତାନ ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଅଜଣା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗୁରୁବାର ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଅଧିନାୟକ ବେନ ଷ୍ଟୋକ୍ସଙ୍କ ସମେତ ୧୪ଜଣ ସଦସ୍ୟଙ୍କୁ ହୋଟେଲରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଜୋ…