Latest Odisha News

BREAKING NEWS

Browsing Category

କ୍ରିକେଟ

ନେଦରଲାଣ୍ଡ ବିପକ୍ଷରେ ବିଜୟ ସ୍ୱାଦ ଚାଖିଲା ପାକିସ୍ତାନ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ବିଜୟ ସ୍ୱାଦ ଚାଖିଛି । ଭାରତ ଏବଂ ଜିମ୍ବାୱେ ନିକଟରୁ ହାରିବା ପରେ ପାକିସ୍ତାନ ତାର ତୃତୀୟ ମ୍ୟାଚରେ ନେଦରଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୯୧ ରନ…

ସୁଯୋଗ ମିଳିଲା, ତଥାପି ମ୍ୟାଚ ଜିତି ପାରିଲାନି ଜିମ୍ବାୱେ

ଗାବା: ସୁପର ୧୨ର ଏକ ରୋମାଂଚକ ମୁକାବିଲାରେ ଜିମ୍ବାୱେ ୩ ରନରେ ବାଂଲାଦେଶ ନିକଟରୁ ପରାଜିତ ହୋଇଛି । ମ୍ୟାଚର ଫଳାଫଳ ଶେଷ ବଲ ପର୍ଯ୍ୟନ୍ତ ଯାଇଥିଲା । ଅନ୍ତିମ ବଲରେ ଜିମ୍ବାୱେକୁ ବିଜୟ ହେବ ପାଇଁ ୫ରନ ଆବଶ୍ୟକ ହେଉଥିଲା । ମାତ୍ର ବ୍ୟାଟ୍ସମ୍ୟାନ ଦ୍ୱୟ ୧ରନ କରିବାରେ ସଫଳ ହୋଇଥିଲା । ବାଂଲାଦେଶ…

ଫିଲିପ୍ସଙ୍କ ବ୍ୟାଟିଂ ପରେ ବୋଲ୍ଟଙ୍କ କମାଲ, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ବୃହତ ବିଜୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୬୫ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲ ଦୌଡରେ ଆଗରେ ରହିଥିବା ବେଳେ ଶ୍ରୀଲଙ୍କା ପ୍ରାୟତଃ ଏଥିରୁ ବାଦ୍ ପଡିଛି । ପ୍ରଥମେ ବ୍ୟାଟିଂ କରି…

ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମୁକାବିଲା

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ରବିବାର ହେବାକୁ ଥିବା ହାଇ ଭୋଲଟେଜ ମୁକାବିଲାରେ ଭାରତ-ଦକ୍ଷିଣ ଆଫ୍ରିକା ସାମ୍ନି ସାମ୍ନି ହେବେ । ଏହି ମ୍ୟାଚରେ ଭାରତର ଦୃଢ଼ ବ୍ୟାଟିଂ ଲାଇନ ଅପ ଓ ଦକ୍ଷିଣ ଆଫ୍ରିକା ବୋଲିଂ ମଧ୍ୟରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକମାନେ ଦେଖିବାକୁ ପାଇବେ…

ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ ବାତିଲ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଟିମ ଗୋଟିଏ ଲେଖାଁଏ ମ୍ୟାଚ ହାରିଥିବାରୁ ଏହା ସେମାନଙ୍କ…

ଆଫଗାନିସ୍ତାନ-ଆୟର୍ଲାଣ୍ଡ ମ୍ୟାଚ ବର୍ଷା ଯୋଗୁ ବାତିଲ, ପଏଣ୍ଟ ଭାଗ କଲେ ଉଭୟ ଦଳ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବର୍ଷା ଖଳନାୟକ ସାଜିଛି । ସୁପର ୧୨ର ଏକ ମୁକାବିଲାରେ ଆଫଗାନିସ୍ତାନ-ଆୟର୍ଲାଣ୍ଡ ପରସ୍ପରକୁ ଭେଟିଥାନ୍ତେ । ତେବେ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ଉଭୟ ଦଳ ନିୟମ ଅନୁସାରେ ଗୋଟିଏ ଲେଖାଁଏ ପଂଏଟ ହାସଲ କରିଛନ୍ତି ।…

ଭାରତକୁ ବିଶ୍ୱକପ ଜିତାଇବେ କି ‘ସୂରବୀର’

ଭୁବନେଶ୍ୱର: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବିପକ୍ଷ ଶିବିରରେ ଭୟ ସଂଚାର କରୁଛି । ବୋଲର ଦିଗହୀନ ହୋଇ ପଡୁଛି । ମିଡିଲ ଅର୍ଡରରେ ଏବେ ଏହି ଯୋଡି ସୁରବୀର ଭାବେ ପରିଚିତ ହୋଇ ସାରିଲେଣି…

ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଜାମ୍ପାଙ୍କ ପରେ ୱାଡେ କରୋନା ସଂକ୍ରମିତ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଆଜ ଶକ୍ତ ଧକ୍କା ଲାଗିଛି । ଆଡାମ ଜାମ୍ପାଙ୍କ ପରେ ୱିକେଟକିପର ମାଥ୍ୟୁ ୱାଡେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଆଇସିସି କରୋନା ସଂକ୍ରମିତ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଏଥିନେଇ ସେମାନଙ୍କୁ…

କୋହଲିଙ୍କ ମାରାତ୍ମକ ବ୍ୟାଟିଂ ଜାରୀ, ନେଦରଲାଣ୍ଡସକୁ ସହଜରେ ହରାଇଲା ଭାରତ

ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସୁପର ୧୨ ପର୍ଯ୍ୟାୟରେ ନେଦରଲାଣ୍ଡସକୁ ୫୬ ରନରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ସହ ସେମିଫାଇନାଲ ପ୍ରବେଶ ଆଶାକୁ ଆହୁରି ମଜଭୁତ କରିଛି । ଏହି ମ୍ୟାଚରେ କେଏଲ ରାହୁଲଙ୍କ ବ୍ୟତୀତ ଟପ ଅର୍ଡର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ…

ରିଲେ ରୁସୋଙ୍କ ଶତକ, ଦକ୍ଷିଣ ଆଫ୍ରିକା ନିକଟରୁ ଶୋଚନୀୟ ଭାବେ ହାରିଲା ବାଂଲାଦେଶ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ରିଲେ ରୁସୋ ପ୍ରଥମ ଶତକ ମାରିଛନ୍ତି । ବାଂଲାଦେଶ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରୁସୋଙ୍କ ବିସ୍ଫୋରକ ଶତକ ବଳରେ ୧୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା । ରୁସୋ ୫୬ ବଲରେ ୧୦୯ ରନର ଇନିଂସ…