Latest Odisha News

BREAKING NEWS

Browsing Category

ଫୂଟବଲ

ବିଜୟ ହାସଲ କରି ସମ୍ମାନର ସହ ଅଭିଯାନ ଶେଷ କରିବ ଓଡିଶା ଏଫସି: ଷ୍ଟିଭେନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଶନିବାର ଗୋଆରେ ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ମୁକାବିଲା ହେବ । ଚଳିତ ସିଜନରେ ଓଡିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଦଳ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଶେଷ ଲିଗ ମ୍ୟାଚରେ ବିଜୟ ହାସଲ କରି…

ଖେଳାଳିମାନେ ଲୟକୁ ଫେରିଛନ୍ତି: କୋଚ ପେୟଟନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ ଓଡିଶା ଏଫସି ଡ୍ର ରଖିବା ଫଳରେ ଖେଳାଳିମାନଙ୍କ ମନୋବଳ ବଢ଼ିଛି । କ୍ରମାଗତ ପରାଜୟ ପରେ ଏଥର ଖେଳାଳିମାନେ ଲୟକୁ ଫେରିଛନ୍ତି ବୋଲି କୋଚ ଗେରୀ ପେୟଟନ କହିଛନ୍ତି । ଓଡିଶା ତାର ପରବର୍ତୀ ମ୍ୟାଚରେ ନର୍ଥଇଷ୍ଟ…

ମୋହନବାଗାନ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ବାମ୍ବୋଲିମ୍‌: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ପୁନର୍ବାର ଓଡିଶା ଏଫସିର ଆଉ ଏକ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ମୋହନବାଗାନ ଏଟିକେ ୪-୧ ଗୋଲରେ ଓଡିଶାକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ମୋହନବାଗାନ ପ୍ରଭାବ ବିସ୍ତାର କରି…

ଭଲ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ଏଫସି କୋଚ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଓଡିଶା ଏଫସି ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ କୋଚ ଷ୍ଟୁଆର୍ଟ ବାକ୍ସଟର ବିବାଦୀୟ ପରିସ୍ଥିତିରେ ବିଦା ହୋଇଛନ୍ତି । ଏହି ଘଡିସନ୍ଧି ମୂହର୍ତରେ ଗେରାଲ୍ଡ ପେୟଟନ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । କଠିନ ପରିଶ୍ରମ, ସକାରାତ୍ମକ ପ୍ରଦର୍ଶନ ଏବଂ…

ରେପ୍ ମନ୍ତବ୍ୟ ଯୋଗୁ ବିଦା ହେଲେ ଓଡିଶା ଏଫସି କୋଚ ଷ୍ଟୁଆର୍ଟ ବାକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ମଙ୍ଗଳବାର ଓଡିଶା ଏଫସି ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ କୋଚ ଷ୍ଟୁଆର୍ଟ ବାକ୍ସଟରଙ୍କୁ ବିଦା କରିଛି । କ୍ଲବ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ ସହ ଚୁକ୍ତି ମଧ୍ୟ ବାତିଲ କରାଯାଇଛି । ସୋମବାର ସେ କହିଥିଲେ ଆମର ଜଣେ ଖେଳାଳି ଗଟ ଟୁ ରେପ୍…

ମେସିଙ୍କ ସହ ୫୫୫ ମିଲିୟନ ୟୁରୋ ଚୁକ୍ତି କରିଛି ବାର୍ସିଲୋନା !

ବାର୍ସିଲୋନା : ମହାନ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ସହ ବାର୍ସିଲୋନା ୫୫୫ ମିଲିୟନ ୟୁରୋର ଚୁକ୍ତି କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । କ୍ଲବ କିମ୍ବା ମେସିଙ୍କ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ । ସ୍ପେନିଶ ନ୍ୟୁଜପେପର ଇଲ ମୁଣ୍ଡୋ ପକ୍ଷରୁ ଏହି ଖବର ପ୍ରଥମେ ପ୍ରକାଶ ପାଇଥିଲା ।…

ଓଡିଶା ଏଫସି ପକ୍ଷରୁ ଖେଳିବେ ସ୍କଟଲାଣ୍ଡ ମିଡଫିଲ୍ଡର ଇନମ୍ୟାନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ଓଡିଶା ଏଫସି ପ୍ରଦର୍ଶନ ସ୍ତର ସୁଧାରିବା ପାଇଁ ନୂତନ ରଣନୀତି ଆପଣାଇଛି । ଦଳ ଏଟିକେ ମୋହନବାଗାନ ସହ ବଦଳ ଚୁକ୍ତି ମାଧ୍ୟମରେ ସ୍କଟଲାଣ୍ଡର ବ୍ରାଡ ଇନମ୍ୟାନଙ୍କୁ ସାମିଲ କରିଛି । ଇନମ୍ୟାନ ଆଇଏସଏଲର ଆଗାମୀ…

ଆଇଏସଏଲ: ବେଙ୍ଗାଲୁର ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ଓ ବେଙ୍ଗାଲୁର ମ୍ୟାଚ ୧-୧ ଡ୍ରରେ ସମାପ୍ତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ଆରମ୍ଭରୁ ଓଡିଶା ଭଲ ପ୍ରଦର୍ଶନ କରିଥିଲା । ମ୍ୟାଚର ୮ମ ମିନିଟରେ ଡିଏଗୋ ମୌରିସିଓ ଦଳ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।…

କ୍ରିଷ୍ଟିଆନ ରୋନାଲ୍ଡୋ ହେଲେ ଫୁଟବଲ ଇତିହାସର ସର୍ବାଧିକ ଗୋଲ ସ୍କୋରର

ରୋମ:ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଅଷ୍ଟ୍ରିଆର ଜୋସେଫ ବିକାନ, ବ୍ରାଜିଲର ପେଲେ ଓ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି । ଇଟାଲିୟନ ସୁପର କପ ଫାଇନାଲରେ ୟୁଭେଂଟସର…

ଅଶୋଭନୀୟ ଆଚରଣ ନେଇ ମେସି ୨ଟି ମ୍ୟାଚରୁ ବାସନ୍ଦ

ମାଡ୍ରିଡ: ସ୍ପାନିଶ ସୁପର କପ୍ ଫୁଟବଲରେ ଅଶୋଭନୀୟ ବ୍ୟବହାର ନେଇ ଲିଓନେଲ ମେସିଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ବାର୍ସିଲୋନାର ଏହି ଷ୍ଟାର ଖେଳାଳି ଆଟଲେଟିକ ବିଲବାଓ ବିପକ୍ଷ ମ୍ୟାଚରେ ବିପକ୍ଷ ଦଳର ଆସିଆ ଭିଲାଲିବ୍ରେଙ୍କୁ ଡାହାଣ ହାତରେ ଜାଣିଶୁଣି ଆଘାତ ଦେଇଥିଲେ । ଏଥିଯୋଗୁ…