Latest Odisha News

BREAKING NEWS

Browsing Category

ହକି

ଭାରତୀୟ ମହିଳା ହକି ଟିମର ଚୀନ ଗସ୍ତ ବାତିଲ

ନୂଆଦିଲ୍ଲୀ:କରୋନା ଭାଇରସ ପ୍ରଭାବ ଅଣାୟତ ହେବାରୁ ଭାରତୀୟ ମହିଳା ହକି ଟିମର ଚୀନ ଗସ୍ତ ବାତିଲ କରାଯାଇଛି । ଅଧିନାୟିକା ରାନୀ ରାମପଲ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ଅଧିକାଂଶ ଟିମ୍ ପ୍ରୋ ଲିଗ୍‌ରେ ବ୍ୟସ୍ତ ଅଛନ୍ତି । ଆର୍ଜେଂଟିନା, ବେଲଜିୟମ, ଅଷ୍ଟ୍ରେଲିଆ, ଜର୍ମାନୀ,…

ଏଫଆଇଏଚ ହକି ପ୍ରୋ ଲିଗ୍ : ଭାରତୀୟ ଦଳରେ ଅମିତ, ବୀରେନ୍ଦ୍ର

ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋ ଲିଗ୍ ପାଇଁ ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଫେବୃୟାରୀ ୮ରୁ ଏହି ଲିଗ୍ ଆରମ୍ଭ ହେବ । ବିଶ୍ୱର ଏକ ନମ୍ବର ଟିମ୍ ବେଲଜିୟମ ବିପକ୍ଷରେ…

କଳିଙ୍ଗରେ କମାଲ୍ କଲା ଭାରତ; ନେଦରଲାଣ୍ଡ ୫-୨ ଗୋଲରେ ପରାସ୍ତ

ଭୁବନେଶ୍ୱର: ସ୍ପୋର୍ଟସ ସିଟି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଘରୋଇ ଦର୍ଶକଙ୍କ ଭରପୁର ଉତ୍ସାହରେ ଭାରତୀୟ ହକି ଦଳ ନେଦରଲାଣ୍ଡ ଦଳକୁ ୫-୨ ଗୋଲରେ ପରାସ୍ତ କରିଛି । ଏଫଆଇଏଚ ପ୍ରୋ-ହକି ଲିଗର ଏକ ମ୍ୟାଚରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଆଜି ଖେଳ ଅନୁÂିତ ହୋଇଥିଲା । ?? IND 5-2 NED…

ହକି ପ୍ରୋ-ଲିଗ୍‌: ଆଜି ଭାରତ ଓ ନେଦରଲାଣ୍ଡ ମୁହାଁମୁହିଁ ଟକ୍କର୍‌

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ ଶନିବାର ଦିନ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗରେ ନେଦରଲାଣ୍ଡ ଦଳ ସହ ମ୍ୟାଚ୍ ଖେଳିବ । ବିଶ୍ୱ ମାନ୍ୟତାରେ ନେଦରଲାଣ୍ଡ ୩ ସ୍ଥାନରେ ରହିଥିବା ବେଳେ ଘରୋଇ ଦଳ ଭାରତ ୫ମ ସ୍ଥାନରେ ରହିଛି । ଯାହାଫଳରେ ଆଜିର ମ୍ୟାଚ୍ ଦର୍ଶକଙ୍କ…