Latest Odisha News

BREAKING NEWS

Browsing Category

ଖେଳ

ଆରମ୍ଭ ହେଲା ବିଶ୍ୱକପ କ୍ରିକେଟ; ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମୁକାବିଲା

ଲଣ୍ଡନ: ଆଜି ଇଂଲଣ୍ଡ ଓ ୱେଲ୍ସଠାରେ ଆରମ୍ଭ ହୋଇଛି କ୍ରିକେଟ ମହାକୁମ୍ଭ ‘ଆଇସିସି କ୍ରିକେଟ ୱାର୍ଲ୍ଡ କପ’ । ଦଶଟି ରାଷ୍ଟ୍ରକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱକପର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେଉଛି । ୨୦୧୯ ବିଶ୍ୱକପ ଦାବିଦାର ଥିବା ଆୟୋଜକ…

ବିଶ୍ୱକପ କ୍ରିକେଟ ୨୦୧୯: କେତେ ଶକ୍ତିଶାଳୀ ବିରାଟଙ୍କ ଟିମ୍ ଇଣ୍ଡିଆ, ଜାଣନ୍ତୁ

ଇଂଲଣ୍ଡ ଓ ୱେଲ୍ସଠାରେ ଆଜି ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ କ୍ରିକେଟ୍ ୨୦୧୯ । ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତକୁ ମଧ୍ୟ ବିଶ୍ୱକପ ଦାବିଦାର୍ ଭାବେ କ୍ରିକେଟ୍ ପଣ୍ଡିତମାନେ ଗଣନା କରିଛନ୍ତି । ଭାରତୀୟ ଦଳ ଏକ ସୁନ୍ଦର…

ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ: ଜାତୀୟ ଦଳରେ ୩ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାପାନର ହିରୋସିମାଠାରେ ଆସନ୍ତା ଜୁନ ୧୫ ତାରିଖଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ପ୍ରତିଯୋଗିତା । ଏହି ଆନ୍ତର୍ଜାତୀକ ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ପକ୍ଷରୁ ଏକ ୧୮ ଜଣିଆ ଦଳ ଘୋଷିତ ହୋଇଥିବା ବେଳେ ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଛନ୍ତି । ଏହି…

ଏଫଆଇଏଚ ସିିରିଜ ଫାଇନାଲ୍ସ: ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ୍

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖେଳାଳି ତଥା ଓଡ଼ିଶାର ୨ଜଣ ହକି ସ୍ପେଶାଲିଷ୍ଟ୍ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏଫଆଇଏଚ ସିିରିଜ ଫାଇନାଲ୍ସ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ଜୁନ ୬ ତାରିଖରୁ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଏହି ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ…

ବିଶ୍ୱକପ ସୁଟିଂରେ ସ୍ୱର୍ଣ୍ଣ ଜିଣିଲେ ଅପୂର୍ବୀ ଚଣ୍ଡେଲା

ମ୍ୟୁନିକ: ଆଇଏସଏସଏଫ ବିଶ୍ୱକପ ରାଇଫଲ୍ ଓ ପିସ୍ତଲ ପ୍ରତିଯୋଗିତାର ମହିଳା ବିଭାଗ ୧୦ ମିଟର୍ ଏୟାର ରାଇଫଲ୍ ବର୍ଗରେ ଭାରତୀୟ ସୁଟର୍ ଅପୂର୍ବୀ ଚଣ୍ଡେଲା ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । World number 1 @apurvichandela wins Gold in 10 m Air Rifle at @ISSF_Shooting…

ଭାରତୀୟ କନିଷ୍ଠ ହକି ଦଳରେ ଓଡିଶାର ୨ ଖେଳାଳୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ଆୟର୍ଲାଣ୍ଡରେ ହେବାକୁଥିବା କାଣ୍ଟର ଫିଜଗେରାଲଡ ୨୧ ବର୍ଷରୁ କମ୍ ମହିଳା ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତା ସହ ବେଲାରୁଷ ବିପକ୍ଷ ଶୃଙ୍ଖଳା ଲାଗି ଘୋଷିତ ହୋଇଥିବା ୧୮ ଜଣିଆ ଭାରତୀୟ କନିଷ୍ଠ ଦଳରେ ଓଡିଶାର ୨ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ…

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ କ’ଣ କହିଲେ ଓଡ଼ିଶା ଆଥଲେଟ, ଜାଣନ୍ତୁ…

ଭୁବନେଶ୍ୱର : ଦୌଡ଼ରାଣୀ ଦୂତୀ ଚାନ୍ଦ ରବିବାର ଦିନ ଗଣମାଧ୍ୟମରେ ନିଜର ସମଲିଙ୍ଗୀ ସମ୍ପର୍କ ସ୍ଥାପନ ନେଇ ସ୍ୱୀକାର କରିବା ପରେ ଏହାକୁ ନେଇ ଓଡିଶାର କିଛି ଜଣାଶୁଣା ଆଥଲେଟ୍ ନିଜନିଜର ମତ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ଅନ୍ତର୍ଜାତୀୟ ମହିଳା କରାଟେକା ଭାଲେନା ଭାଲେଣ୍ଟିନା ଗଣମାଧ୍ୟମକୁ…

ମୁହଁ ଖୋଲିଲେ ଦୂତୀ: ନିଜ ବାନ୍ଧବୀଙ୍କ ସହ ରଖିଛନ୍ତି ସମଲିଙ୍ଗୀ ସମ୍ପର୍କ

ନୂଆଦିଲ୍ଲୀ: ନିଜର ସମଲିଙ୍ଗୀ ଯୌନ ସମ୍ପର୍କ ସ୍ଥାପନ କରିବା ନେଇ ଦୌଡ଼ରାଣୀ ଦୂତୀ ଚାନ୍ଦ ଏବେ ଏକ ମହା ଖୁଲାସା କରିଛନ୍ତି । ଋବିବାର ଦିନ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଦୈନିକ ଖବର କାଗଜର ପ୍ରଥମ ପୃଷ୍ଠାରେ ଏକ ଖବର ପ୍ରକାଶିତ ହୋଇଛି, ଯେଉଁଥିରେ ପ୍ରକାଶ ପାଇଛି ଯେ, ଭାରତର ଦ୍ରୁତତମ ମହିଳା…

ବିଶ୍ୱକପ କ୍ରିକେଟ ୨୦୧୯: ଭାରତ ଓ ଅଷ୍ଟ୍ରେଲିଆ ମୁଖ୍ୟ ଦାବିଦାର୍

ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ ଇଂଲଣ୍ଡ ଓ ୱେଲ୍ସଠାରେ ମେ ୩୦ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିଶ୍ୱକପରେ ୧୦ଟି ଦେଶ ଯଥା - ଆୟୋଜକ ଇଂଲଣ୍ଡ, ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ବାଂଲାଦେଶ ଏବଂ…

ବାତ୍ୟା ଯୋଗୁଁ କଳିଙ୍ଗ ଷ୍ଟାଡିୟମରେ ନଷ୍ଟ ହେଲା ୧୧ କୋଟି ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୧୧ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ବୁଧବାର ଦିନ ଆନ୍ତ-ମନ୍ତ୍ରଣାଳୟ ଟିମ୍ ଷ୍ଟାଡିୟମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ନେଇ ରାଜ୍ୟ କ୍ରୀଡା ସଚିବ ବିଶାଲ ଦେବ ସୂଚନା…