Latest Odisha News

BREAKING NEWS

Browsing Category

ଖେଳ

ବିଦେଶୀ କୋଚ କଣ ଭାରତକୁ ସଫଳତା ଦେବେ ?

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଛି । ଏଥିସହ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ଆଇସିସି ଟ୍ରଫିଠାରୁ ଦୂରେଇ ରହିଛି । ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଟାଇଟଲ ହାସଲ କରନି । ଆଇସିସି ଟ୍ରଫି ହାସଲ ଜିଦରେ ବିସିସିଆଇ ଅନେକ…

ପାକିସ୍ତାନର ହାଇବ୍ରିଡ ମଡେଲରେ ରାଜି ହୋଇପାରେ ଏସିସି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡର ହାଇବ୍ରିଡ ମଡେଲ ନେଇ ସବୁଜ ସଙ୍କେତ ଦେଇଛି ଏସିଆନ କ୍ରିକେଟ କାଉନସିଲ । ଭାରତର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ କରାଯିବ ଏବଂ ଅନ୍ୟ ସମସ୍ତ ମ୍ୟାଚ ଘରୋଇ ପରିବେଶରେ କରିବା ପାଇଁ ପିସିବି ପ୍ରସ୍ତାବ ଦେଇଥିଲା । ୧୩ ଜୁନରେ ଏ ସମ୍ପର୍କରେ ଚୂଡାନ୍ତ…

ଜୁନିୟର ଏସିଆ କପ ମହିଳା ହକି: କୋରିଆକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ: ଜାପାନର କାକାମିଗାହାରାରେ ଅନୁଷ୍ଠିତ ଜୁନିୟର ଏସିଆ କପ ମହିଳା ହକିରେ ଭାରତ ଚାମ୍ପିୟନ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ୨-୧ ଗୋଲରେ କୋରିଆକୁ ହରାଇ ଭାରତ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଅନୁ ଓ ନୀଲମ ଯଥାକ୍ରମେ ୨୨ତମ ଓ ୪୧ତମ ମିନିଟରେ ଭାରତ ପକ୍ଷରୁ ଗୋଲ…

ଦଶନ୍ଧି ପରେ ବି ଆଇସିସି ଟ୍ରଫି ଭାରତ ପାଇଁ ହେଲା ସ୍ୱପ୍ନ

ଲଣ୍ଡନ: ଏଠାରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ୨୦୯ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଭାରତର ଆଇସିସି ଟ୍ରଫି ହାତେଇବା ସ୍ୱପ୍ନ ପୁଣି କିଛି ଦିନ ପାଇଁ ଘୁଂଚିଯାଇଛି । ଓଭାଲରେ ଖେଳା ଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ: ଏକାଧିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି। ମ୍ୟାଚ୍‌ରେ ଦ୍ୱିତିୟୀ ପାଳି ଖେଳି ଏକାଧିକ ରେକର୍ଡ କରି ବିରାଟ କୋହଲି। ପ୍ରଥମ ପାଳିରେ ଶୀଘ୍ର ଆଉଟ୍ ହୋଇଯାଇଥିଲେ ବି ଦ୍ୱିତୀୟ ପାଳିରେ ଭଲ ବ୍ୟାଟିଂ କରୁଛନ୍ତି। ୪୪୪…

ସତରେ ଗିଲ ଆଉଟ ଥିଲେ !

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସଂଘର୍ଷ ଜାରି ରଖିଛି । ତେବେ ଏହି ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତି ନେଇ ଭାରତୀୟ କ୍ରିକେଟପ୍ରେମୀ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ଲାଗୁଛି ସତେ ଯେପରି ଭାରତକୁ ହରାଇବା ପାଇଁ ଏ ଭଳି ଯୋଜନା ଚାଲିଛି । ଏହା…

ତୃତୀୟ ଥର ପାଇଁ ଫ୍ରେଂଚ ଓପନ ଟାଇଟଲ ହାସଲ କଲେ ଇଗା ସ୍ୱିଟେକ

ପ୍ୟାରିସ: ପୋଲାଣ୍ଡର ଇଗା ସ୍ୱିଟେକା କ୍ୟାରିୟରରେ ତୃତୀୟ ଥର ପାଇଁ ଫ୍ରେଂଚ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଶନିବାର ଅନୁଷ୍ଠିତ ଫାଇନାଲରେ ଇଗା ଚେକ ରିପବ୍ଲିକର ୪୩ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ମୁଚୋଭାଙ୍କୁ ୬-୨, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ । ୨୨ ବର୍ଷୀୟା…

ଦାବୀ ପୂରଣ ନ ହେଲେ ଏସିଆନ ଗେମ୍ସକୁ ବୟକଟ କରିବେ କହିଲେ ଆନ୍ଦୋଳନରତ ରେସଲର

ନୂଆଦିଲ୍ଲୀ: ଦାବୀ ପୂରଣ ନ ହେଲେ ଏସିଆନ ଗେମ୍ସ ବୟକଟ କରିବୁ ବୋଲି ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଆନ୍ଦୋଳନକୁ ଓହ୍ଲାଇଥିବା ରେସଲରମାନେ କହିଛନ୍ତି । ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ କହିଛନ୍ତି ଆମ ଦାବୀ ଓ ସମସ୍ୟାର ସମାଧାନ ହେବା ପରେ…

ଜୁନିୟର ମହିଳା ଏସିଆ କପ: ଜାପାନକୁ ହରାଇ ଫାଇନାଲରେ ଭାରତ, ଜୁନିୟର ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଜୁନିୟର ଏସିଆ କପ ମହିଳା ହକିରେ ଜାପାନକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା । ମ୍ୟାଚର ୪୭ତମ ମିନିଟରେ ଭାରତ ପକ୍ଷରୁ ବିଜୟ ସୂଚକ ଏକମାତ୍ର ଗୋଲଟି ସୁନୀତା ଟପ୍ପୋ କରିଥିଲେ । ଏଥିସହ…

ଭାରତ ସମ୍ମୁଖରେ ୪୪୪ ରନର ଟାର୍ଗେଟ

ଲଣ୍ଡନ: ଓଭାଲରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ ୪୪୪ ରନର ଟାର୍ଗେଟ ରଖିଛି । ୪ର୍ଥ ଦିବସରେ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ପ୍ରଦାନ କରିଛି । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୬୯ ରନ ଜବାବରେ ଭାରତ ୨୯୬ ରନ କରିବାକୁ ସକ୍ଷମ…