Latest Odisha News

BREAKING NEWS

Browsing Category

ଖେଳ

ଟି-୨୦ ମ୍ୟାଚ୍: ଦମଦାର୍ ପ୍ରଦର୍ଶନ ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ୟ ଟି-୨୦ ମ୍ୟାଚ ଖେଳାଯିବ । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଜିର ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ହାରିଯାଇଥିବା ଭାରତୀୟ ଦଳ ହାତରୁ ମେଲବୋର୍ଣ୍ଣ ମ୍ୟାଚରେ ବର୍ଷା ବିଜୟ ସୁଯୋଗ ଛଡାଇ ନେଇଥିଲା ।…

ଭାରତ-ଅଷ୍ଟ୍ରେଲିଆ ୨ୟ ଟି୨୦: ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ମେଲବୋର୍ଣ୍ଣ ଠାରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ବର୍ଷା ଯୋଗୁଁ ରଦ୍ଦ କରି ଦିଆଯାଇଛି। ଆଜିର ମ୍ୟାଚ ଖେଳି ଭାରତୀୟ ଦଳର ସିରିଜ ବରାବର ସ୍ୱପ୍ନକୁ ବର୍ଷା ଏକପ୍ରକାର ଧୋଇ ନେଇଛି । ମିଳିଥିବା ସୂଚନା ଅନୁଯାୟୀ ଟସ୍ ଜିତି…

ଭୁବନେଶ୍ୱରରେ ପହଞ୍ଚିଲେ ଏ ଆର ରେହମାନ୍; ଚୀନ୍ ଓ ସ୍ପେନ ଦଳ ମଧ୍ୟ ଆସିଲେ

ଭୁବନେଶ୍ୱର : ହକି ବିଶ୍ୱକପକୁ ଆଉ କିଛିଦିନ ବାକି ରହିଥିବାବେଳେ ଶୁକ୍ରବାର ଦିନ ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତଜ୍ଞ ଏ ଆର୍ ରେହମାନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ନଭେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ -୨୦୧୮ର…

ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦, ସିରିଜ ବରାବର ଲକ୍ଷ୍ୟରେ ବିରାଟ ସେନା

ମେଲବର୍ନ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ମେଲବର୍ନରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ହାରିବା ପରେ ଭାରତୀୟ ଖେଳାଳୀ ସିରିଜ ବରାବର ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ । ଅନ୍ୟପକ୍ଷରେ ଏହି ମ୍ୟାଚକୁ ଜିତି…

ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦ ଟକ୍କର, ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ବ୍ରିସବେନର ଗାବା ଷ୍ଟାଡିୟମରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରଥମ ମ୍ୟାଚରୁ ହିଁ ବିଦେଶ ମାଟିରେ ଘରୋଇ ଦଳକୁ ଚିତ୍ କରିବା ଲକ୍ଷ୍ୟନେଇ…

‘ବିଶ୍ୱକପ୍ ହକି ଉଦଘାଟନୀ ସମାରୋହ’ର ପ୍ରଥମ ଟିକେଟ କିଣିଲେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଶ୍ୱ କପ୍ ହକିର ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ କିଣିଛନ୍ତି । ‘ହକି ଇଣ୍ଡିଆ’ର ସିଇଓ ଏଲେନା ନୋର୍ମାନ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହକିର ପ୍ରତିକାତ୍ମକ ଟିକେଟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ…

ଉଦଘାଟନୀ ଉତ୍ସବର ‘ଅନଲାଇନ ଟିକଟ ବିକ୍ରି’ ନଭେମ୍ବର ୨୦ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପ ଭୁବନେଶ୍ୱର ୨୦୧୮ର ଗ୍ରାଣ୍ଡ୍ ଅଦଘାଟନୀ ଉତ୍ସବର ଟିକଟ ଅନଲାଇନରେ ବିକ୍ରି ନଭେମ୍ବର ୨୦ରୁ ଆରମ୍ଭ ହେବ ବୋଲି ରବିବାର ଦିନ ‘ହକି ଇଣ୍ଡିଆ’ ଘୋଷଣା କରିଛନ୍ତି । ଏହି ଅନଲାଇନ ଟିକଟ ବିକ୍ରି ୨୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି…

ମହିଳା ବିଶ୍ୱକପ ଟି-୨୦: ଆୟାର୍ଲାଣ୍ଡକୁ ପରାସ୍ତ କରି ଭାରତ ସେମିଫାଇନାଲରେ

ଜାମାଇକା: ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ଟି-୨୦ ସେମିଫାଇନାଲରେ ପହଞ୍ଚିଛି । ପ୍ରଥମ ୨ଟି ମ୍ୟାଚ ଜିତିବା ପରେ ଗୁରୁବାର ଦିନ ଆୟାର୍ଲାଣ୍ଡକୁ ୫୨ ରନରେ ପରାସ୍ତ କରି ଭାରତ ଲଗାତର ୩ୟ ବିଜୟ ହାସଲ କରିପାରିଛି । ଫଳରେ ଭାରତ ଅଷ୍ଟ୍ରେଲିଆ ଦଳ ପରେ ଗ୍ରୁପରୁ ୨ୟ ଦଳ ଭାବେ ସେମିଫାଇନାଲ୍…

ଉଦଘାଟିତ ହେଲା ୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର – ୨୦୧୮

କଟକ: ଓଡ଼ିଶା ପୋଲିସ ଆନୁକୂଲ୍ୟରେ ‘୩ୟ ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଳଷ୍ଟର’ କଟକ ରିଜର୍ଭ ପୋଲିସ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଏହି ସର୍ବଭାରତୀୟ ପ୍ରତିଯୋଗିତା ନଭେମ୍ବର ୧୫ରୁ ୧୯ ତାରିଖ ଯାଏଁ କଟକ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି । ଭାରତର ବିଭିନ୍ନ ରାଜ୍ୟରୁ ୩୩ଟି ଦଳରୁ ପ୍ରାୟ…

ହକି ବିଶ୍ୱକପ ଟିକଟ ନପାଇ ଉତ୍ତ୍ୟକ୍ତ ଦର୍ଶକଙ୍କ କାଉଣ୍ଟରରେ ଭଙ୍ଗାରୁଜା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେଉଥିବା ବିଶ୍ୱକପ ହକି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚର ଟିକଟ ନପାଇବାରୁ କେତେକ ଦର୍ଶକ ହତାଶ ହୋଇ ଭଙ୍ଗାରୁଜା କରିଥିଲେ । ଫଳରେ ଉତ୍ତ୍ୟକ୍ତ ଦର୍ଶକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା…