Latest Odisha News

BREAKING NEWS

Browsing Category

କ୍ରିକେଟ

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ମନା

କାବୁଲ: ତାଲିବାନ ସରକାର ଇଣ୍ଡିଆନ ପ୍ରିମିୟର ଲିଗର ପ୍ରସାରଣ ଆଫଗାନିସ୍ତାନରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାନାମା ଜାରୀ କରିଛି । ଏଥିରେ ଇସଲାମ ବିରୋଧୀ ସମସ୍ତ କାର୍ଯ୍ୟ ହେଉଥିବାରୁ ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କ୍ରିକେଟ ବୋର୍ଡର ପୂର୍ବ ମିଡିଆ ମ୍ୟାନେଜର…

ପୁନର୍ବାର ଏକ ନମ୍ବର ହେଲେ ମିତାଲୀ

ନୂଆଦିଲ୍ଲୀ: ଆଇସିସି ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ର‌୍ୟାଙ୍କିଙ୍ଗ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଶୀର୍ଷକୁ ଫେରିଛନ୍ତି । ସ୍ମୃତି ମାନ୍ଧାନାଙ୍କ ର‌୍ୟାଙ୍କିଙ୍ଗରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ…

ଟି୨୦ ବିଶ୍ୱକପ ପରେ ଘୋଷିତ ହେଲା ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି ।…

ଭାରତୀୟ କ୍ରିକେଟରଙ୍କ ମ୍ୟାଚ ଫି ବଢ଼ାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ବଢ଼ାଇଛି । ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସିନିୟର କ୍ରିକେଟର(୪୦ ମ୍ୟାଚରୁ ଊର୍ଦ୍ଧ୍ୱ)ଙ୍କୁ ଏଥର ମ୍ୟାଚ ଫିଛା ୬୦୦୦୦ ଟଙ୍କା ମିଳିବ । ସେହିପରି ୨୩ ବର୍ଷରୁ କମ ଖେଳାଳିଙ୍କୁ ୨୫ ହଜାର ଓ…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀକୁ ଖୁବ୍ ଶୀଘ୍ର ଫେରୁଛି ଆନ୍ତର୍ଜାତୀୟ କ୍ରିକେଟ

ଭୁବନେଶ୍ୱର: ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର କଟକ ବାରବାଟୀ ଷ୍ଟାଡିୟମକୁ ଫେରୁଛି ଆନ୍ତର୍ଜାତୀୟ କ୍ରିକେଟ । ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ଅବସରରେ ଆସନ୍ତା ବର୍ଷ ଫେବୃୟାରୀ ୧୫ରେ ବାରବାଟୀରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏଶନ ସମ୍ପାଦକ…

ଗୋଟିଏ ଟିମରୁ ୨୦୦ ମ୍ୟାଚ ଖେଳିବେ କୋହଲି !

ଦୁବାଇ: ଇଣ୍ଡିଆନ ପ୍ରିମର ଲିଗରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯିବ । ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ଏହି ମ୍ୟାଚରେ ସେ ପଡିଆକୁ ଯିବା ମାତ୍ରେ ପ୍ରଥମ ଖେଳାଳି ଭାବେ ଗୋଟିଏ ଟିମ…

କୁମ୍ବଲେ, ଲକ୍ଷ୍ମଣ ଓ ଜୟବର୍ଦ୍ଧନେ ମଧ୍ୟରେ କିଏ ହେବ ଟିମ୍ ଇଣ୍ଡିଆ କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ କୋଚ ଖୋଜା ହେବ । ବିସିସିଆଇ ପରୋକ୍ଷରେ ରବି ଶାସ୍ତ୍ରୀଙ୍କୁ ହଟେଇବା ନେଇ ସଙ୍କେତ ଦେଇ ସାରିଛି । ଶାସ୍ତ୍ରୀ ତାଙ୍କ ପଦରୁ ହଟିଲେ ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ ଓ ଶ୍ରୀଲଙ୍କା ମାହେଲା ଜୟବର୍ଦ୍ଧନେଙ୍କ ମଧ୍ୟରୁ…

ରୋହିତଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ କୋହଲି ଚାହୁଁଥିଲେ !

ନୂଆଦିଲ୍ଲୀ: ବିଶ୍ୱକପ ପରେ ଟି୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ବିରାଟ କୋହଲି ଘୋଷଣା କରି ସାରିଛନ୍ତି । ଭାରତୀୟ କ୍ରିକେଟର ଏହି ଘଡିସନ୍ଧି ମୂହର୍ତରେ ଆଉ ଏକ ଖବର ଚର୍ଚ୍ଚାର କାରଣ ସାଜିଛି । ଏଥିରେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବା ପାଇଁ କୋହଲି ଚୟନ କମିଟିଙ୍କୁ…

ହଠାତ୍ ପାକିସ୍ତାନ ଗସ୍ତ ବାତିଲ କଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷା କାରଣ ଦର୍ଶାଇ ହଠାତ ପାକିସ୍ତାନ ଗସ୍ତ ବାତିଲ କରି ଦେଇଛି । ରାୱଲପିଣ୍ଡିରେ ପ୍ରଥମ ଦିନିକିଆ ଆରମ୍ଭ ହେବାକୁ ଆଉ ୩୦ ମିନିଟ ବାକି ଥିବା ନ୍ୟୁଜିଲାଣ୍ଡ ଏହି ଘୋଷଣା କରିଥିଲା । ଏହି ଗସ୍ତରେ ୩ ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳାଯିବା…

କୋହଲିଙ୍କ ବିରାଟ ଘୋଷଣା, ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆଗାମୀ ଟି୨୦ ବିଶ୍ୱକପ ପରେ ସେ ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେବେ । ତେବେ ସେ ଦିନିକିଆ ଏବଂ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । କୋହଲିଙ୍କ ଇସ୍ତଫା…