Latest Odisha News

BREAKING NEWS

Browsing Category

ହକି

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ: ସୁନ୍ଦରଗଡ-ଦେଓଗଡ ଫାଇନାଲ

ଭୁବନେଶ୍ୱର: ଓଡିଶା ରାଜ୍ୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପର ଫାଇନାଲ ମ୍ୟାଚ ସୁନ୍ଦରଗଡ ଓ ଦେଓଗଡ ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାର ପ୍ରଥମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ ସୁନ୍ଦରଗଡ ୨-୧ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିଲା । ସେହିପରି…

ରାଜ୍ୟସ୍ତରୀୟ ଜୁନିୟର ହକି ଚାମ୍ପିୟନଶିପ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ ଭୁବନେଶ୍ୱରର କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହା ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି । ନକଆଉଟ ଫର୍ମାଟରେ ମ୍ୟାଚଗୁଡିକ ଆୟୋଜନ କରାଯାଉଛି । ୨୮…

ଓଡିଶା ହକି ଚାମ୍ପିୟନଶିପ ପଦାର୍ପଣ ମୁକାବିଲାରେ ଚାମ୍ପିୟନ ହେଲା ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଓଡିଶା ହକି ଚାମ୍ପିୟନଶିପର ପଦାର୍ପଣ ମୁକାବିଲାରେ ଇଷ୍ଟ କୋଷ୍ଟ ରେଲୱେ ଚାମ୍ପିୟନ ହୋଇଛି । ଶନିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ୧-୦ ଗୋଲରେ ଖୋର୍ଦ୍ଧାକୁ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଏହି…

ରାଜ୍ୟ ସିନିୟର ହକି ଚାମ୍ପିୟନଶିପ: ଚୂଡାନ୍ତ ହେଲା ସେମିଫାଇନାଲ ଲାଇନ ଅପ

ଭୁବନେଶ୍ୱର: ରାଜ୍ୟ ସିନିୟର ହକି ଚାମ୍ପିୟନଶିପର ସେମିଫାଇନାଲ ଲାଇନ ଅପ ଆଜି ଚୂଡାନ୍ତ ହୋଇଛି । ସେଲ, ଇଷ୍ଟକୋଷ୍ଟ ରେଲୱେ, ସୁନ୍ଦରଗଡ ଓ ଖୋର୍ଦ୍ଧା ଚମତ୍କାର ପ୍ରଦର୍ଶନ ସହ ସେମିରେ ପ୍ରବେଶ କରିଛନ୍ତି । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଏହି…

ଖାଲି ହକିରେ ନୁହେଁ କ୍ରିକେଟରେ ବି ସିଦ୍ଧହସ୍ତ ହେଲେ ଥିଲେ ଏହି କ୍ରୀଡା ଯାଦୁଗର

ପୁରୀ: ଭାରତୀୟ କ୍ରୀଡାର ମହାରଥୀ ମେଜର ଧ୍ୟାନଚାନ୍ଦଙ୍କୁ କିଏ ବା ନ ଜାଣେ । ପ୍ରତିକୂଳ ପରିସ୍ଥିତିରେ ବିଶ୍ୱ ଦରବାରେ ସେ ଭାରତକୁ କ୍ରୀଡା ଏବଂ ହକି ମାଧ୍ୟମରେ ପରିଚିତ କରିଥିଲେ । ଆଜି ତାଙ୍କ ଜନ୍ମ ଏବଂ କ୍ରୀଡା ଦିବସ ଅବସରରେ ଆମେ ହକି ବ୍ୟତୀତ ତାଙ୍କ କ୍ରିକେଟ ଦକ୍ଷତା ଉପରେ ଆଲୋଚନା କରିବା…

ରାଜ୍ୟଗୋଷ୍ଠୀ କ୍ରୀଡା: ୧୬ ବର୍ଷ ପରେ ବ୍ରୋଞ୍ଜ ଜିତିଲା ଭାରତୀୟ ମହିଳା ହକି ଟିମ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛି । ଏଥିପାଇଁ ଅବଶ୍ୟ ହକି ପ୍ରେମୀଙ୍କୁ ୧୬ ବର୍ଷ ଅପେକ୍ଷା କରିବାକୁ ପଡିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ବ୍ରୋଞ୍ଜ ପଦକ ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ…

ରାଜ୍ୟଗୋଷ୍ଠୀ କ୍ରୀଡା: ୫ମ ଥର ପାଇଁ ମହିଳା ହକି ସେମିରେ ପ୍ରବେଶ କଲା ଭାରତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫ମ ଥର ପାଇଁ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର ଚତୁର୍ଥ ଗ୍ରୁପ ମ୍ୟାଚରେ ଭାରତ ୩-୨ର କାନାଡାକୁ ପରାସ୍ତ କରିଥିଲା । କାନାଡା ସେମି ଦୌଡରୁ ବାଦ ପଡିଛି । ଭାରତ ପାଇଁ ଏହି ମ୍ୟାଚରେ ସଲିମା ଟେଟେ, ନବନୀତ କୌର ଓ…

ମହିଳା ହକି ବିଶ୍ୱକପ: ୯ମ ଥର ପାଇଁ ଟାଇଟଲ ହାସଲ କଲା ନେଦରଲାଣ୍ଡ

ଆମଷ୍ଟେଲଭିନ: ନେଦରଲାଣ୍ଡ ଏଠାରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ ଫାଇନାଲରେ ବାଜି ମାରିଛି । ଫାଇନାଲରେ ନେଦରଲାଣ୍ଡ ୩-୧ରେ ଆର୍ଜେଂଟିନାକୁ ପରାସ୍ତ କରି ସର୍ବାଧିକ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ସ୍ୱର୍ଣ୍ଣ ବିଜୟୀ ଦଳ ପକ୍ଷରୁ ମାରିଆ ଭେର୍ସେଚୁର, ଫେଡରିକ ମାଟଲା ଓ ଫେଲିସ ଆଲବର୍ସ ଗୋଲ…

ଭାରତ ହାତରୁ ଯିବ କି ବିଶ୍ୱକପ ଆୟୋଜନ ଅଧିକାର !

ଭୁବନେଶ୍ୱର: ଭାରତ ହାତରୁ ହକି ବିଶ୍ୱକପ ଆୟୋଜନ ଅଧିକାର ହାତଛଡା ହେବା ନେଇ ଭୟ ସୃଷ୍ଟି ହୋଇଛି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଅଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟ ହକି ଇଣ୍ଡିଆ ନିର୍ବାଚନ କରିବାକୁ ଏଫଆଇଏଚ କହିଛି ।…

ମହିଳା ହକି ବିଶ୍ୱକପ: ଚୀନ ସହ ମ୍ୟାଚ ଡ୍ର ରଖିଲା ଭାରତ

ଆମଷ୍ଟେଲଭିନ: ଚଳିତ ମହିଳା ହକି ବିଶ୍ୱକପରେ ଭାରତ ମଙ୍ଗଳବାର ଚୀନ ବିପକ୍ଷ ମ୍ୟାଚକୁ ୧-୧ରେ ଡ୍ର ରଖିବାରେ ସଫଳ ହୋଇଛି । ଭାରତର ଏହା କ୍ରମାଗତ ଦ୍ୱିତୀୟ ଡ୍ର । ଗ୍ରୁପ ବି’ର ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା । ଝେଙ୍ଗ ଜିଆଲି ଦ୍ୱିତୀୟ କ୍ୱାର୍ଟରରେ ଚମତ୍କାର ଗୋଲ ସ୍କୋର କରି ଚୀନକୁ…