Latest Odisha News

BREAKING NEWS

Browsing Category

ଖେଳ

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩: ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ । ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ମଙ୍ଗଳବାର ଏହି ଟିକେଟ କିଣିଛନ୍ତି । ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ…

ଆନ୍ଦୋଳନରତ ରେସଲର ଗଙ୍ଗାରେ ଫିଙ୍ଗିବେ ମେଡାଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଇଥିଲେ । ଦୁଷ୍କର୍ମ ମାମଲାରେ ଦଣ୍ଡିତ କରିବା ସେମାନଙ୍କ ଦାବୀ ରହିଥିଲା । ନୂତନ ସଂସଦ ଭବନ ଅଭିମୁଖେ ଯିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ଯନ୍ତରମନ୍ତରରୁ…

ମଦ ଦୁର୍ନୀତି: ସିସୋଡିଆଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ମଦ ଦୁର୍ନୀତି ମାମଲାରେ ମଙ୍ଗଳବାର ଶକ୍ତ ଧକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ସିସୋଡିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର । ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ…

ଆଇପିଏଲ ଟ୍ରଫି ଜିତି ଅବସର ବାବଦରେ ପ୍ରତିକ୍ରିୟା ରଖିଲେ ଏମ୍ ଏସ ଧୋନୀ

ଅହମଦାବାଦ: ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅନ୍ତିମ ବଲରେ ମ୍ୟାଚ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ଅବସର ବାବଦରେ ସ୍ପଷ୍ଟ କରିଛନ୍ତି। ଚଳିତଥର ଟ୍ରଫି ଜିତିଲେ ଧୋନୀ ଆଇପିଏଲରୁ ଅବସର ନେବେ ବୋଲି ତାଙ୍କ ପ୍ରଶଂସକମାନେ ଆକଳନ କରୁଥିଲେ। ମ୍ଯାଚ ଜିତିବା…

ଘରୋଇ ପିଚରେ ହାରିଲା ଗୁଜରାଟ ଟାଇଟନ୍ସ, ପଞ୍ଚମ ଥର ପାଇଁ ଆଇପିଏଲ ଜିତିଲା ଚେନ୍ନାଇ ସୁପର କିଙ୍ଗସ

ଅହମଦାବଦ: ଶେଷରେ ଚେନ୍ନାଇ ସୁପର କିଙ୍ଗସ ଏବଂ ଏମଏସ ଧୋନିଙ୍କ ପ୍ରଶଂସକମାନେ କୋଟି କୋଟି ପ୍ରଶଂସକ ଯାହା ଆଶା କରୁଥିଲେ ତାହା ହୋଇଛି। ଏକ ରୋମାଞ୍ଚକର ମ୍ୟାଚରେ ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ଆଉ ମ୍ୟାଚ…

ସାଇଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ଫାଇନାଲରେ ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଗୁଜରାଟ ଟାଇଟାନ୍ସ ୨୧୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଚେନ୍ନାଇ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ଗୁଜରାଟକୁ ଆମନ୍ତ୍ରଣ କରିଥିଲେ ।…

ଆଉ ଏକ କୀର୍ତିମାନ ସ୍ଥାପନ କଲେ ଧୋନୀ

ଅହମ୍ମଦାବାଦ: କ୍ୟାପଟେନ କୁଲ ଭାବେ ପରିଚିତ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଜି ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସେ ପଡିଆକୁ ଓହ୍ଲାଇବା ମାତ୍ରେ ପ୍ରଥମ ଖେଳାଳି ଭାବେ ୨୫୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ଏହା…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ

ଓଭାଲ: ଜୁନ ୭ରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡର କ୍ରିସ ଗାଫେନୀ ଓ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡର ରିଚାର୍ଡ…

ଫ୍ୟାନୀ ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଲେ ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ହେଙ୍ଗେଲୋରେ ହେବାକୁ ଥିବା ଫ୍ୟାନୀ ବ୍ଳାଙ୍କର୍ସ-କୋଏନ ଗେମ୍ସରୁ ଓହରି ଯାଇଛନ୍ତି । ନେଦରଲାଣ୍ଡର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ନୀରଜ ମାଂସପେଶୀଜନିତ ସମସ୍ୟାରେ…

ଜାତୀୟ ସବ ଜୁନିୟର ହକି: ଓଡିଶା ରନର୍ସଅପ

ରାଉରକେଲା: ଏଠାରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ହକିରେ ଓଡିଶା ରନର୍ସଅପ ହେବାକୁ ବାଧ୍ୟ ହୋଇଛି । ଫାଇନାଲରେ ଓଡିଶା ଅପେକ୍ଷାକୃତ ଶକ୍ତିଶାଳୀ ଉତରପ୍ରଦେଶ ନିକଟରୁ ୧-୭ ଗୋଲରେ ପରାଜିତ ହୋଇଛି । ଏଥିସହ ୟୁପି ଟିମ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ…