Latest Odisha News
Browsing Category

ହକି

ଭାରତୀୟ ହକି ଦଳର ୬ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍

ବେଙ୍ଗାଲୁରୁ: କରୋନା ସଂକ୍ରମିତ ହୋଇଥିବା  ଭାରତୀୟ ହକି ଦଳର ୬ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଫଳରେ ସମସ୍ତଙ୍କୁ ଡାକ୍ତରଖାନାରୁ ସାଇ ସେଣ୍ଟର ପଠାଇ ଦିଆଯାଇଛି । ଜାତୀୟ ଶିବିରରେ ଯୋଗ ଦେବାକୁ ବେଙ୍ଗାଲୁରୁ ଆସିଥିବା ହକି ଖେଳାଳିମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଥିଲା ।…

ଜାତୀୟ ହକି ଶିବିର ଆରମ୍ଭ ପୂର୍ବରୁ ୪ ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଜାତୀୟ ହକି ଶିବିର ଆରମ୍ଭ ହେବା ପୂର୍ବରୁ ୪ ଖେଳାଳି କରୋନା ସଂକ୍ରମିତ ହେବା ଚିନ୍ତାର କାରଣ ସାଜିଛି । ଭାରତୀୟ ପ୍ରାଧୀକରଣ ବିଭାଗ (ସାଇ) ରିପୋର୍ଟ ମୁତାବକ କ୍ୟାମ୍ପ ପୂର୍ବରୁ କରାଯାଇଥିବା ଟେଷ୍ଟରେ ିମ୍ ଇଣ୍ଡିଆ ଅଧିନାୟକ ମନପ୍ରୀତ ସିଂ, ଡିଫେଣ୍ଡର ସୁରେନ୍ଦ୍ର…

ଏଫଆଇଏଚ ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ)ର ଆଡ଼ଭାନ୍ସମେଣ୍ଟ ପ୍ୟାନେଲର ଟେକନିକାଲ ଅଫିସର ଭାବେ ଓଡ଼ିଶାର ବିଶ୍ୱରଞ୍ଜନ ଷଡ଼ଙ୍ଗୀଙ୍କ ପଦୋନ୍ନତି ହୋଇଛି । ଶ୍ରୀ ଷଡ଼ଙ୍ଗୀ ଗତ କିଛି ବର୍ଷ ଧରି ଟେକନିକାଲ ଅଫିସର ଭାବେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି । ସେ ବିଭିନ୍ନ ରାଷ୍ଟ୍ରରେ…

ଅଷ୍ଟ୍ରେଲିଆ ମହିଳା ହକି ଖେଳାଳି ନର୍ସ ଦାୟିତ୍ୱ ତୁଲାଇବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା ହକି ଦଳର ଗୋଲକିପର ରସେଲ ଲଂଚ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ଦଳର ସଦସ୍ୟ ହେବା ନେଇ ଆଶା ରଖିଥିଲେ । କରୋନା ମହାମାରୀ ଯୋଗୁ ଅଲିମ୍ପିକ୍ସକୁ ଘୁଂଚାଇ ଦିଆଯାଇଛି । ତେବେ ସବୁଠାରୁ ବଡ କଥା ରସେଲ ଏବେ ହକି କଥା ଭୁଲିଯାଇ ନର୍ସ ଦାୟିତ୍ୱ ତୁଲାଇବା…

କୋଭିଡ-୧୯; ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ !

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ଜରିଆରେ ଭାରତର ଶ୍ରେଷ୍ଠ କ୍ରୀଡାବିତଙ୍କ ସହ କରୋନା ମହାମାରୀ ବିପଦକୁ ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ଚକ୍ରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ସମେତ ୪୦ରୁ ଅଧିକ କ୍ରୀଡାବିତ୍ ସାମିଲ…

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍‌

ଭୁବନେଶ୍ୱର : ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡରେ ଓଡିଶାର ଦୀପ ଗ୍ରେସ୍ ଏକ୍କା ଓ ଅଧିନାୟିକା ରାନୀ ରାମପଲ ଆଗରେ ରହିଛନ୍ତି । ଚଳିତ ମାସ ୮ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ ।  ଓଡ଼ିଶାର ଅଭିଜ୍ଞ ମହିଳା ଖେଳାଳି ଦୀପ ଗ୍ରେସ୍ ଏକ୍କା ଏବଂ ରାନୀ ରାମପଲଙ୍କ ନାଁ ପ୍ଲେୟର୍ ଅଫ୍ ଦି…

ଭାରତୀୟ ପୁରୁଷ ହକି ଟିମକୁ ସର୍ବୋଚ୍ଚ ରାଙ୍କିଙ୍ଗ୍

ଲୌସାନେ:ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଏହା ଭାରତର ସର୍ବୋଚ୍ଚ ରାଙ୍କିଙ୍ଗ୍ । ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ୟ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି । ଅଲିମ୍ପିକ୍ ଚାମ୍ପିୟନ୍…

ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ

ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ ଯୋଗୁ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ ହୋଇଯାଇଛି । ଏହାର ଆୟୋଜକ ମାଲେସିଆ ସୋମବାର ଏହି ଘୋଷଣା କରିଛି । ସେପ୍ଟେମ୍ବରରେ ଏହା ପୁନଃ ଆୟୋଜିତ ହେବ । ସେହିପରି କତାର ମଟୋର ଗ୍ରାଁପ୍ରି ମଧ୍ୟ ରଦ୍ଧ କରାଯାଇଛି । କରୋନା ଭାଇରସ ଆତଙ୍କ ଯୋଗୁ…

ଏଫଆଇଏଚ ପ୍ରୋ ଲିଗ: ଅଷ୍ଟ୍ରେଲିଆକୁ ୩-୧ ସୁଟଆଉଟରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ୩-୧ ପେନାଲ୍ଟି ସୁଟଆଉଟରେ ପରାସ୍ତ କରିଛି ଭାରତ । ମ୍ୟାଚର ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୨-୨ରେ ଗୋଲ ସ୍କୋର କରି ଅମିମାଂସିତ ରଖିବା ପରେ ପେନାଲ୍ଟି…

ଏଫଆଇଏଚ୍ ପ୍ରୋ ହକି ଲିଗ୍ ୨୦୨୦: ଶକ୍ତିଶାଳୀ ବେଲଜିୟମକୁ ୨-୧ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଦେଶର ସ୍ପୋର୍ଟସ କ୍ୟାପିଟାଲସ୍ଥିତ କଳିଙ୍ଗ ହକି ଷ୍ଟାଡ଼ିୟମ ପୁନର୍ବାର ଚଳଚଞ୍ଚଳ ହୋଇ ଉଡ଼ିଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ଭାରତ ଓ ବେଲଜିୟ ମଧ୍ୟରେ ଏଫଆଇଏଚ୍ ପ୍ରୋ ହକି ଲିଗ୍ ମ୍ୟାଚ୍ । ସ୍ଥାନୀୟ ଦର୍ଶକଙ୍କ ଉତ୍ସାହରେ ଭାରତୀୟ ହକି ଦଳ ବିଶ୍ୱହକିର ନମ୍ବର ୧ ର‌୍ୟାଙ୍କ ଦଳ…