Latest Odisha News

BREAKING NEWS

Browsing Category

ଖେଳ

ସ୍ପେନ୍ ଗସ୍ତ ଲାଗି ୨୧ ବର୍ଷରୁ କମ୍ ଭାରତୀୟ ହକି ଦଳରେ ଓଡିଶାର ୩ ଖେଳାଳି, ଅଭିନନ୍ଦନ ଜଣାଇଲେ ନବୀନ

ନୂଆଦିଲ୍ଲୀ : ସ୍ପେନରେ ଆରମ୍ଭ ହେବାକୁ ଥିବା ୮ ଦେଶୀୟ ୨୧ ବର୍ଷରୁ କମ୍ ହକି ପ୍ରତିଯୋଗିତାରେ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ୩ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁମନ ବେକ୍, ପ୍ରତାପ…

ଏଫଆଇଏଚ୍: ଆରମ୍ଭ ହେଲା ଅନଲାଇନ ଟିକେଟ ବିକ୍ରି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ୍ (ଅନ୍ତର୍ଜାତୀୟ ହକି ଫେଡେସେନ୍) ପୁରୁଷ ହକି ଫାଇନାଲ୍ ମ୍ୟାଚ୍ ଲାଗି ଅନଲାଇନ୍ ଟିକେଟ ବିକ୍ରି ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ସିରିଜର ସମସ୍ତ ସକାଳୁଆ ମ୍ୟାଚଗୁଡିକୁ ଦର୍ଶକମାନେ ନିଶୁଳ୍କ…

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଜିତିଲେ ପୁଣି ଏକ ଅନ୍ତର୍ଜାତୀୟ ରୋପ୍ୟ ପଦକ

ହାନୋଭର: ମାତ୍ର ୮ ଦିନ ମଧ୍ୟରେ ଉଦୀୟମାନ ଓଡ଼ିଆ ମହିଳା ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱର୍ଣ୍ଣ ସହିତ ତିନି ତିନୋଟି ପଦକ ହାସଲ କରି ଓଡ଼ିଶା ତଥା ସମଗ୍ର ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀୟଙ୍କା ଜର୍ମାନୀର ହାନୋଭରଠାରେ ଚାଲିଥିବା ଏଚ ଏଣ୍ଡ ଏନ କପ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାର ୧୦…

ରୋମାଞ୍ଚକର ୧ରନରେ ବିଜୟ ହାସଲ କରି ମୁମ୍ବାଇ ଆଇପିଏଲ ଚାମ୍ପିୟନ

ହାଇଦ୍ରାବାଦ: ଚମ୍ପିଆନ ହେବାଲାଗି ଶକ୍ତିଶାଳୀ ଚେନ୍ନାଇ ଦଳକୁ ଶେଷ ବଲରେ ମାତ୍ର ୨ ରନ ଆବଶ୍ୟକ ରହିଥିବା ବେଳେ ମୁମ୍ବାଇ ବୋଲର୍ ଲସିଥ୍ ମାଲିଙ୍ଗା ଏଲବିଡବ୍ଲ୍ୟୁ ଆଉଟ କରିଦେଇଥିଲେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ସାର୍ଦ୍ଦୁଳ ଠାକୁରଙ୍କୁ । ସମ୍ପୂର୍ଣ୍ଣ ସଂଘର୍ଷ ମୂଳକ ମ୍ୟାଚରେ ଉଭୟ ଦଳ ଟକ୍କର୍…

କୋରିଆ ଗସ୍ତ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରେ ୩ ଓଡିଆ ଖେଳାଳୀ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଲାଗି ହକି ଇଣ୍ଡିଆ ଘୋଷିତ କରିଥିବା ୧୮ ଜଣିଆ ଭାରତୀୟ ମହିଳା ଦଳରେ ୩ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଓଡିଶାର ଏହି ୩ ଜଣ ହକି ଖେଳାଳୀ ସୁନିତା ଲାକ୍ରା,…

ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଚେକ୍ ଗଣରାଜ୍ୟର ପ୍ଲାଜେନଠାରେ ଅନୁଷ୍ଠିତ ହେଉଥିବା ୫୦ ତମ ଲିବେରେସନ ସୁଟିଂ ପ୍ରତିଯୋଗିତାର ମିକ୍ସଡ଼ ଡ଼ବଲ୍ସ ବିଭାଗରେ ବୁଧବାର ଦିନ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମହିଳା ସୁଟର୍ ଶ୍ରୀୟଙ୍କା ୧୦ ମିଟର୍ ଏୟାର୍ ରାଇଫଲ ବିଭାଗ ମିକ୍ସଡ଼…

ବାତ୍ୟାରେ କ୍ଷତିଗ୍ରସ୍ତ ହେଲା ‘କ୍ରୀଡ଼ା ରାଜଧାନୀ’

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଫନି ପ୍ରଭାବରେ ଭାରତର କ୍ରୀଡ଼ା ରାଜଧାନୀ କୁହାଯାଉଥିବା ଭୁବନେଶ୍ୱରର କ୍ରୀଡ଼ା ଭିତ୍ତିଭୂମି ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀରେ ଥିବା ପ୍ରସିଦ୍ଧ କଳିଙ୍ଗ ଷ୍ଠାଡ଼ିୟମ ଯେଉଁଠାରେ ୨୦୧୮ ନଭେମ୍ବର ରୁ ଡ଼ିସେମ୍ବର ମାସରେ ବିଶ୍ୱ କପ ହକି ଟୁର୍ଣ୍ଣାମେଣ୍ଟ…

ଅର୍ଜୁନ ଆୱାର୍ଡ ଲାଗି ମହିଳା କ୍ରିକେଟରଙ୍କ ସମତେ ୪ଜଣଙ୍କ ନାମ ସୁପାରିଶ କଲା ବିସିସିଆଇ

ମୁମ୍ବାଇ : ବିସିସିଆଇ ଶନିବାର ଦିନ କ୍ରିକେଟର ମହମ୍ମଦ ସାମି ଓ ଯଶପ୍ରୀତ ବୁମରା, ଅଲ-ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ମହିଳା ଖେଳାଳି ପୁନମ ଯାଦବଙ୍କ ନାମ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ପ୍ରଶାସକ କମିଟି ନୂଆଦିଲ୍ଲୀ ଏକ…

ପ୍ରଥମ ମହିଳା ଭାବେ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟରିଂ କଲେ କ୍ଲାର୍ ପୋଲସକ୍

ନୂଆଦିଲ୍ଲୀ: କ୍ଲାର୍ ଆଣ୍ଟୋନିଆ ପୋଲସକ, ଯିଏକି ଜଣେ ଅଷ୍ଟେ୍ରଲୀୟ ମହିଳା କ୍ରିକେଟ ଅମ୍ପାୟାର ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି । ମାତ୍ର ଶନିବାର ଦିନ କ୍ଲାର୍ ଏକ ମ୍ୟାଚରେ ଅମ୍ପାୟାରିଂ କରି କ୍ରିକେଟ ଜଗତରେ ଏକ ଇତିହାସ ରଚିଛନ୍ତି କହିଲେ ଅତୁ୍ୟକ୍ତି ହେବନାହିଁ । ସେ ପୁରଷମାନଙ୍କ ମ୍ୟାଚରେ…

ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ସୁଶ୍ରୀ

ଭୁବନେଶ୍ୱର: ଆଇପିଏଲ ଟି-୨୦ ପରି ବିସିସିଆଇର ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ମେ ୬ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ଜୟପୁରର ସୱାଇ ମାନସିଂ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ମିତାଲି ରାଜ, ହରମନପ୍ରିତ କୌର ଏବଂ ସ୍ମୃତି ମାନ୍ଧନାଙ୍କ ଅଧିନାୟକତ୍ୱରେ ତିନୋଟି…