Latest Odisha News
Browsing Category

ଫୂଟବଲ

ବିଶ୍ୱକପରେ ଆର୍ଜେଂଟିନାଠାରୁ ପରାଜିତ ହେବା ସତ୍ୱେ ଫ୍ରାନ୍ସରେ ମେସିଙ୍କୁ ଜୋରଦାର ସ୍ୱାଗତ

ପ୍ୟାରିସ: ଫିଫା ବିଶ୍ୱକପରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଂଟିନା ଚାମ୍ପିୟନ ହୋଇଛି । ତେବେ ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସୀ ବୁଧବାର ଯେତେବେଳେ ଫ୍ରାନ୍ସରେ ପଂହଚିଥିଲେ ତାଙ୍କୁ ସାଥୀ ଖେଳାଳିମାନେ ଜୋରଦାର ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ମେସି ପ୍ୟାରିସ ସେଂଟ ଜର୍ମନ କ୍ଲବ…

ମହିଳାଙ୍କ ସହ ଏକତ୍ର ପାର୍ଟି କରିବା ଯୋଗୁ ଗିରଫ ହେଲେ ଇରାନ ଫୁଟବଲ ଖେଳାଳି

ତେହେରାନ: ଇରାନରେ ଡିସେମ୍ବର ୩୧ ରାତିରେ ନୂତନ ବର୍ଷ ମଉଜ କରିବା ସ୍ଥାନୀୟ ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପାର୍ଟିରେ ମହିଳାଙ୍କ ଉପସ୍ଥିତି ଏବଂ ମଦ୍ୟପାନ କରିବା ସେମାନଙ୍କୁ ଅଡୁଆରେ ପକାଇଛି । ପୋଲିସ ସେମାନଙ୍କୁ ଗିରଫ କରିଛି । ଇରାନର ଏକ ପ୍ରତିଷ୍ଠିତ କ୍ଲବର…

ଅଲ ନସ୍ର ସହ ଚୁକ୍ତି ପରେ ରୋନାଲ୍ଡୋ ହେଲେ ବିଶ୍ୱର ସବୁଠାରୁ ଧନୀ ଖେଳାଳି

ରିୟାଦ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବର ଅଲ ନସ୍ର କ୍ଲବ ସହ ୨ବର୍ଷ ୬ମାସ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ରୟଟର୍ସ ଅନୁସାରେ ରୋନାଲ୍ଡୋଙ୍କୁ ଏ ନେଇ ୧୭୭୫ କୋଟି ଟଙ୍କା ପ୍ରଦାନ କରାଯିବ । ୩୭ ବର୍ଷୀୟ ରୋନାଲ୍ଡୋ ଏଥିସହ ସବୁଠାରୁ ଧନୀ ଖେଳାଳି ପାଲଟି…

ଫିଫା ବିଶ୍ୱକପ ପରେ ଚାହିଦାରେ ଏହି ଖେଳାଳିମାନେ, ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆସିଲାଣି ଅଫର

ଦୋହା: ଫିଫା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏବେ ମାଲାମାଲ ହେବାକୁ ଯାଉଛନ୍ତି । ବଡ ବଡ କ୍ଲବଗୁଡିକ ଏହି ଉଦୀୟମାନ ଷ୍ଟାର ଖେଳାଳିଙ୍କ ପିଛା ୭୦୦ରୁ ୮୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଇ ସାରିଲେଣି । ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ ନେବା ପାଇଁ କ୍ଲବଗୁଡିକ ବ୍ୟଗ୍ର ହୋଇ…

ଫିଫା ବିଶ୍ୱକପର ସମସ୍ତ ମ୍ୟାଚ ଦେଖି ବିଶ୍ୱ ରେକର୍ଡ କଲେ ୟୁକେର ଥିଓ

ଲଣ୍ଡନ: ଫିଫା ବିଶ୍ୱକପ ୨୦୨୨ର ସମାପ୍ତ ହୋଇଯାଇଛି । ଆର୍ଜେଂଟିନା ଚାମ୍ପିୟନ ହୋଇ ଦୀର୍ଘ ଦିନର ଆଶା ପୂରଣ କରିଛି । ଫାଇନାଲରେ ଲିଓନେଲ ମେସିଙ୍କ ଟିମ ଫ୍ରାନ୍ସକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରିଥିଲା । ତେବେ ଏହି ବିଶ୍ୱକପରେ ଇଂଲଣ୍ଡର ଥିଓ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ସମସ୍ତ…

ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଲେ ଫ୍ରାନ୍ସ ଷ୍ଟାର କରୀମ ବେଞ୍ଜେମା

ଦୋହା: ଫିଫା ବିଶ୍ୱକପ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ଆର୍ଜେଂଟିନା ନିକଟରୁ ପରାସ୍ତ ହୋଇଛି ଫ୍ରାନ୍ସ । ଏଥିରେ ନିରାଶ ହୋଇ ପଡିଛନ୍ତି ଫ୍ରାନ୍ସ ଖେଳାଳି ଓ ପ୍ରଶଂସକ । ୩୫ ବର୍ଷୀୟ ଷ୍ଟାର ଖେଳାଳି କରୀମ ବେଞ୍ଜେମା ସୋମବାର ଆନ୍ତର୍ଜାତୀୟ ମୁକାବିଲାରୁ ଅବସର ଘୋଷଣା କରିଛନ୍ତି । ଏହି…

ମାରାଡୋନା ଯୁଗ ପରେ ଏବେ ଆର୍ଜେଣ୍ଟିନା ମେସିମୟ

ଦୋହା: ଫ୍ରାନ୍ସକୁ ବିଶ୍ୱକପ ଫୁଟବଲ ଫାଇନାଲରେ ପରାସ୍ତ କରି ଆର୍ଜେଂଟିନା ୩୬ ବର୍ଷ ପରେ ଚାମ୍ପିୟନ ହୋଇଛି । ଆଉ ଏଥିସହ ଆର୍ଜେଂଟିନାରେ ମାରାଡୋନା ଯୁଗ ପରେ ଆରମ୍ଭ ହୋଇ ମେସିଙ୍କ ଅଧ୍ୟାୟ । ୨୦୧୮ ବିଶ୍ୱକପ ଏବଂ କୋପା ଆମେରିକା ପରାଜୟ ପରେ ମେସି ଅବସର ଘୋଷଣା କରିଥିଲେ । ତାଙ୍କୁ ମନେଇବା ପାଇଁ…

ଫିଫା ବିଶ୍ୱକପ ମହା ମୁକାବିଲା ଆଜି: ମେସି ମ୍ୟାଜିକ ନା ବାପ୍ପେ କରିବେ କମାଲ

ଦୋହା: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ ଫାଇନାଲ । ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ଏହି ରୋମାଂଚକ ମୁକାବିଲା ପାଇଁ ପଡିଆ, ଖେଳାଳି, ରେଫରୀ ଆଉ ପ୍ରଶଂସକ ପ୍ରସ୍ତୁତ ହୋଇ ସାରିଲେଣି । ଚାମ୍ପିୟନ ଫ୍ରାନ୍ସ ଟାଇଟଲ ବଜାୟ ରଖିବାକୁ ଚାହିଁବା ବେଳେ ଆର୍ଜେଂଟିନା…

ଫିଫା ବିଶ୍ୱକପ : ଫାଇନାଲ ପୂର୍ବରୁ ଫ୍ରାନ୍ସର ୩ ଖେଳାଳି ଅସୁସ୍ଥ

ଦୋହା: ଆର୍ଜେଂଟିନା ବିପକ୍ଷ ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ଫ୍ରାନ୍ସ ଟିମ ଏବେ ଚିନ୍ତାରେ । ଦଳର ୩ଜଣ ଖେଳାଳି ଅସୁସ୍ଥ ଅଛନ୍ତି । ରାଫେଳ ୱାରେନ, ଇବ୍ରାହିମ କାଂଟେ ଓ କିଙ୍ଗସଲେ କୋମନ ଭାଇରାଲ ଫିଭରରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ଆଉ ୨ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ । କତାରରେ ଗରମ…

ମହିଳା ଫୁଟବଲ ଲିଗ: ସ୍ପୋର୍ଟ୍ସ ଓଡିଶାକୁ ହରାଇଲା ଓଡିଶା ଏଫସିଡବ୍ଲ୍ୟୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡିଶା ମହିଳା ଲିଗ ଫୁଟବଲରେ ଶନିବାର ଓଡିଶା ଏଫସିଡବ୍ଲ୍ୟୁ ବିଜୟ ହାସଲ କରିଛି । ସ୍ପୋର୍ଟ୍ସ ଓଡିଶାକୁ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ଏଫସିଡବ୍ଲ୍ୟୁ ୬-୧ ଗୋଲରେ ହରାଇଥିଲା । ବିଜୟୀ ଦଳ ପକ୍ଷରୁ ମ୍ୟାଚର ପ୍ରଥମ ଏବଂ ୪୪ତମ ମିନିଟରେ…