Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତୀୟ କ୍ରିକେଟରେ ଷ୍ଟାର ୱାରସ: ସୁନୀଲ-କପିଳ ଠାରୁ ବିରାଟ-ରୋହିତ ପର୍ଯ୍ୟନ୍ତ….

ପୁରୀ: ଭାରତୀୟ କ୍ରିକେଟରେ ଷ୍ଟାର ଖେଳାଳିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ତେବେ ଏହା ପଛରେ ଖେଳାଳିଙ୍କ ଗର୍ବ ଓ ଅହଂକାର ନାଁ  ବିିସିସିଆଇ ଅଧିକାରୀ ଏବଂ ଚୟନକମିଟିର ମନୋମୁଖୀ କାରୋବାର ଜଡିତ ? ସେ ଯାହା ହେଉ ସୁନୀଲ ଗାଭାସ୍କର-କପିଳ ଦେବଙ୍କଠାରୁ ଆରମ୍ଭ କରି ବିରାଟ କୋହଲି-ରୋହିତ…

କଂଗ୍ରେସରେ ଯୋଗ ଦେବେ କି ଭଜି !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ରାଜନୀତି ଏଂଟ୍ରି ନେଇ ଅଟକଳ ଜୋର ଧରିଛି । ପ୍ରଥମେ ସେ ବିଜେପିରେ ଯୋଗ ଦେବା ନେଇ ଆଲୋଚନା ଚାଲିବା ପରେ ସେ ନିଜେ ଏହାକୁ ଖଣ୍ଡନ କରିଥିଲେ । ଆଜି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂ…

ମୁହଁ ଖୋଲିଲେ କୋହଲି: ଟେଷ୍ଟ ଟିମ ଘୋଷଣା ହେବାର ୧ ଘଂଟା ପୂର୍ବରୁ ମୋତେ ଅଧିନାୟକ ପଦରୁ ହଟାଯାଇଥିଲା

ମୁମ୍ବରଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ବୁଧବାର ବିରାଟ କୋହଲି ଅଧିନାୟକ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଟେଷ୍ଟ ଟିମ ଚୟନ ଠିକ ପୂର୍ବରୁ ଚୟନ କମିଟି ଦିନିକିଆ ଅଧିନାୟକ ପଦରୁ ମୋତେ ହଟାଇଥିଲେ । ଏହା ପୂର୍ବରୁ ସେମାନେ ମୋ ସହିତ…

ଦକ୍ଷିଣ ଆଫ୍ରିକା ଗସ୍ତରେ ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳ ମାତ୍ର ଗୋଟିଏ ଦିନ କ୍ୱାରେଂଟାଇନରେ ରହିବ । ଟିମ ଇଣ୍ଡିଆ ୧୬ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ । ଏହା ପୂର୍ବରୁ ମୁମ୍ବାଇରେ ୩ ଦିନ ଖେଳାଳିମାନେ ବାୟୋବବଲରେ ରହିବ । ସେଠାରେ ପଂହଚିବା ପରେ ହୋଟେଲରେ ଗୋଟିଏ ଦିନ ଅଲଗା…

ଟାଇମ୍ସ ପତ୍ରିକା ୨୦୨୧ର ଶ୍ରେଷ୍ଠ ଖେଳାଳି ହେଲେ ସିମୋନ ବାଇଲ୍ସ

ନ୍ୟୁୟର୍କ: ଆମେରିକାର ଖ୍ୟାତନାମା ଜିମ୍ନାଷ୍ଟ ସିମୋନ ବାଇଲ୍ସ ଟାଇମ୍ସ ମ୍ୟାଗାଜିନର ୨୦୨୧ ବର୍ଷ ପାଇଁ ସବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି । ମାନସିକ ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ସିମୋନ ୨୦୨୧ ଟୋକିଓ ଅଲିମ୍ପିକ୍ସର ୪ଟି ବିଭାଗରେ ଅଂଶଗ୍ରହଣ କରି ନ ଥିଲେ । ସେ ଦି ଟ୍ୱିଷ୍ଟିଜ ନାମକ…

ବିଜୟ ହଜାରେ ଟ୍ରଫି: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ନକଆଉଟକୁ ଉନ୍ନୀତ ହୋଇପାରିଲାନି ଓଡିଶା

ଭୁବନେଶ୍ୱର: ଚମତ୍କାର ପ୍ରଦର୍ଶନ ସତ୍ୱେ ଓଡିଶା ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନାହିଁ । ମଙ୍ଗଳବାର ଏଲିଟ ଗ୍ରୁପ ଏ ମୁକାବିଲାରେ ଓଡିଶା ୬୩ ରନରେ ହିମାଚଳପ୍ରଦେଶଠାରୁ ହାରିଯାଇଛି । ହିମାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୫୦…

ଟିମ ଇଣ୍ଡିଆରେ ସବୁ କିଛି ଠିକ ନାହିଁ: କୋହଲି-ରୋହିତ ବିବାଦ ଘନେଇଲା

ମୁମ୍ବାଇ: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଟିମ ଇଣ୍ଡିଆ ଏକପ୍ରକାର ଦୁଇ ଫାଳ ହୋଇଯାଇଛି କହିଲେ ଭୁଲ ହେବନି । ଆଜି ବିସିସିଆଇର ଜନୈକ ଅଧିକାରୀ ଏକ ୱେବସାଇଟକୁ ସାକ୍ଷତକାର ଦେଇ କହିଛନ୍ତି ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ମତଭେଦ ରହିଛି । ଭାରତୀୟ କ୍ରିକେଟରେ କୋହଲିଙ୍କ ଯୋଗଦାନକୁ…

ଟେଷ୍ଟ ସିରିଜରୁ ଓହରିଲେ ରୋହିତ, ଚୂଡାନ୍ତ ଦଳରେ ପାଂଚାଲ ସାମିଲ !

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିପକ୍ଷ ଟେଷ୍ଟ କ୍ରିକେଟ ସିରିଜରୁ ଭାରତର ରୋହିତ ଶର୍ମା ଓହରି ଯାଇଛନ୍ତି । କ୍ରିକବିଜ ଏବଂ ଅନ୍ୟ କେତେକ ୱେବସାଇଟ ଅନୁସାରେ ତାଙ୍କ ସ୍ଥାନରେ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଏ ଦଳର ଅଧିନାୟକ ପ୍ରିୟାଙ୍କ ପାଂଚାଲଙ୍କୁ…

ରୋହିତ ଶର୍ମା ଆଘାତପ୍ରାପ୍ତ, ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ସୋମବାର ଅଭ୍ୟାସ ସେଶନରେ ଉପ ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଛନ୍ତି । ଥ୍ରୋ ଡାଉନ ସ୍ପେଶାଲିଷ୍ଟ ରାଘବେନ୍ଦ୍ରଙ୍କ ଥ୍ରୋ ରୋହିତଙ୍କ ହାତରେ ସିଧାସଳଖ ବାଜିଥିଲା । ଦୀର୍ଘ ସମୟ ଧରି ସେ…

କୋହଲିଙ୍କ ସହ ବିଶ୍ୱକପ ମ୍ୟାଚ ବେଳେ କଣ କଥା ହୋଇଥିଲ ପ୍ରଶ୍ନରେ ରାଗିଗଲେ ବାବର

କରାଚୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ସୋମବାର ଏକ ସାକ୍ଷାତକାରରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପତ୍ରକାର ପଚାରିଥିଲେ, ତୁମେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ କଣ କଥା ହୋଇଥିଲ ? ଏଥିରେ ବାବର ରାଗିଯିବା ସହ…