Latest Odisha News

BREAKING NEWS

Browsing Category

ଫୂଟବଲ

ୟୁରୋ ଚାମ୍ପିୟନଶିପ୍,କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ:ବିଶ୍ୱ ଫୁଟବଲ ଦୁଇ ବଡ ଟୁର୍ଣ୍ଣାମେଂଟ କୋପା ଆମେରିକା ଓ ୟୁରୋ ଚାମ୍ପିୟନଶିପକୁ କୋରନା ଭାଇରସ ସତର୍କତା ଦୃଷ୍ଟିକୋଣରୁ ବାତିଲ କରି ଦିଆଯାଇଛି । ଆସନ୍ତା ବର୍ଷକୁ ଏହା ଘୁଚାଂଇ ଦିଆଯାଇଛି । ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ୟୁରୋ ଚାମ୍ପିୟନଶିପ୍ ଆୟୋଜିତ ହେବାର ଥିଲା ଆସନ୍ତାବର୍ଷ ଏହି…

ରେକର୍ଡ ତୃତୀୟ ଥର ପାଇଁ ଇଣ୍ଡିଆନ ସୁପର୍ ଲିଗ୍ ଚାମ୍ପିଅନ ହେଲା ଏଟିକେ ଟିମ୍

ଗୋଆ: ଇଣ୍ଡିଆନ ସୁପର୍ ଲିଗ୍ ଫାଇନାଲ ରେ ଚେନ୍ନାଇ-ଇନ ଫୁଟବଲ କ୍ଲବକୁ ୩-୧ ଗୋଲ ରେ ହରାଇ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି କୋଲକାତାର ଏଟିକେ ଫୁଟବଲ କ୍ଲବ । ??????? ???????!@ATKFC are the #HeroISL 2019-20 CHAMPIONS ?#HeroISLFinal #LetsFootball…

ହିରୋ ଜୁନିୟର ଲିଗ୍ ଫୁଟବଲ: ପଞ୍ଜାବକୁ ହରାଇଲା ଓଡିଶା

ନୂଆଦିଲ୍ଲୀ: ହିରୋ ଜୁନିୟର ଲିଗ୍ ୨୦୧୯-୨୦ର ଏକ ମୁକାବିଲାରେ ଓଡିଶାର ୧୫ ବର୍ଷରୁ କମ୍ ଫୁଟବଲ ଟିମ୍ ୨-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି । ଦିଲ୍ଲୀର ଜବାହାଲାଲ ନେହେରୁ ଷ୍ଟାଡିୟମର ଟ୍ରେନିଂ ପିଚ୍-୨ରେ ଏହି ମ୍ୟାଚ ଅନୁÂିତ ହୋଇଥିଲା । ଓଡିଶା ଏହି ବିଜୟ ସହ ୮ ମ୍ୟାଚରୁ ୧୬ ପଏଂଟ ହାସଲ…

ଫିଫା ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ:ଭାରତୀୟ ସମ୍ଭାବ୍ୟ ଦଳରେ ସୁଯୋଗ ପାଇଲେ ଓଡିଶାର ଶୁଭମ

ଭୁବନେଶ୍ୱର:ଫିଫା ବିଶ୍ୱକପ ୨୦୨୨ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ପାଇଁ ହେବାକୁ ଥିବା ମୁକାବିଲାରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥ୍ାନ ପାଇଛନ୍ତି ଓଡିଶାର ଶୁଭମ ଷଡଙ୍ଗୀ । ଗ୍ରୁପ ଇ’ର ମାର୍ଚ୍ଚ ୨୬ରେ କତାର ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ସ୍ଥାନ ପାଇଛନ୍ତି । ଗୁୁରୁବାର ମୁଖ୍ୟ କୋଚ ଆଇଗର…

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ: ଜ୍ୟାକେଟ, ମାସକଟ୍ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ୍ ୨୦୨୦ କପ, ଜ୍ୟାକେଟ ଏବଂ ମାସକଟ୍ ଉନ୍ମୋଚିତ କରିଛନ୍ତି । ରାଜ୍ୟର ୯ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ…

ହିରୋ ଇଲାଇଟ୍ ଲିଗ୍‌: ବାଇଚୁଙ୍ଗ୍ ଭୁତିଆ ଫୁଟବଲ କ୍ଲବକୁ ୫-୨ ଗୋଲରେ ପରାସ୍ତ କଲା ‘ଓଡ଼ିଶା ଏଫସି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ୧୮ ବର୍ଷରୁ କମ୍ ‘ହିରୋ ଇଲାଇଟ୍ ଲିଗ୍ ୨୦୧୯-୨୦’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଖେଳାଯାଇଥିବା ଏକ ମ୍ୟାଚରେ ଭୁବନେଶ୍ୱରର ଓଡ଼ିଶା ଏଫସି ୫-୨ ଗୋଲରେ ପରାସ୍ତ କରିଛି । ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ହ୍ୟାଟ୍ରିକ୍ ଅର୍ଜନ…

ପେଲେ ଅବସାଦଗ୍ରସ୍ତ, ଚାଲିବୁଲି ପାରୁ ନାହାନ୍ତି

ରିଓ ଡି’ଜାନେରିଓ: ବ୍ରାଜିଲର ମହାନ ଫୁଟବଲ ଖେଳାଳୀ ପେଲେ ଏବେ ମାନସିକ ଅବସାଦଗ୍ରସ୍ତର ଶୀକାର ହୋଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ମଧ୍ୟରେ ରହୁଥିବାରୁ ସେ ଏବେ ଚଲାବୁଲା କରିବାକୁ ମଧ୍ୟ ସକ୍ଷମ ନୁହନ୍ତି । ନିକଟରେ ମୂତ୍ରାଶୟ ସଂକ୍ରମଣ ଯୋଗୁ ସେ ୧୩ ଦିନ ଡାକ୍ତରଖାନାରେ ବିତାଇଥିଲେ ବୋଲି…