Latest Odisha News

BREAKING NEWS

Browsing Category

ଖେଳ

୧୦୦ ମିଟର ଫାଇନାଲରେ ପହଞ୍ଚିଲେ ଦୂତି ଚାନ୍ଦ, ହିମାଙ୍କୁ ୪୦୦ ରେ ରୌପ୍ୟ ପଦକ

ଜାକର୍ତ୍ତା : ଓଡ଼ିଆ ଝିଅ ଦୂତି ଚାନ୍ଦ ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ଫାଇନାଲରେ ପହଞ୍ଚିଛନ୍ତି । ଦୂତି ଆଜି ଦୌଡ଼ିଥିବା ସେମିଫାଇନାଲରେ ୧୧.୪୩ ସେକେଣ୍ଡରେ ୧୦୦ ମିଟରକୁ ଅତିକ୍ରମ କରିଛନ୍ତି । ତେବେ ଶନିବାରଦିନ ହିଟ୍ସରେ ୧୧.୩୮ ସେକେଣ୍ଡରେ ଶେଷ କରିଥିଲେ ଦୂତି । ଆଜି ରାତି ୭:୪୦…

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଜଉନା ମୂର୍ମୁ ୪୦୦ ମିଟର ହର୍ଡ଼ଲ୍ସ ଫାଇନାଲରେ

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ସ୍ପ୍ରିଣ୍ଟର୍ ଜଉନା ମୂର୍ମୁ ଆଜି ୪୦୦ ମିଟର ହର୍ଡ଼ଲ୍ସ ହିଟ ଜିତିପାରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜଉନା ତାଙ୍କ ପ୍ରାରମ୍ଭିକ ହିଟ୍ସ ପ୍ରତିଯୋଗିତାରେ ୫୯.୨୦ ସେକେଣ୍ଟରେ ଅତିକ୍ରମ କରି…

ଏସୀୟ କ୍ରୀଡ଼ା: ସଟପୁଟରେ ତେଜିନ୍ଦର ଜିତିଲେ ସ୍ୱର୍ଣ୍ଣପଦକ

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତୀୟ ସୁଟପୁଟର୍ ତେଜିନ୍ଦର ପାଲ ସିଂହ ଭାରତ ଲାଗି ସପ୍ତମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ତେଜିନ୍ଦର ପୁରୁଷ ସଟପୁଟରେ ୨୦.୦୫ ମିଟର ଫିଙ୍ଗି ୬ ବର୍ଷର ଏକ ଜାତୀୟ ରେକର୍ଡ଼ ମଧ୍ୟ ଭଙ୍ଗ କରିପାରିଛନ୍ତି । ଭାରତ ୭ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ…

ଓଡ଼ିଶା ଟେନିସ ଖେଳାଳି କବୀର ହଂସ ପୁଣି ଏକ ଡ଼ବଲ୍ସ ଟାଇଟଲ ଜିତିଲେ

ଭୁବନେଶ୍ୱର : ଓଡ଼ିଶାର ଉଦୀୟମାନ ଯୁବ ଟେନିସ ଖେଳାଳି କବୀର ହଂସ ଚେନ୍ନାଇରେ ପୁଣି ଏକ ଡ଼ବଲ୍ସ ଟୁର୍ଣ୍ଣାମେଣ୍ଟ ଜିତିପାରିଛନ୍ତି । ଶୁକ୍ରବାର ଦିନ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଟେନିସ ଫେଡ଼େରେସନ ଟେନିସ ଗ୍ରେଡ଼ ୪ ମ୍ୟାଚ ଜିତିପାରିଛନ୍ତି କବୀର ହଂସ । ଓଡ଼ିଶାର…

ହିଟ୍ସରେ ଦୂତି ଚମତ୍କାର ଦୌଡି଼ଲେ, ପ୍ରଥମ ହୋଇ ସେମିଫାଇନାଲକୁ ଉନ୍ନିତ ହେଲେ

ଜାକର୍ତ୍ତା: ଦୌଡ଼ରାଣୀ ଦୂତି ଚାନ୍ଦ । ଦୂତି ଯେ କେବଳ ଓଡ଼ିଶା ଓ ଓଡ଼ିଆଙ୍କର ଗର୍ବ ଓ ଗୌରବ ନୁହଁନ୍ତି ସେ ଏବେ ସାରା ଭାରତର ଘରେ ଘରେ ପରିଚିତ ହେବାକୁ ଯାଉଛନ୍ତି । ଭାରତୀୟ ଆଥଲେଟ୍ ଦୂତି ଆଜି ଏସିଆନ ଗେମ୍ସରେ ୧୦୦ ମିଟର ହିଟ୍ସରେ ଚମତ୍କାର ଦୌଡ଼ ପ୍ରଦର୍ଶନ କରି ୧୧.୩୮ ସେକେଣ୍ଡରେ ଅତିକ୍ରମ…

ରଶ୍ମୀରଞ୍ଜନ ପରିଡା ହେଲେ ଓଡିଶା ରଣଜୀ ଦଳର ନୂଆ କୋଚ୍

ଭୁବନେଶ୍ୱର : ଓଡିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରଶ୍ମୀରଞ୍ଜନ ପରିଡାଙ୍କୁ ଓଡିଶା କ୍ରିକେଟ ଦଳର ନୂତନ କୋଚ୍ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ଦେବାଶିଷ ମହାନ୍ତିଙ୍କ ବଦଳରେ ନୂତନ କୋଚ ଭାବେ ନିଯୁକ୍ତି ପାଇଛନ୍ତି । ଅନ୍ୟପଟେ କୁଳମଣି ପରିଡାଙ୍କୁ ରାଜ୍ୟ ଦଳ ଚୟନ କର୍ତ୍ତା ଭାବେ…

ଏସୀୟ କ୍ରୀଡ଼ା: ଦୀପିକା ପାଲିକଲ୍ ଓ ଜ୍ୟୋତ୍ସ୍ନା ଚିନ୍ନାପାଙ୍କୁ ସ୍କ୍ୱାଶରେ ୨ଟି ବ୍ରୋଞ୍ଜ ମେଡ଼ାଲ୍

ଜାକର୍ତ୍ତା: ଆଜି ସ୍କ୍ୱାଶରେ ଭାରତକୁ ୨ଟି ବ୍ରୋଞ୍ଜ ମେଡ଼ାଲ ମିଳିଛି । ଭାରତୀୟ ମହିଳା ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ୍ ଏବଂ ଜ୍ୟୋତ୍ସ୍ନା ଚିନ୍ନାପା ଏସିଆନ ଗେମ୍ସର ୭ମ ଦିବସରେ ଭାରତ ଲାଗି ୨ଟି କାଂଶ୍ୟ ପଦକ ହାସଲ କରିପାରିଛନ୍ତି । ଦୀପିକା ସେମିଫାଇନାଲରେ ମାଲେସିଆ ଖେଳାଳି…

ଦୌଡ଼ ଦୂତି ଦୌଡ଼…ଆଜି ଦୌଡ଼ିବେ ଦ୍ରୁତତମ ଧାବିକା ଦୂତି ଚାନ୍ଦ…

ଭୁବବେଶ୍ୱର : ଏଥର ଏସିଆନ ଗେମ୍ସରେ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି ଅଲିମ୍ପିଆନ ତଥା ଭାରତର ଦୌଡ଼ରାଣୀ ଦୂତି ଚାନ୍ଦ । ଦୂତି ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି । ଓଡ଼ିଆ ଝିଅ ଦୂତି ଚାନ୍ଦ ତୃତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସରେ ୧୦୦ ମିଟର…

ଏସୀୟ କ୍ରୀଡ଼ା: ଜାପାନକୁ ୮ଟି ଗୋଲ ଦେଇ ହକି ସେମିଫାଇନାଲରେ ଭାରତ

ଜାକର୍ତ୍ତା: ପୁରୁଷ ହକିରେ ଆଜି ଭାରତ ଭେଟିଥିଲା ଜାପାନକୁ । ଜାପାନକୁ ୮-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛି ଭାରତ । ଆଜି ପୂର୍ବପରି ପୂରା ମ୍ୟାଚରେ ବେଶ୍ ପ୍ରଭାବ ବିସ୍ତାର କରି ଖେଳିଥିଲା ଭାରତୀୟ ଦଳ । ଜାପାନ ଭାରତଠୁ ଅପେକ୍ଷାକୃତ ଦୁର୍ବଳ ଦଳ…

ଏସୀୟ କ୍ରୀଡ଼ା: ମହିଳା କବାଡ଼ି ଦଳ ଜିତିଲେ ରୌପ୍ୟ, ପୁରୁଷ ଦଳକୁ ବ୍ରୋଞ୍ଜ ପଦକ

ଜାକର୍ତ୍ତା : ଏଥର ଏସୀଆନ ଗେମ୍ସରେ କବାଡ଼ି ଖେଳରେ ଭାରତୀୟ ଦଳ ନୈରାଶ୍ୟଜନକ ପଦର୍ଶନ କରିଛି । ଏସୀଆନ ଗେମ୍ସରେ ପୂର୍ବରୁ ସମସ୍ତ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏଥର ଇରାନଠୁ ୨ଥର ହାରି ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି । ର ହୋଇଛି । ତେବେ ଖୁସିର କଥା ଭାରତ ଏକଚାଟିଆ…