Latest Odisha News

BREAKING NEWS

Browsing Category

କ୍ରିକେଟ

ବିସିସିଆଇର ବଡ ଘୋଷଣା: ଏଥର ଆୟୋଜିତ ହେବ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଜି ବଡ ଘୋଷଣା କରିଛି । ଏଥର ଚଳିତ ବର୍ଷ ରଣଜୀ ଟ୍ରଫି ସମେତ ଅନ୍ୟ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଘରୋଇ କ୍ରିକେଟର ଆଗାମୀ ସିଜନ ଅକ୍ଟୋବରରୁ ଆରମ୍ଭ ହେବ । ଗତ ବର୍ଷ କରୋନା ମହାମାରୀ ଯୋଗୁ ସମସ୍ତ ପ୍ରତିଯୋଗିତା ବାତିଲ କରି ଦିଆ…

ଭାରତୀୟ ବୁକିଙ୍କ ସହ ମ୍ୟାଚ ଫିକ୍ସ କରିବା ଅଭିଯୋଗରେ ଦଣ୍ଡିତ ହେଲେ ୟୁଏଇର ଅମୀର, ଅଶଫାକ

ଦୁବାଇ: ଭାରତୀୟ ବୁକିଙ୍କ ସହ ମିଶି ମ୍ୟାଚ ଫିକ୍ସ କରିବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି ୟୁଏଇର ଦୁଇ ଖେଳାଳି ଅମୀର ହୟାତ ଓ ଅଶଫାକ ଅହମ୍ମଦ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସେମାନଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଟି୨୦ ବିଶ୍ୱକପ କ୍ୱାଲିଫାଇଂ ରାଉଣ୍ଡ ମ୍ୟାଚ ଫିକ୍ସ କରିବା ପାଇଁ…

ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତ ବିପକ୍ଷ ସିରିଜରୁ ବାଦ୍ ପଡିଲେ ମେଣ୍ଡିସ, ଦନୁଷ୍କା, ଡିକୱେଲ

କଲମ୍ବୋ: କରୋନା କଟକଣା ନ ମାନି ହୋଟେଲ ବାହାରେ ଧୂମପାନ କରିବା ଶ୍ରୀଲଙ୍କାର କେତେକ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ବିଶୃଙ୍ଖଳିତ ଖେଳାଳିମାନେ ହେଲେ କୁସଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ ଡିକୱେଲ । ଇଂଲଣ୍ଡ ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଦ୍ୱିତୀୟ ସଂସ୍କରଣର ପଂଏଟ ପଦ୍ଧତି ଘୋଷଣା କଲା ଆଇସିସି

ଭୁବନେଶ୍ୱର: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବୁଧବାର ଏହାର ପଂଏଟ ପଦ୍ଧତି ଆଇସିସି ଘୋଷଣା କରିଛି । ଅଗଷ୍ଟରେ ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜରୁ ଏହା ଆରମ୍ଭ ହେବ । ସମୁଦାୟ ୯ଟି ଟିମ୍ ଏହି…

ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କଲା ଆଇସିସି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଚଳିତ ବର୍ଷର ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କରିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କରୋନା ମହାମାରୀ ଯୋଗୁ ଏହାକୁ ୟୁଏଇରେ କରିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା । ମଙ୍ଗଳବାର ଆଇସିସି ଏହି ଅନୁରୋଧ ରକ୍ଷା କରିଛି । ଅକ୍ଟୋବର ୧୭ରୁ…

ୟୁଏଇରେ ଟି୨୦ ବିଶ୍ୱକପ କରିବା ନେଇ ଆଇସିସିକୁ ବିଧିବଦ୍ଧ ଭାବେ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ: ୟୁଏଇରେ ଭାରତ ବିଶ୍ୱକପ ଆୟୋଜନ କରିବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଜଣାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଛନ୍ତି । ବିିସିସିଆଇ ଏ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ସୋମବାର ପତ୍ର ଲେଖି…

ଭାରତୀୟ ମହିଳା କ୍ରିକେଟରେ କଳଙ୍କ, ଡୋପ ଟେଷ୍ଟରେ ଧରାପଡିଲେ ଅଂଶୁଳା

ନୂଆଦିଲ୍ଲୀ:ଭାରତୀୟ ମହିଳା କ୍ରିକେଟରେ କଳଙ୍କ ଲାଗିଛି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି (ନାଡା) ସୋମବାର ଅଂଶୁଳା ରାଓଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରିଛି । ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଅଂଶୁଳା ଡୋପ ଟେଷ୍ଟରେ ଧରାପଡିଛନ୍ତି । ମଧ୍ୟପ୍ରଦେଶର ଏହି ଖେଳାଳିଙ୍କ ୨ଟି ଯାକ ସାମ୍ପୁଲ…

ଇତିହାସ ରଚିଲେ ଭାରତୀୟ କ୍ରିକେଟର ଲେଡି ସେହ୍ୱାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଲେଡି ସେହ୍ୱାଗ ଭାବେ ପରିଚିତ ଶେଫାଳୀ ବର୍ମା ରବିବାର ପଦାର୍ପଣ ଦିନିକିଆ ମ୍ୟାଚ ଖେଳିବା ସହ ଇତିହାସ ରଚିଛନ୍ତି । ସେ ଭାରତ ପକ୍ଷରୁ କମ୍ ବୟସରେ( ୧୭ ବର୍ଷ ୧୫୦ ଦିନ) ଆନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି…

ଟି୨୦ ବିଶ୍ୱକପ ୟୁଏଇରେ ହେବ !

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଟି୨୦ ବିଶ୍ୱକପ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିସିସିଆଇ ସଚିବ ଜୟ ଶାହଙ୍କ ବୟାନ ପରେ ଭାରତ ଆୟୋଜକ ଭାବେ ରହିବ କିନ୍ତୁ ମ୍ୟାଚ ୟୁଏଇରେ ହେବ ବୋଲି ଜଣାପଡିଛି । ସେ ଏକ ସାକ୍ଷାତକାରରେ କହିଛନ୍ତି, ଆମେ କରୋନା ମହାମାରୀ ସ୍ଥିତି ଉପରେ ସମ୍ପୂର୍ଣ୍ଣ…

ନ୍ୟୁଜିଲାଣ୍ଡ ୱେବସାଇଟରେ ଟିମ୍ ଇଣ୍ଡିଆ ଅଧିନାୟକ କୋହଲିଙ୍କୁ ଅପମାନ

ନୂଆଦିଲ୍ଲୀ: ଭାରତକୁ ହରାଇ ନ୍ୟୁଜିଲାଣ୍ଡ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବିଜୟୀ ହୋଇଛି । ଚାମ୍ପିୟନ ହେବା ଖୁସିରେ ଖେଳୁଆଡ ମନୋଭାବକୁ ପଛରେ ପକାଇ ସେଠାକାର ଏକ ୱେବସାଇଟ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଅପମାନିତ କରିଛି । ଏହି ୱେବସାଇଟ ତାର ଇନଷ୍ଟାଗ୍ରାମ ପେଜରେ ଏକ…