Latest Odisha News

BREAKING NEWS

Browsing Category

କ୍ରିକେଟ

ସୌରଭ ଗାଙ୍ଗୁଲିଙ୍କ ୨୫ ବର୍ଷ ପୁରୁଣା ରେକର୍ଡ ସହ ସମକକ୍ଷ ହେଲେ ନ୍ୟୁଜିଲାଣ୍ଡର କନୱେ

ଲର୍ଡ୍ସ:ନ୍ୟୁଜିଲାଣ୍ଡର ଓପନର ଡେୱେନ କନୱେ ପଦାର୍ପଣ ଟେଷ୍ଟ ମ୍ୟାଚରେ ଇତିହାସ ରଚିଛନ୍ତି । ଲର୍ଡ୍ସରେ ତୃତୀୟ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ସେ ଏହି କୀତିମାନ ସ୍ଥାପନ କରିଛନ୍ତି । ୧୯୮୩ରେ ହ୍ୟାରୀ ଗ୍ରାହାମ ଏବଂ ୧୯୯୬ରେ ଭାରତର ସୌରଭ ଗାଙ୍ଗୁଲି ଏଠାରେ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିଥିଲେ…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ବର୍ଷରେ ୨୯ ଆଇସିସି ଟୁର୍ଣ୍ଣାମେଂଟ

ଦୁବାଇ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୩ରୁ ୨୦୩୧ ପର୍ଯ୍ୟନ୍ତ ଫ୍ୟୁଚର ଟୁର ପ୍ରୋଗ୍ରାମ ଘୋଷଣା କରିଛି । ଏହା ମଧ୍ୟରେ ୨୭ ଆଇସିସି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଏଥିରେ ୪ଟି୨୦ ବିଶ୍ୱକପ ହେବ ଯେଉଁଥିରେ ୨୦ଟି ଦଳ ଅଂଶଗ୍ରହଣ କରିବେ । ୨ଟି…

ସଚିନ, କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଣ୍ଡରସନ

ନୂଆଦିଲ୍ଲୀ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ଭାରତର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ(୨) ଓ ଭାରତ(୫) ବିପକ୍ଷରେ ଇଂଲଣ୍ଡ ମୋଟ ୭ ଟେଷ୍ଟ ଖେଳିବାକୁ ଯାଉଛି । ଆଣ୍ଡରସନ ଯଦି ୬ଟି ଟେଷ୍ଟରେ ଖେଳିବାକୁ…

ଭୁବନେଶ୍ୱରଙ୍କ ନିକଟରେ କରୋନା ଲକ୍ଷଣ, ଏବେ କ୍ୱାରେଂଟାଇନରେ

ମୀରଟ: ଭାରତୀୟ କ୍ରିକେଟର ଦଳର ଷ୍ଟାର ପେସର ଭୁବନେଶ୍ୱର କୁମାରଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇଛି । ଭୁବନେଶ୍ୱର ଏବଂ ତାଙ୍କ ପତ୍ନୀ ସାମ୍ପୁଲ ଟେଷ୍ଟ ପାଇଁ ଦେଇଛନ୍ତି । ଏହାର ରିପୋର୍ଟ ଆସି ନାହିଁ । ଉଭୟ ଏବେ କ୍ୱାରେଂଟାଇନରେ ଅଛନ୍ତି । କିଛି ଦିନ ତଳେ ତାଙ୍କ ମାଆ କରୋନା ସଂକ୍ରମିତ…

ଆଇପିଏଲ-୨୦୨୧ର ବଳକା ମ୍ୟାଚରେ ଖେଳିବେ ନାହିଁ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଆଇପିଏଲ ୧୪ତମ ସଂସ୍କରଣର ବଳକା ମ୍ୟାଚ ୟୁଏଇରେ ଖେଳାଯିବ । ତେବେ ରବିବାର କୋଲକାତା ନାଇଟ ରାଇଡର୍ସକୁ ଏହାର ପ୍ରସ୍ତୁତି ନେଇ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ପ୍ୟାଟ କୁମିନ୍ସ ୟୁଏଇରେ ବାକିତକ ମ୍ୟାଚ ଖେଳିବେ ନାହିଁ ବୋଲି କହିଛନ୍ତି । କୋଲକାତା କୁମିନ୍ସଙ୍କୁ ୨୦୨୦ରେ…

କଣ ପାଇଁ ସଚିନ କହିଲେ ଏହି ୨ଜଣ ଖେଳାଳିଙ୍କ ସହ ନ ଖେଳିବା ଯୋଗୁ ମୋ ଆନ୍ତର୍ଜାତୀୟ କ୍ରିକେଟ ଅସମ୍ପୂର୍ଣ୍ଣ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ୨ଟି ଖେଳାଳିଙ୍କ ସହ ଖେଳିବା ସୁଯୋଗ ନ ପାଇବା ଏହାକୁ ଅସମ୍ପୂର୍ଣ୍ଣ କରିଛି ବୋଲି ସେ କହିଛନ୍ତି । ସଚିନ କହିଛନ୍ତି ମୁଁ ଖେଳ ଆରମ୍ଭ…

ଜାଡେଜା ଶେୟାର କଲେ ଟିମ୍ ଇଣ୍ଡିଆର ନୂଆ ଲୁକ୍‌

ନୂଆଦିଲ୍ଲୀ: ଭାରତ ଜୁନ ୨ରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିବ । ଏହି ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ନୂଆ ଲୁକରେ ଦେଖିବାକୁ ମିଳିବ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହାର ଏକ ଫଟୋ ସୋସିଆଲ…

ଆଇପିଏଲର ବଳକା ମ୍ୟାଚ ୟୁଏଇରେ, ଟି୨୦ ବିଶ୍ୱକପ ଆୟୋଜନ ଓ ଟ୍ୟାକ୍ସ ଛାଡ ନେଇ ମଧ୍ୟ ଆଲୋଚନା

ନୂଆଦିଲ୍ଲୀ:ବିସିସିଆଇର ଶନିବାର ଅନୁଷ୍ଠିତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣର ବଳକା ମ୍ୟାଚ ତକ ୟୁଏଇରେ ଖେଳାଯିବ ବୋଲି ଚୂଡାନ୍ତ ହୋଇଛି । ସେପ୍ଟେମ୍ବର, ଅକ୍ଟୋବରରେ ଭାରତରେ ବର୍ଷା ଋତୁ ଥିବାରୁ…

କ୍ୱାରେଂଟାଇନରେ ବି କଡା ଅଭ୍ୟାସ କରୁଛନ୍ତି ଟିମ୍ ଇଣ୍ଡିଆର ଯୁବ ଖେଳାଳି

ମୁମ୍ବାଇ:ଆସନ୍ତା ମାସରେ ହେବାକୁ ଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ କଡା ଅଭ୍ୟାସ କରୁଛନ୍ତି । ଈଶାନ୍ତ ଶର୍ମା, ମହମ୍ମଦ ସାମି, ରିଷଭ ପନ୍ତ, ଶୁଭମନ ଗିଲ ଜିମରେ ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳିଛି । ୧୮ ଜୁନରେ ଭାରତ ଏବଂ ନ୍ୟୁଜିଲାଣ୍ଡ…

ଇଂଲଣ୍ଡ ଗସ୍ତରେ ଧୋନୀ, ଲୟଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିିରିଜ ଖେଳିବାକୁ ଯାଉଛି । କୋହଲି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ କରିବା ଗୌରବ ଅର୍ଜନ କରିବେ । ସେ…