Latest Odisha News

BREAKING NEWS

Browsing Category

କ୍ରିକେଟ

ଖେଳାଳିଙ୍କ ଖାଇବା ମେନୁରେ ଛେନାପୋଡ, ଚାହିଁଲେ ଖାଇପାରିବେ ଓଡ଼ିଶାର ସ୍ୱତନ୍ତ୍ର କାକେରା, କାନିକା ଓ ରସଗୋଲା

ଭୁବନେଶ୍ୱର: ୧୨ ତାରିଖରେ କଟକ ବାରବାଟିରେ ଟି ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଖେଳାଳିଙ୍କ ପାଇଁ ଚାଲିଛି ଓଡ଼ିଶାରେ ଭବ୍ୟ ସ୍ୱାଗତ ପାଇଁ ସୁବିଧା।ଜାଣି ଆଶ୍ଚର୍ଯ୍ୟ ହେବେ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଟିମ ପାଇଁ ଭବ୍ୟ ସ୍ୱାଗତ ପାଇଁ ହୋଟେଲରେ‌ ହୋଇଛି…

ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଓହରିଲେ ରାହୁଲ, ପନ୍ତ ହେବେ ଅଧିନାୟକ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଅଧିନାୟକ କେଏଲ ରାହୁଲ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାମହାତୀ…

୮୮ ବର୍ଷ ପରେ ରଣଜୀରେ ଇତିହାସ ରଚିଲା ବେଙ୍ଗଲ

କୋଲକାତା: ବାଙ୍ଗାଲୋରରେ ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟରେ ୮୮ ବର୍ଷ ପରେ ବେଙ୍ଗଲ ଏକ ନୂତନ କୀର୍ତିମାନ ସ୍ଥାପନ କରିଛି । ଝାଡଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ବେଙ୍ଗଲ ୭ ୱିକେଟ ବିନିମୟରେ ୭୭୩ ରନ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା । ଏଥିରେ…

ବାରବାଟୀରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ…

କରାଚୀ ଟେଷ୍ଟରେ ସଚିନଙ୍କ ୱିକେଟ ନୁହେଁ ଆହତ କରିବାକୁ ଚାହୁଁଥିଲେ ସୋଏବ

କରାଚୀ: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର କ୍ରିକେଟକୁ ନେଇ ଆଜି ୧୬ ବର୍ଷ ତଳର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୨୦୦୬ କରାଚୀ ଟେଷ୍ଟରେ ମୁଁ ଆଉଟ କରିବା ବଦଳରେ ଆହତ କରିବାକୁ ଚାହୁଁଥିଲି । ସେଥିପାଇଁ ବାରମ୍ବାର…

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ: ୮ରନରେ ଅଲଆଉଟ ହେଲା ନେପାଳ

ଜାକର୍ତା: ମାଲେସିଆରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନେପାଳ ଏକ ଅଲୋଡା ରେକର୍ଡ କରିଛି । ୟୁଏଇ ବିପକ୍ଷରେ ଦଳ ୮.୧ ଓଭରରେ ମାତ୍ର ୮ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ମାତ୍ର ୭ଟି ବଲ ଖେଳି ୟୁଏଇ ବିଜୟ ହାସଲ କରିଥିଲା । ୟୁଏଇର ମାହିକା…

ଓଡିଶାକୁ ଠକିଲେ କି ଜାଫର !

ଭୁବନେଶ୍ୱର: ଓଡିଶା କ୍ରିକେଟ ଦଳର ବର୍ତମାନ କୋଚ ୱାସିମ ଜାଫରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଜାଫର ଓଡିଶା କୋଚ ପଦ ଛାଡି ବାଂଲାଦେଶ କ୍ରିକେଟ ବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାକୁ ଯାଉଛନ୍ତି । ଯଦି ଏହା ସତ ହୋଇଥାଏ ତାହାହେଲେ ଜାଫର ଓଡିଶା ସହ ଛଳନରା କରିଛନ୍ତି କହିଲେ ଭୁଲ…

ବାରବାଟୀ ଟି୨୦: ସର୍ଭର କ୍ରାଶ ପରେ ବିକ୍ରି ହେଲା ୫୦୦୦ ଅନଲାଇନ ଟିକେଟ, ଓସିଏର ପ୍ରସ୍ତୁତି ବୈଠକ

କଟକ: ବାରବାଟୀରେ ଜୁନ ୧୨ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦ । ଏଥିନେଇ ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢ଼ିବାରେ ଲାଗିଛି । ବୁଧବାର ୧୧ଟା ବେଳେ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହୋଇଥିଲା । ମାତ୍ରାଧିକ ବ୍ୟକ୍ତି ଏହାକୁ ବ୍ୟବହାର କରିବା ଯୋଗୁ ସର୍ଭର କ୍ରାଶ ହୋଇ ଯାଇଥିଲା ।…

ବିସିସିଆଇ ସଭାପତି ପଦରୁ ଇସ୍ତଫା ଖବରକୁ ଖଣ୍ଡନ କଲେ ଜୟ ଶାହ, ରାଜ୍ୟସଭା ଯିବେ ଗାଙ୍ଗୁଲି !

କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏହି ଖବର ଦ୍ରୁତ ଗତିରେ ଭାଇରାଲ ହେବା ପରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହାକୁ ଖଣ୍ଡନ କରିଛନ୍ତି । ଗାଙ୍ଗୁଲି…

ଟି୨୦ ବିଶ୍ୱ ରେକର୍ଡ ପାଇଁ ଭାରତକୁ ଆବଶ୍ୟକ ଆଉ ଗୋଟିଏ ବିଜୟ

ମୁମ୍ବାଇ: ଆଇପିଏଲ ପରେ ଏବେ ଟିମ ଇଣ୍ଡିଆର ବ୍ୟସ୍ତବହୂଳ ଆନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଆରମ୍ଭ ହୋଇଯିବ । ୯ଜୁନରେ ଭାରତ-ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି୨୦ ସିରିଜରେ ଟିମ ଇଣ୍ଡିଆ ନିକଟରେ ବିଶ୍ୱ ରେକର୍ଡ କରିବା ସୁଯୋଗ ରହିଛି । ଭାରତ କ୍ରମାଗତ ୧୨ ଟି୨୦ ମ୍ୟାଚ ଜିତି…