Latest Odisha News

BREAKING NEWS

Browsing Category

ଖେଳ

‘ହକି ବିଶ୍ୱକପ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଐତିହାସିକ କ୍ରୀଡ଼ା ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜଧାନୀର କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ ହକିର ଆକର୍ଷଣୀୟ ଟ୍ରଫିକୁ ଉନ୍ମୋଚିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଏକ ଉତ୍ସବରେ ଏକାଧିକ ମହାନ କ୍ରୀଡ଼ାବିତଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଏହି ଟ୍ରଫିର ଉନ୍ମୋଚନ କରିଥିଲେ ।…

ମିତାଲୀଙ୍କ ଧୁଆଁଧାର ବ୍ୟାଟିଂରେ ପାକିସ୍ତାନ ଚିତପଟ୍ଟାଙ୍ଗ୍

ଭୁବନେଶ୍ୱର: ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ବିଶ୍ୱକପ ଟି-୨୦ରେ ରବିବାର ଦିନ ଭାରତ ତାର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ସମସ୍ତ ବିଭାଗରେ ଭାରତ ସୁନ୍ଦର ଖେଳ ପ୍ରଦର୍ଶନ କରି ଏହି ବିଶ୍ୱକପ ମୁକାବିଲାରେ ପାକିସ୍ତାନକୁ ଧୂଳି ଚଟାଇଛି । ଭାରତୀୟ…

ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର୍, ହରମନପ୍ରୀତଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତୀୟ ମହିଳା ଦଳ ପାକିସ୍ତାନକୁ ଭେଟୁଛି । ଟାଇଟଲ୍ ଦାବିଦାର ଭାରତ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଆଜିର ଏହି ମ୍ୟାଚରେ ପାକିସ୍ତାନକୁ ଧୁଳିଚଟାଇ ବିଜୟ ହାସଲ କରିବାକୁ ଚେଷ୍ଟା…

ଆଜି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ଟକ୍କର, ସିରିଜ ମୂଳପୋଛ ଲକ୍ଷ୍ୟରେ ଭାରତ

ଚେନ୍ନାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଏମଏ ଚିନ୍ଦାବରମ୍ ଷ୍ଟାଡିୟମରେ ଏହି ୩ୟ ତଥା ଶେଷ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ମୂଳପୋଛ କରିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।…

ଜାଣନ୍ତୁ, ସଚିନଙ୍କ କେଉଁ ଗୋଟିଏ ରେକର୍ଡକୁ ଭାଙ୍ଗି ପାରିବେନି ବିରାଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଙ୍କ କ୍ୟାରିୟର୍ ଗ୍ରାଫ୍ ଯେତିକି ଯେତିକି ବଢିବାରେ ଲାଗିଛି, ସେ ସେତିକି ନୂଆ ରେକର୍ଡ ହାସଲ କରିବା ସହ ବିଭିନ୍ନ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ମଧ୍ୟ ଗୋଟିଏ ପରେ ଗୋଟିଏ ଭାଙ୍ଗି ଚାଲିଛନ୍ତି। କିଛିଦିନ ପୂର୍ବେ ବରାଟ ମାଷ୍ଟର…

ବିଶ୍ୱକପ ହକି: ୧୮ଜଣିଆ ଭାରତୀୟ ଦଳରେ ୨ଜଣ ଓଡ଼ିଆ ଖେଳାଳି ମନୋନୀତ

ଭୁବନେଶ୍ୱର: ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ବିଶ୍ୱକପ ହକି ନିମନ୍ତେ ‘ହକି ଇଣ୍ଡିଆ’ ପକ୍ଷରୁ ଏକ ୧୮ ଜଣିଆ ଚୂଡ଼ାନ୍ତ ଦଳ ଘୋଷିତ ହୋଇଛି । ଏହି ଦଳରେ ଓଡ଼ିଶାର ୨ଜଣ ଉଦୀୟମାନ ଖେଳାଳି ଅନ୍ତଭୃକ୍ତ ହୋଇଛନ୍ତି । ଓଡ଼ିଶାର ଦକ୍ଷ ଡ଼ିଫେଡ଼ଣ୍ଡର୍ ବିରେନ୍ଦ୍ର…

ମିକା ସିଂ ଗାଇଲେ ‘ହକି ଚିଅର୍ସ ଅପ୍’ ଗୀତ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ନଭେମ୍ବରରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଏବେଠୁ ମାହୋଲ ସରଗରମ ହେବାକୁ ଲାଗିଛି । ଏହି ସମୟରେ କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ହକିକୁ ନେଇ ଏକ ଚିଅର୍ସ ଅପ୍ ଗୀତ ପ୍ରସ୍ତୁତ କରାଯାଇଛି । ଏହି ଚିଅର୍ସ…

ନିୟମଗିରି: ଗ୍ରାମବାସୀଙ୍କ ବିନା ସହମତିରେ ଉନ୍ନୟନ କାମକୁ ବିରୋଧ କଲେ ଡ଼ଙ୍ଗରିଆ

ରାୟଗଡ଼ା: ପଲ୍ଲିସଭା କିମ୍ବା ଗ୍ରାମସଭାରେ ବିନା ଆଲୋଚନାରେ ଜିଲ୍ଲାପ୍ରଶାସନ କିଛି ବ୍ୟକ୍ତିଙ୍କୁ ଅନାବଶ୍ୟକ ଉନ୍ନୟନ କାମକୁ ବିରୋଧ କରିବା ସହିତ ଅଭିଯୋଗ କରିଛନ୍ତି ନିୟମଗିରିର ଡ଼ଙ୍ଗରିଆ । ସୋମବାର ଦିନ କଲ୍ୟାଣସିଂହପୁର ବ୍ଲକ ପାରସାଲି ଏବଂ ସୁନାଖଣ୍ଡି ପଚାଂୟତ ଅନ୍ତର୍ଗତ ୩୨ ଖଣ୍ଡ…

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟି-୨୦ ମ୍ୟାଚ ପୂର୍ବରୁ ବଦଳିଲା ଷ୍ଟାଡିୟମର ନାମ

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ମଙ୍ଗଳବାର ଦିନ ଲକ୍ଷେ୍ନøରେ ଖେଳାଯିବ । କୋଲକାତାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଭାରତୀୟ ଦଳ ଆଜିର ମ୍ୟାଚରେ ସିରିଜ ହାତେଇବା ଲକ୍ଷ୍ୟ ନେଇ ମଇଦାନକୁ…

ହକିର ପ୍ରସାର ଲାଗି ସୁନ୍ଦରଗଡ଼ର ୧୭ଟି ବ୍ଲକରେ ‘ଆଷ୍ଟ୍ରୋ ଟର୍ଫ’ର ବ୍ୟବସ୍ଥା ହେବ: ଓଡ଼ିଶା ମୁଖ୍ୟମନ୍ତ୍ରୀ

ରାଉରକେଲା: ହକିର ଉନ୍ନତି ତଥା ପ୍ରସାର ଲାଗି ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ପ୍ରଶଂସନୀୟ ତେଣୁ ଜିଲ୍ଲାର ୧୭ଟି ବ୍ଲକରେ ଆଷ୍ଟ୍ରୋ ଟପ୍ ବା ଅତ୍ୟାଧୁନିକ ଗାଲିଚା ପଡ଼ିଆର ବ୍ୟବସ୍ଥା କରାଯିବ ବୋଲି ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । “ସମଗ୍ର ଦେଶରେ ସବୁଠୁ…