Latest Odisha News

BREAKING NEWS

Browsing Category

ଫୂଟବଲ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ: ଜ୍ୟାକେଟ, ମାସକଟ୍ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ୍ ୨୦୨୦ କପ, ଜ୍ୟାକେଟ ଏବଂ ମାସକଟ୍ ଉନ୍ମୋଚିତ କରିଛନ୍ତି । ରାଜ୍ୟର ୯ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ…

ହିରୋ ଇଲାଇଟ୍ ଲିଗ୍‌: ବାଇଚୁଙ୍ଗ୍ ଭୁତିଆ ଫୁଟବଲ କ୍ଲବକୁ ୫-୨ ଗୋଲରେ ପରାସ୍ତ କଲା ‘ଓଡ଼ିଶା ଏଫସି

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଚାଲିଥିବା ୧୮ ବର୍ଷରୁ କମ୍ ‘ହିରୋ ଇଲାଇଟ୍ ଲିଗ୍ ୨୦୧୯-୨୦’ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗୁରୁବାର ଦିନ ଖେଳାଯାଇଥିବା ଏକ ମ୍ୟାଚରେ ଭୁବନେଶ୍ୱରର ଓଡ଼ିଶା ଏଫସି ୫-୨ ଗୋଲରେ ପରାସ୍ତ କରିଛି । ଓଡ଼ିଶା ଏଫସି ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ହ୍ୟାଟ୍ରିକ୍ ଅର୍ଜନ…

ପେଲେ ଅବସାଦଗ୍ରସ୍ତ, ଚାଲିବୁଲି ପାରୁ ନାହାନ୍ତି

ରିଓ ଡି’ଜାନେରିଓ: ବ୍ରାଜିଲର ମହାନ ଫୁଟବଲ ଖେଳାଳୀ ପେଲେ ଏବେ ମାନସିକ ଅବସାଦଗ୍ରସ୍ତର ଶୀକାର ହୋଇଛନ୍ତି । ଦୀର୍ଘ ଦିନ ଧରି ଅସୁସ୍ଥତା ମଧ୍ୟରେ ରହୁଥିବାରୁ ସେ ଏବେ ଚଲାବୁଲା କରିବାକୁ ମଧ୍ୟ ସକ୍ଷମ ନୁହନ୍ତି । ନିକଟରେ ମୂତ୍ରାଶୟ ସଂକ୍ରମଣ ଯୋଗୁ ସେ ୧୩ ଦିନ ଡାକ୍ତରଖାନାରେ ବିତାଇଥିଲେ ବୋଲି…