Latest Odisha News

BREAKING NEWS

Browsing Category

ହକି

ହକି ବିଶ୍ୱକପ ଖେଳିଥିବା ଓଡିଆ ତାରକା

ଭୁବନେଶ୍ୱର: ହକି ବିଶ୍ୱକପ ବିଗୁଲର ସ୍ୱର ଶୁଭିଲାଣି । ଆଉ ହକିରେ ବିଭୋର ଓଡିଆ କ୍ରୀଡାପ୍ରେମୀ ନିଜକୁ ଏହି ମେଗା ଇଭେଂଟ ପାଇଁ ପ୍ରସ୍ତୁତ କରି ସାରିଲେଣି । ଦ୍ୱିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଛି । ଆଉ ଭାରତୀୟ ହକିରେ ଓଡିଶା ଖେଳାଳିଙ୍କ ଯୋଗଦାନ କେବେ ହେଲେ ଉଣା ହୋଇ…

ଗାଁର ନାମ ସଉନାମରା..ଏହି ମାଟିରେ ରହିଛି ହକିର ବାସ୍ନା

ସଉନାମରା: ସୁନ୍ଦରଗଡର ଛୋଟ ଗାଁ ସଉନାମରା ଯେଉଁ ପ୍ରସିଦ୍ଧି ହାସଲ କରିଛି ତାହା ବୋଧହୁଏ ବିରଳ । ଏହି ଗାଁରେ ହକିର ବାସ୍ନା ବହୁଛି । ଏଠି ପାଣି ପବନ ସବୁଠାରେ ହକି...ଆଉ ହକି । ଆଉ ଏଥିପାଇଁ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଷ୍ଟାର ଏହିଠାରୁ ବାହାରୁଛନ୍ତି । କେନ୍ଦୁଗଛର ବଙ୍କା କାଠରୁ…

ହକି ବିଶ୍ୱକପ ଦେଖିବା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି

ପୁରୀ: ଓଡିଶାରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ହକି ବିଶ୍ୱକପ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପୁରୀ ପ୍ରଶାସନ ମଧ୍ୟ ବେଳାଭୂମିରେ ବନ୍ଦୋବସ୍ତ କରିଛନ୍ତି । ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଏଲଇଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ…

ପନ୍ତଙ୍କ ଦୁର୍ଘଟଣା ଖବର କଭରେଜ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସରକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସଡକ ଦୁର୍ଘଟଣା ଖବର ପରିବେଷଣ ନେଇ କେତେକ ଟିଭି ଚ୍ୟାନେଲ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚ୍ୟାନେଲଗୁଡିକ ନିୟମ ମୁତାବକ କାର୍ଯ୍ୟ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ପନ୍ତଙ୍କ ଦୁର୍ଘଟଣା…

ନାଁ ତ ଶୁଣିଥିବେ ଅମିତ ରୋହିଦାସ……

ସୁନ୍ଦରଗଡ: ଭାରତୀୟ ହକିର ଜଣାଶୁଣା ନାମ ହେଲେ ଅମିତ ରୋହିଦାସ । ରାଜ୍ୟଗୋଷ୍ଠୀ କ୍ରୀଡା (୨୦୨୨), ୨୮ତମ ସୁଲତାନ ଆଜଲାନ ଶାହ କପ, ୨୦୧୮ ଚାମ୍ପିୟନ୍ସ ଟ୍ରଫି, ୨୦୧୬ ହକି ୱାର୍ଲ୍ଡ ଲିଗ ଓ ଏସିଆ କପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ । ଜଣେ ଭଲ ଡିଫେଣ୍ଡର ଭାବେ ଦେ ଭାରତୀୟ ଦଳରେ ନିଜସ୍ୱ ଏକ ଛାପ…

ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ହରମନପ୍ରୀତ ଅଧିନାୟକ, ଅମିତ ଉପଅଧିନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଏଫଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୮ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ ସିଂ ନେବେ । ଦଳର ଉପ ଅଧିନାୟକ ଦାୟିତ୍ୱ ଓଡିଶାର ଅମିତ ରୋହିଦାସଙ୍କୁ…

ହକି ସିରିଜ: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ହକି ସିରିଜରେ ରବିବାର ଭାରତ ପୁର୍ନବାର ପରାଜୟବରଣ କରିଛି । ଅଷ୍ଟ୍ରେଲିଆ ୭-୪ରେ ବିଜୟ ହାସଲ କରିବା ସହ ଏହି ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ବିଶ୍ୱକପ ପ୍ରସ୍ତୁତି ପାଇଁ ଭାରତ ଏହି ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ।…

ହକି ସିରିଜ: ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ରୋମାଂଚକ ପ୍ରଥମ ମ୍ୟାଚରେ ଭାରତ ୪-୫ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି । ବିଜୟ ସହ ଆୟୋଜକ ଟିମ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ…

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଓଡିଶା ଜୁନିୟର ଟିମ

ଭୁବନେଶ୍ୱର: ଓଡିଶାର ଜୁନିୟର ଟିମ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଯାଇଛନ୍ତି । ନ୍ୟାଶନାଲ ହକି ଡେଭଲନମେଂଟ ପ୍ରୋଗ୍ରାମ ମାଧ୍ୟମରେ ୧୪ ଓ ୧୭ ବର୍ଷରୁ କମ୍ ପୁରୁଷ ଓ ମହିଳା ଟିମ କୁଆଲାଲୁମ୍ପୁର ଯିବେ । ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଏହି…

ଏଫଆଇଏଚ ମହିଳା ନେଶନ୍ସ କପ: ଭାରତୀୟ ଦଳର ଉପ ଅଧିନାୟିକା ହେଲେ ଦୀପ ଗ୍ରେସ

ନୂଆଦିଲ୍ଲୀ: ସ୍ପେନର ଭାଲେନ୍ସିଆରେ ଡିସେମ୍ବର ୧୧ରୁ ୧୭ ପର୍ଯ୍ୟନ୍ତ ଏଫଆଇଏଚ ମହିଳା ନେଶନ୍ସର ଉଦଘାଟନୀ ସଂସ୍କରଣ ଆୟୋଜିତ ହେବ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଗୋଲକିପର ସବିତା ପୁନିଆ ଅଧିନାୟିକା ଏବଂ ଓଡିଶାର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା ଉପ ଅଧିନାୟିକା ଦାୟିତ୍ୱ…