Latest Odisha News

BREAKING NEWS

Browsing Category

ଫୂଟବଲ

ଭାରତୀୟ ଫୁଟବଲର ମହାନ ଖେଳାଳି ଚୁନ୍ନି ଗୋସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ଚୁନ୍ନି ଗୋସ୍ୱାମୀଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ନେତୃତ୍ୱରେ ଭାରତ ୧୯୬୨ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲା । ଚୁନ୍ନି ଗୋସ୍ୱାମୀ ଜଣେ ଭଲ କ୍ରିକେଟ…

ବେକହାମଙ୍କ ମତରେ ମେସି ଶ୍ରେଷ୍ଠ, ରୋନାଲ୍ଡୋ ଦ୍ୱିତୀୟ ସ୍ଥାନରେ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ଆର୍ଜେଂଟିନାର ଲିଓନେଲ ମେସିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଜଣେ ଭିନ୍ନ ଧରଣର ଖେଳାଳି । ତାଙ୍କ ପରି କିଏ ହେବେ ନାହିଁ । ମୋ ମତରେ ସେ ଶ୍ରେଷ୍ଠ ଫୁଟବଲ ଖେଳାଳି । ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଭଲ ଖେଳାଳି ହୋଇଥିଲେ…

ଆଇ ଲିଗ୍ ଅଧାରୁ ବନ୍ଦ ହେଲା, ମୋହନବାଗାନ ଚାମ୍ପିୟନ ଘୋଷିତ

କୋଲକାତା: କରୋନା ଭାଇରସ ଯୋଗୁ ଆଇ ଲିଗ୍ ଅଧାରୁ ବନ୍ଦ କରାଯାଇଛି । ବଳକା ୨୮ଟି ମ୍ୟାଚ୍‌କୁ ବାତିଲ  ହେବାରୁ ମୋହନ ବାଗାନଙ୍କୁ କମିଟି ପକ୍ଷରୁ ଚାମ୍ପିୟନ ଘୋଷଣା କରାଯାଇଛି । କରୋନା ପାଇଁ ମେ ୩ ତାରିଖ ଯାଏ ସାରା ଦେଶରେ ଲକଡାଉନ ଜାରି କରାଯାଇଛି । ଲକଡାଉନ ଯୋଗୁ ଲୋକଙ୍କୁ ଘରୁ ବାହାରିବାକୁ…

ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ନର୍ମାନଙ୍କ ଜୀବନ ନେଲା କିଲର କରୋନା

ଲିଡ୍ସ: ଇଂଲଣ୍ଡର ଖ୍ୟାତନାମା ଫୁଟବଲ ଖେଳାଳି ନର୍ମାନ ହଂଟରଙ୍କ ଜୀବନ ନେଇଛି କିଲର କରୋନା । ୭୬ ବର୍ଷୀୟ ଏହି ଖେଳାଳି କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥ୍ୟୃାବସ୍ଥ ବିଗିଡି ଥିଲା । ଏପ୍ରିଲ ୧୦ରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସମସ୍ତ ଉଦ୍ୟମ କରାଯିବା ସତ୍ୱେ…

ଏଏଫ୍‌ସି ଚାମ୍ପିୟନ୍ସ ଲିଗ, ଏଏଫ୍‌ସି କପ୍ ଆୟୋଜନ ହେବ !

କୁଆଲାଲମ୍ପୁର: କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟଗୁଡିକୁ ଆୟୋଜନ କରିବା ନେଇ ଆୟୋଜକ ଦେଶଗୁଡିକ ଧିରେ ଧିରେ ଅଂଟା ଭିଡୁଛନ୍ତି । ଏସିଆରେ ଫୁଟବଲ ଟୁର୍ନାମେଣ୍ଟଗୁଡିକ ଆୟୋଜନ ଚାଲୁ ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ…

ଜେଲରୁ ମୁକୁଳିଲେ ଫୁଟବଲର୍ ରୋନାଲଡିନୋ, ଏବେ ଗୃହବନ୍ଦୀ !

ପାରାଗୁଏ: ୬ମାସ ଜେଲ ଦଣ୍ଡାଦେଶ ଥିଲେ ବି ମାତ୍ର ୩୨ଦିନ ପରେ ପାରାଗୁଏ ଜେଲରୁ ମୁକୁଳିଲେ ରୋନାଲଡିନୋ । ଫେକ୍ ପାସ୍‌ପୋର୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । Ronaldinho has been released from prison in Paraguay after paying 1.6 million US dollars ?…

ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ଗୋଞ୍ଜାଲେଜଙ୍କ ଆତ୍ମହତ୍ୟା, କରୋନା ସଂକ୍ରମଣ ନେଇ ଚାପରେ ଥିଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ବର୍ଣ୍ଣାଡ ଗୋଞ୍ଜାଲେଜ ସୋମବାର ଆତ୍ମହତ୍ୟା କରିଛନ୍ତି । ୧୦ ବର୍ଷୀୟ ଏହି ଲୋକପ୍ରିୟ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ । ଏଥିନେଇ ସେ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଦୀର୍ଘ ୨୦ ବର୍ଷ ଧରି କ୍ଲବ ସହିତ…

ଇଂଲିଶ ପ୍ରିମିୟର ଲିଗ୍ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ

ଲଣ୍ଡନ: ଇଂଲିଶ ପ୍ରିମିୟର ଲିଗ୍ ଲୋକପ୍ରିୟ ଫୁଟବଲ ଟୁର୍ନାମେଂଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରିଦିଆଯାଇଛି । କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ ନ ହେଲା ପର୍ଯ୍ୟନ୍ତ ଏହା ଖେଳାଯିବ ନାହିଁ । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଆମର ଦାୟିତ୍ୱ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।…

କରୋନା ମହାପ୍ରଭାବ; ଫିଫା (U-17) ମହିଳା ଫୁଟବଲ୍ ବିଶ୍ୱକପ୍ ସ୍ଥଗିତ !

ଭୁବନେଶ୍ୱର: ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବନି ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ ପ୍ରତିଯୋଗୀତା । ଶନିବାର ଦିନ ଫିଫାର ବିଶ୍ୱ ପରିଚାଳନା କମିଟି ଏହି ପ୍ରତିଯୋଗୀତାକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । Dedicated COVID-19 working group proposes…

ଭାରତୀୟ ଫୁଟବଲ କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ପରଲୋକ

କୋଲକାତା: ଭାରତୀୟ ଫୁଟବଲ ଜଗତର କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ଶୁକ୍ରବାର ଦିନ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ମୃତୁ୍ୟବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।…