Latest Odisha News

BREAKING NEWS

Browsing Category

ଫୂଟବଲ

ଓଡିଶା ଏଫସି ପକ୍ଷରୁ ଖେଳିବେ ସ୍କଟଲାଣ୍ଡ ମିଡଫିଲ୍ଡର ଇନମ୍ୟାନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ଓଡିଶା ଏଫସି ପ୍ରଦର୍ଶନ ସ୍ତର ସୁଧାରିବା ପାଇଁ ନୂତନ ରଣନୀତି ଆପଣାଇଛି । ଦଳ ଏଟିକେ ମୋହନବାଗାନ ସହ ବଦଳ ଚୁକ୍ତି ମାଧ୍ୟମରେ ସ୍କଟଲାଣ୍ଡର ବ୍ରାଡ ଇନମ୍ୟାନଙ୍କୁ ସାମିଲ କରିଛି । ଇନମ୍ୟାନ ଆଇଏସଏଲର ଆଗାମୀ…

ଆଇଏସଏଲ: ବେଙ୍ଗାଲୁର ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ଓ ବେଙ୍ଗାଲୁର ମ୍ୟାଚ ୧-୧ ଡ୍ରରେ ସମାପ୍ତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ଆରମ୍ଭରୁ ଓଡିଶା ଭଲ ପ୍ରଦର୍ଶନ କରିଥିଲା । ମ୍ୟାଚର ୮ମ ମିନିଟରେ ଡିଏଗୋ ମୌରିସିଓ ଦଳ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।…

କ୍ରିଷ୍ଟିଆନ ରୋନାଲ୍ଡୋ ହେଲେ ଫୁଟବଲ ଇତିହାସର ସର୍ବାଧିକ ଗୋଲ ସ୍କୋରର

ରୋମ:ପର୍ତୁଗାଲର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଇତିହାସରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଅଷ୍ଟ୍ରିଆର ଜୋସେଫ ବିକାନ, ବ୍ରାଜିଲର ପେଲେ ଓ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି । ଇଟାଲିୟନ ସୁପର କପ ଫାଇନାଲରେ ୟୁଭେଂଟସର…

ଅଶୋଭନୀୟ ଆଚରଣ ନେଇ ମେସି ୨ଟି ମ୍ୟାଚରୁ ବାସନ୍ଦ

ମାଡ୍ରିଡ: ସ୍ପାନିଶ ସୁପର କପ୍ ଫୁଟବଲରେ ଅଶୋଭନୀୟ ବ୍ୟବହାର ନେଇ ଲିଓନେଲ ମେସିଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ବାର୍ସିଲୋନାର ଏହି ଷ୍ଟାର ଖେଳାଳି ଆଟଲେଟିକ ବିଲବାଓ ବିପକ୍ଷ ମ୍ୟାଚରେ ବିପକ୍ଷ ଦଳର ଆସିଆ ଭିଲାଲିବ୍ରେଙ୍କୁ ଡାହାଣ ହାତରେ ଜାଣିଶୁଣି ଆଘାତ ଦେଇଥିଲେ । ଏଥିଯୋଗୁ…

ଅବସର ନେଲେ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ରୁନୀ

ଲଣ୍ଡନ:ଇଂଲଣ୍ଡ ଫୁଟବଲର ମହାନ ଖେଳାଳି ଭାବେ ବିବେଚିତ ୱେନ ରୁନୀ ଶୁକ୍ରବାର ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ଏହି ପ୍ରତିଷ୍ଠିତ ଖେଳାଳି ଡର୍ବି କାଉଂଟିର ମ୍ୟାନେଜର ଦାୟିତ୍ୱ ତୁଲାଇବେ । କ୍ଲବ ତାଙ୍କ ସହ ଅଢ଼େଇ ବର୍ଷ ପାଇଁ ଚୁକ୍ତି କରିଛି । ଆନ୍ତର୍ଜାତୀୟ ସ୍ତରରେ ରୁନୀ ଇଂଲଣ୍ଡ…

ରାଜ ଅଠାୱାଲ ହେଲେ ଓଡିଶା ଏଫସିର ନୂତନ ସଭାପତି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲ ଅବସରରେ ରାଜ ଅଠାୱାଲଙ୍କୁ ଗୁରୁବାର ଓଡିଶା ଏଫସିର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେ ଏହା ପୂର୍ବରୁ ଗ୍ଲାସଗୋ ରେଞ୍ଜର୍ସ, କୋଭେଂଟ୍ରି ସିଟି ଓ ୱାଟଫୋର୍ଡ କ୍ଲବ ପକ୍ଷରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ତାଙ୍କର ୨୫ ବର୍ଷର…

୮ ମ୍ୟାଚ ପରେ ବିଜୟ ସ୍ୱାଦ ଚାଖିଲା ଓଡିଶା ଏଫସି, ୪-୨ରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ୍‌ଠାରେ ଗୁରୁବାର ଅନୁଷ୍ଠିତ ଆଇଏସଏଲର ଏକ ମ୍ୟାଚରେ ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । କ୍ରମାଗତ ୮ ମ୍ୟାଚ ପରେ ଓଡିଶା ବିଜୟ ସ୍ୱାଦ ଚାଖିଛି । କେରଳ ପକ୍ଷରୁ ଜୋର୍ଡାନ ମୁରେ ମ୍ୟାଚର ୭ମ ମିନିଟରେ ଗୋଲ…

ଆଇଏସଏଲ: ଓଡିଶା ଏଫସିର ନୈରାଶ୍ୟଜନକ ପ୍ରଦର୍ଶନ ଜାରି, ଇଷ୍ଟବେଙ୍ଗଲଠାରୁ ୩-୧ରେ ହାରିଲା

ଭୁବନେଶ୍ୱର:ଗୋଆର ତିଳକମୈଦାନ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମୁକାବିଲାରେ ଓଡିଶା ଏଫସି ପୁନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଇଷ୍ଟବେଙ୍ଗଲ ୩-୧ ଗୋଲରେ ଓଡିଶା ବିପକ୍ଷରେ ସହଜ ବିଜୟ ହାସଲ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଇଷ୍ଟବେଙ୍ଗଲ ପ୍ରଭାବୀ…

୨୦୨୭ ଏସିଆନ୍ କପ୍ ଫୁଟବଲ ପାଇଁ ଭାରତର ବିଡ୍ ଦାଖଲ: ୧୧ ସହର ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ୨୦୨୭ ଏସିଆନ୍ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଭାରତ ବିଡ୍ ଦାଖଲ କରିଛି । ଏସୀୟ  ଫୁଟବଲ ମହାସଂଘ ଏହା ଘୋଷଣା କରିଛି । ୧୧ ସହରର ୧୨ଟି ଷ୍ଟାଡିୟମରେ ମ୍ୟାଚଗୁଡିକର ଆୟୋଜନ ପାଇଁ ଚୟନ କରାଯାଇଛି । ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଛି । ଟୁର୍ଣ୍ଣାମେଂଟର ଆୟୋଜନ…

ଆରପାରିରେ ଫୁଟବଲ ଅଲିମ୍ପିଆନ୍ ନିଖିଳ ନନ୍ଦୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ନିଖିଳ ନନ୍ଦୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୫୬ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଭାରତ ୪ର୍ଥ ସ୍ଥାନରେ ରହିଥିଲା । ଏହି ସମୟକୁ ଭାରତୀୟ ଫୁଟବଲର ସ୍ୱର୍ଣ୍ଣିମ ଯୁଗ ବୋଲି କୁହାଯାଏ । ଦୀର୍ଘ ଦିନ…